ନିୟୁ ୟିଅରରେ ବଡ ପରଦାରେ ଏଣ୍ଟ୍ରି ନେବେ ଏହି ଷ୍ଟାର୍ କିଡସ
1 / 14

ବଲିଉଡରେ ଯେତେ କ୍ରେଜ ଷ୍ଟାରଙ୍କ ପାଇଁ ରହେ, ସେତିକି କ୍ରେଜ୍ ଷ୍ଟାର କିଡସଙ୍କ ପାଇଁ ମଧ୍ୟ ରହିଥାଏ। (PC-Insta/FB)

ବଲିଉଡରେ ଯେତେ କ୍ରେଜ ଷ୍ଟାରଙ୍କ...
Read more
2 / 14

ସନି ଦେଓଲ ନିଜ ପୁଅ କରଣ ଦେଓଲଙ୍କୁ ଚଳଚ୍ଚିତ୍ର ପଲ ପଲ ଦିଲ କେ ପାସ୍ ରେ ବଡ ପରଦାରେ ଲଞ୍ଚ କରିବାକୁ ଯାଇଛନ୍ତି । (PC-Insta/FB)

ସନି ଦେଓଲ ନିଜ ପୁଅ କରଣ ଦେଓଲଙ୍କୁ...
Read more
3 / 14

ସୈଫ୍ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ ବଲିଉଡରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଫିଲ୍ମ କେଦାରନାଥରେ ଡେବ୍ୟୁ କରିବେ। (PC-Insta/FB)

ସୈଫ୍ ଅଲୀ ଖାନଙ୍କ ଝିଅ ସାରା ଅଲୀ...
Read more
4 / 14

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୂରଙ୍କ ଡେବ୍ୟୁକୁ ନେଇ ଖବର ଜର ଧରିଥିଲା । ପରେ ସାମ୍ନାକୁ ଆସିଲା ଯେ ସେ ଫିଲ୍ମ ଧଡକ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରୁଛନ୍ତି। (PC-Insta/FB)

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ...
Read more
5 / 14

ଟିଭିର ଚକଲେଟ ହିରୋ କରଣ ଭହୀ ଏବେ ବଲିଉଡରେ ମଧ୍ୟ ନିଜର ଯାଦୁ ଦେଖେଇବା ପାଇଁ ପ୍ରସ୍ତୁତ ଅଛନ୍ତି । କରଣ ଫିଲ୍ମ ହେଟ ଷ୍ଟୋରିର ଚତୁର୍ଥ ଭାଗରେ ନଜର ଆସିବେ । (PC-Insta/FB)

ଟିଭିର ଚକଲେଟ ହିରୋ କରଣ ଭହୀ ଏବେ...
Read more
6 / 14

ଗନ୍ଦରର ନିର୍ଦ୍ଦେଶକ ଅନିଲ ଶର୍ମାର ଚଳଚ୍ଚିତ୍ର ଜୀନିୟସରୁ ଇଶିତା ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରୁଛନ୍ତି । (PC-Insta/FB)

ଗନ୍ଦରର ନିର୍ଦ୍ଦେଶକ ଅନିଲ ଶର୍ମାର...
Read more
7 / 14

ଭାଗ୍ୟଶ୍ରୀର ପୁଅ ଅଭିମନ୍ୟୁ ଦସାନୀ, ୱାସନ ବାଲାଙ୍କ ନିର୍ଦ୍ଦେଶିତ ମର୍ଦ କୋ ଦର୍ଦ ନହିଁ ହୋତା ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । (PC-Insta/FB)

ଭାଗ୍ୟଶ୍ରୀର ପୁଅ ଅଭିମନ୍ୟୁ ଦସାନୀ,...
Read more
8 / 14

ନିର୍ଦ୍ଦଶକ ଅନୀଲ ଶର୍ମାଙ୍କ ପୁଅ ଉତ୍କର୍ଷ ମଧ୍ୟ 2018ରେ ଡେବ୍ୟୁ କରିବାକୁ ଯାଉଛନ୍ତି । (PC-Insta/FB)

ନିର୍ଦ୍ଦଶକ ଅନୀଲ ଶର୍ମାଙ୍କ ପୁଅ...
Read more
9 / 14

ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡରୁ ଟିଭି ଅଭିନେତ୍ରୀ ମୌନୀ ରାୟ ବଡ ପରଦେରେ ଏଣ୍ଟ୍ରୀ ନେବେ । (PC-Insta/FB)

ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡରୁ...
Read more
10 / 14

ଚଙ୍କୀ ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କ ବିଷୟରେ ଚର୍ଚ୍ଚାରେ ଜୋର ଧରିଛି ଯେ, କରଣ ଜୋହରଙ୍କ ଷ୍ଟୁଡେଣ୍ଟ ଅଫ୍ ଦ ଈୟର-2ରୁ ସେ ନିଜ କ୍ୟାରିଅର ଆରମ୍ଭ କରିପାରନ୍ତି ।(PC-Insta/FB)

ଚଙ୍କୀ ପାଣ୍ଡେଙ୍କ ଝିଅ ଅନନ୍ୟା...
Read more
11 / 14

କଙ୍ଗନା ରାଣାୱତଙ୍କ ଚଳଚ୍ଚିତ୍ର ମଣିକର୍ଣ୍ଣିକାରୁ ଅଙ୍କିତା ଲୋଖେଣ୍ଡେ ବଲିଉଡରେ ପାଦ ଦେବେ ।(PC-Insta/FB)

କଙ୍ଗନା ରାଣାୱତଙ୍କ ଚଳଚ୍ଚିତ୍ର...
Read more
12 / 14

ମାଜିଦ ମଜୀଦୀଙ୍କ ଇଂରାଜୀ ଚଳଚ୍ଚିତ୍ର ବିୟୋଣ୍ଡ ଦି କ୍ଲାଉଡରୁ ଫିଲ୍ମ ପରଦରେ ଏଣ୍ଟ୍ରୀ ନେବାକୁ ଯାଇଛନ୍ତି ।(PC-Insta/FB)

ମାଜିଦ ମଜୀଦୀଙ୍କ ଇଂରାଜୀ...
Read more
13 / 14

ଅର୍ପିତା ଖାନ ଶର୍ମାଙ୍କ ପତି ଏବଂ ସଲମାନ ଖାନଙ୍କ ଭିଣେଇ ଆୟୁଶ ଶର୍ମା ମଧ୍ୟ ବଡ ପରଦାରେ ଏଣ୍ଟ୍ରୀ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।(PC-Insta/FB)

ଅର୍ପିତା ଖାନ ଶର୍ମାଙ୍କ ପତି ଏବଂ...
Read more
14 / 14

ବରୁଣ ଧବନଙ୍କ ଆସନ୍ତା ଚଳଚ୍ଚିତ୍ର ହୋଗୀ ଅକ୍ଟୋବରରେ ବରୁଣଙ୍କ ବିପକ୍ଷରେ ରହିବେ ବନିତା ସନ୍ଧୁ, ଯିଏ ଏବେ ଚର୍ଚ୍ଚାର ଶୀର୍ଷକରେ ଅଛନ୍ତି ।(PC-Insta/FB)

ବରୁଣ ଧବନଙ୍କ ଆସନ୍ତା ଚଳଚ୍ଚିତ୍ର...
Read more

O
P
E
N

2018ରେ ବି ଓଲିଉଡରେ ଚାଲିବ ଭୂମିକାର...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES