ଅନୁଷ୍କାଙ୍କ ପୂର୍ବେ ବିରାଟଙ୍କ ଜୀବନରେ ଥିଲେ ଏହି ଅଭିନେତ୍ରୀ
1 / 19

ତମନ୍ନା ଏବଂ ଅନୁଷ୍କା ଶର୍ମାଙ୍କ ପୂର୍ବରୁ ବିରାଟ କୋହଲି ଅନ୍ୟ ଏକ ଅଭିନେତ୍ରୀଙ୍କ ପାଇଁ ଦିୱାନା ଥିଲେ । (Photo Courtesy: Instagram)

ତମନ୍ନା ଏବଂ ଅନୁଷ୍କା ଶର୍ମାଙ୍କ...
Read more
2 / 19

ଇସାବେଲ୍ଲେ ଲାଇଟ ଏବଂ ବିରାଟଙ୍କ ମଧ୍ୟରେ 2 ବର୍ଷ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କ ଥିଲା । (Photo Courtesy: Instagram)

ଇସାବେଲ୍ଲେ ଲାଇଟ ଏବଂ ବିରାଟଙ୍କ...
Read more
3 / 19

୨୦୧୩ ରେ, ସିଙ୍ଗାପୁରରେ ସପିଂ କରୁଥିବା ବେଳେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । (Photo Courtesy: Instagram)

୨୦୧୩ ରେ, ସିଙ୍ଗାପୁରରେ ସପିଂ...
Read more
4 / 19

ଥରେ ଏହି ଅଭିନେତ୍ରୀ ଜଣକ କ୍ରିକେଟ ଷ୍ଟାର ସହ ନିଜର ସମ୍ବନ୍ଧ ଥିବା ସ୍ୱୀକାର କରିଥିଲେ । (Photo Courtesy: Instagram)

ଥରେ ଏହି ଅଭିନେତ୍ରୀ ଜଣକ କ୍ରିକେଟ...
Read more
5 / 19

ସେ କହିଥିଲେ ଯେ ତାଙ୍କର ବିରାଟ କୋହଲିଙ୍କ ସହ ପ୍ରାୟ ୨ ବର୍ଷ ଧରି ସମ୍ପର୍କ ରହିଥିଲା । (Photo Courtesy: Instagram)

ସେ କହିଥିଲେ ଯେ ତାଙ୍କର ବିରାଟ...
Read more
6 / 19

ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ଅଲଗା ହୋଇଥିଲେ ଏବଂ ସେମାନେ ବର୍ତ୍ତମାନ ଭଲ ସାଙ୍ଗ । (Photo Courtesy: Instagram)

ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ...
Read more
7 / 19

ବିରାଟ ଏବଂ ଇସାବେଲ୍ଲେଙ୍କ ଏକାଠି ସମୟ ବିତିଥିବା ଫଟୋ ଇଣ୍ଟରନେଟରେ ଭାଏରାଲ ହେବା ପରେ ସାମାନଙ୍କ ସମ୍ପର୍କ ଥିବା କଥା ସାମ୍ନାକୁ ଆସିଥିଲା । (Photo Courtesy: Instagram)

ବିରାଟ ଏବଂ ଇସାବେଲ୍ଲେଙ୍କ ଏକାଠି...
Read more
8 / 19

୨୦୧୪ରେ, ଇସାବେଲ୍ଲେ ଚଳଚ୍ଚିତ୍ର ସିକ୍ସଟିନ୍ ରେ ନିଜର ଡେବ୍ୟୁରୁ ବଲିଉଡରେ ଏଣ୍ଟ୍ରି କରିଥିଲେ । (Photo Courtesy: Instagram)

୨୦୧୪ରେ, ଇସାବେଲ୍ଲେ ଚଳଚ୍ଚିତ୍ର...
Read more
9 / 19

ଏକ କସମେଟିକ୍ ପ୍ରଡକ୍ଟର ବ୍ରାଣ୍ଡ ଆମ୍ବାସଡର ଭାବେ ପରିଚିତ ଥିଲେ ଇସାବେଲ୍ଲେ । (Photo Courtesy: Instagram)

ଏକ କସମେଟିକ୍ ପ୍ରଡକ୍ଟର ବ୍ରାଣ୍ଡ...
Read more
10 / 19

ଇସାବେଲ୍ଲେ ବ୍ରାଜିଲିୟନ ମଡେଲ ଏବଂ ଅଭିନେତ୍ରୀ । (Photo Courtesy: Instagram)

ଇସାବେଲ୍ଲେ ବ୍ରାଜିଲିୟନ ମଡେଲ ଏବଂ...
Read more
11 / 19

ଇସାବେଲ୍ଲେ କେବଳ ବିରାଟଙ୍କ ସହ ନୁହେଁ, ସେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ । (Photo Courtesy: Instagram)

ଇସାବେଲ୍ଲେ କେବଳ ବିରାଟଙ୍କ ସହ...
Read more
12 / 19

ସେ ସିଦ୍ଧାର୍ଥଙ୍କ ସହ ଏକ ରେସ୍ତୋରାଂରେ ମଧ୍ୟ ନଜର ଆସିଥିଲେ । (Photo Courtesy: Instagram)

ସେ ସିଦ୍ଧାର୍ଥଙ୍କ ସହ ଏକ...
Read more
13 / 19

ପରେ ଜଣାପଡିଥିଲା ଯେ ସିଦ୍ଧାର୍ଥ ତାଙ୍କର ଜଣେ ଭଲ ବନ୍ଧୁ ଥିଲେ । (Photo Courtesy: Instagram)

ପରେ ଜଣାପଡିଥିଲା ଯେ ସିଦ୍ଧାର୍ଥ...
Read more
14 / 19

ଫିଲ୍ମ ସିକ୍ସଟିନ୍ କରିବା ପରେ ସେ ବଲିଉଡର ଆଉ ଏକ ଫିଲ୍ମ ପୁରାନି ଜିନ୍ସ କରିଥିଲେ । ଏଠାରେ ତନୁଜ ବିରୱାନୀ ତାଙ୍କର ବିପକ୍ଷରେ ଅଭିନୟ କରିଥିଲେ । (Photo Courtesy: Instagram)

ଫିଲ୍ମ ସିକ୍ସଟିନ୍ କରିବା ପରେ ସେ...
Read more
15 / 19

ଇସାବେଲ୍ଲେ ବର୍ତ୍ତମାନ ଜର୍ମାନର ଜଣେ ବ୍ୟକ୍ତି ମାର୍ସେଲ ସହ ଡେଟିଙ୍ଗରେ ଅଛନ୍ତି । (Photo Courtesy: Instagram)

ଇସାବେଲ୍ଲେ ବର୍ତ୍ତମାନ ଜର୍ମାନର...
Read more
16 / 19

ଏହି ଅଭିନେତ୍ରୀ ବ୍ରାଜିଲର ଜୋଆଓ ପେସାଓର ବାସିନ୍ଦା । (Photo Courtesy: Instagram)

ଏହି ଅଭିନେତ୍ରୀ ବ୍ରାଜିଲର ଜୋଆଓ...
Read more
17 / 19

ସେ ୧୯୯୦ ମସିହା ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଛନ୍ତି । (Photo Courtesy: Instagram)

ସେ ୧୯୯୦ ମସିହା ସେପ୍ଟେମ୍ବର ୧...
Read more
18 / 19

ତାଙ୍କ ଡାକ ନାମ ଜୌଜା । (Photo Courtesy: Instagram)

ତାଙ୍କ ଡାକ ନାମ ଜୌଜା । (Photo...
Read more
19 / 19

ଫିଲ୍ମ ସିକ୍ସଟିନ୍ ପାଇଁ ସେ ବେଷ୍ଟ ଫିମେଲ ଡେବ୍ୟୁଟ୍ ଅଭିନେତ୍ରୀ ଭାବେ ୨୦୧୪ରେ ଲାଇଫ ଓକେ ସ୍କ୍ରିନ ଆୱାଡରେ ପୁରସ୍କାର ପାଇଥିଲେ । (Photo Courtesy: Instagram)

ଫିଲ୍ମ ସିକ୍ସଟିନ୍ ପାଇଁ ସେ ବେଷ୍ଟ...
Read more

O
P
E
N

ଭୁବନେଶ୍ୱରରେ ନିର୍ମାଣ ହେଉଥିବା କ୍ରାଫ୍ଟ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES