ପ୍ରିୟାଙ୍କ ଆଖିର ଇସାରେ ଘାଇଲା ହେଲା ଦୁନିଆ
1 / 26

୨୬ ସେକେଣ୍ତରେ ପ୍ରେମକୁ ଜାହିର କରିବା ଶିଖାଇଲେ ପ୍ରିୟା..(PC-Insta)

୨୬ ସେକେଣ୍ତରେ ପ୍ରେମକୁ ଜାହିର...
Read more
2 / 26

ପ୍ରେମଭରା ସପ୍ତାହରେ ସୋସିଆଲ ମିଡିଆରେ 'ଇସ୍କବାଜ' ନାମକ ଏକ ଭିଡିଓ ଭାଇରାଲ ହୋଇଛି। (PC-Insta)

ପ୍ରେମଭରା ସପ୍ତାହରେ ସୋସିଆଲ...
Read more
3 / 26

ଭିଡିଓରେ ଯେଉଁ ଝିଅଙ୍କ ପାଇଁ ଆଜି ସାରା ଦୁନିଆ ପାଗଳ, ଚାଲନ୍ତୁ ଜାଣିବା ଘାଇଲା କରିଥିବା ଏହି ଝିଅ ବିଷୟରେ.(PC-Insta)

ଭିଡିଓରେ ଯେଉଁ ଝିଅଙ୍କ ପାଇଁ ଆଜି...
Read more
4 / 26

ଭିଡିଓରେ ଦେଖାଯାଉଥିବା ଯୁବତୀ ଜଣକ ହେଉଛନ୍ତି ପ୍ରିୟା ପ୍ରକାଶ ୱାରିଅର..(PC-Insta)

ଭିଡିଓରେ ଦେଖାଯାଉଥିବା ଯୁବତୀ ଜଣକ...
Read more
5 / 26

ପ୍ରିୟା କେରଳର ତ୍ରିଶୁରର ବାସିନ୍ଦା..(PC-Insta)

ପ୍ରିୟା କେରଳର ତ୍ରିଶୁରର...
Read more
6 / 26

୧୮ ବର୍ଷିୟା ପ୍ରିୟା ପ୍ରକାଶ ଜଣେ ମଡେଲ ଏବଂ ଅଭିନେତ୍ରୀ ଅଟନ୍ତି। (PC-Insta)

୧୮ ବର୍ଷିୟା ପ୍ରିୟା ପ୍ରକାଶ ଜଣେ...
Read more
7 / 26

ପ୍ରିୟାଙ୍କର ଡାକନାମ ରିୟା.. (PC-Insta)

ପ୍ରିୟାଙ୍କର ଡାକନାମ ରିୟା.....
Read more
8 / 26

ପ୍ରିୟାଙ୍କ ପାଠପଢା ତ୍ରିଶୁରର ବିମଲା କଲେଜରେ ହୋଇଥିଲା। ବର୍ତ୍ତମାନ ସେ ସ୍ନାତକରେ ବାଣିଜ୍ୟ ପାଠ ପଢୁଛନ୍ତି। (PC-Insta)

ପ୍ରିୟାଙ୍କ ପାଠପଢା ତ୍ରିଶୁରର...
Read more
9 / 26

ପ୍ରିୟାଙ୍କ ପିତାଙ୍କର ନାମ ପ୍ରକାଶ ୱାରିଅର। (PC-Insta)

ପ୍ରିୟାଙ୍କ ପିତାଙ୍କର ନାମ ପ୍ରକାଶ...
Read more
10 / 26

ପ୍ରିୟାଙ୍କୁ ନାଚ, ଗୀତରେ ବହୁତ ଆଗ୍ରହ। (PC-Insta)

ପ୍ରିୟାଙ୍କୁ ନାଚ, ଗୀତରେ ବହୁତ...
Read more
11 / 26

ଆଜି ପ୍ରିୟା ତାଙ୍କର ଆଖିର ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ ହୋଇଛନ୍ତି। (PC-Insta)

ଆଜି ପ୍ରିୟା ତାଙ୍କର ଆଖିର...
Read more
12 / 26

ଭାଇରାଲ ହୋଇଥିବା ଭିଡିଓରେ ପ୍ରିୟାଙ୍କୁ ଦେଖିବାକୁ ବହୁତ ସୁନ୍ଦର ଲାଗିବାରୁ ୟୁଜର୍ସମାନେ ଭିଡିଓକୁ ବାରମ୍ବାର ଦେଖିବା ସହିତ ବହୁତ ସେୟାର କରୁଛନ୍ତି। (PC-Insta)

ଭାଇରାଲ ହୋଇଥିବା ଭିଡିଓରେ...
Read more
13 / 26

ଭିଡିଓକୁ ଲକ୍ଷାଧିକ ଲୋକେ ଦେଖିବା ସହିତ ଲକ୍ଷାଧିକ ଲାଇକ ମଧ୍ୟ କରିଛନ୍ତି। (PC-Insta)

ଭିଡିଓକୁ ଲକ୍ଷାଧିକ ଲୋକେ ଦେଖିବା...
Read more
14 / 26

ଭିଡିଓଟିରେ ବାଜୁଥିବା ସଂଗୀତଟି ମାଲୟାଲମ ଭାଷାର ସଂଗୀତ। (PC-Insta)

ଭିଡିଓଟିରେ ବାଜୁଥିବା ସଂଗୀତଟି...
Read more
15 / 26

ମଣିକ୍ୟା ମାଲାରା ପୂବି ସଂଗୀତର ଛୋଟିଆ ସିନଟି ଲୋକେ ଏତେ ପସନ୍ଦ କରିବାରେ ଲାଗିଛନ୍ତି ଯେ ଏହାକୁ ହ୍ୱାଟସଅପର ଷ୍ଟାଟସରେ ଅପଲୋଡ କରୁଛନ୍ତି। (PC-Insta)

ମଣିକ୍ୟା ମାଲାରା ପୂବି ସଂଗୀତର...
Read more
16 / 26

ସ୍କୁଲ ରୋମାନ୍ସକୁ ଦେଖାଉଥିବା ଏହି ୟୁଟ୍ୟୁବ୍ ଭିଡିଓକୁ ବହୁତ ପସନ୍ଦ କରାଯାଉଛି। (PC-Insta)

ସ୍କୁଲ ରୋମାନ୍ସକୁ ଦେଖାଉଥିବା ଏହି...
Read more
17 / 26

ପ୍ରିୟାଙ୍କ ଏହି ଭିଡଓଟି ଫିଲ୍ମ 'ଓରୁ ଅଦାର ଲଭ'ର ଗୀତ। (PC-Insta)

ପ୍ରିୟାଙ୍କ ଏହି ଭିଡଓଟି ଫିଲ୍ମ...
Read more
18 / 26

ପ୍ରିୟା ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରୁଛନ୍ତି। (PC-Insta)

ପ୍ରିୟା ଏହି ଚଳଚ୍ଚିତ୍ରରେ ଡେବ୍ୟୁ...
Read more
19 / 26

ଏହି ଚଳଚ୍ଚିତ୍ରକୁ ଉମର ଲୁଲୁ ନିର୍ଦ୍ଦେଶନା ଦେଇଛନ୍ତି। (PC-Insta)

ଏହି ଚଳଚ୍ଚିତ୍ରକୁ ଉମର ଲୁଲୁ...
Read more
20 / 26

ଫିଲ୍ମଟି ମାର୍ଚ୍ଚ ୩ତାରିଖରେ ରିଲିଜ ହେବ। (PC-Insta)

ଫିଲ୍ମଟି ମାର୍ଚ୍ଚ ୩ତାରିଖରେ ରିଲିଜ...
Read more
21 / 26

ଭାଲେନଣ୍ଟାଇନ ୱିକରେ ଏହି ଭିଡିଓଟି ଲଭ୍ ସିମ୍ବଲ ହୋଇସାରିଛି। (PC-Insta)

ଭାଲେନଣ୍ଟାଇନ ୱିକରେ ଏହି ଭିଡିଓଟି...
Read more
22 / 26

ଯେଉଁ ଝିଅକୁ ତାଙ୍କ ବାପା ଦୁନିଆକୁ ଆସିବା ପୂର୍ବକୁ ହତ୍ୟା କରିବାକୁ ଚାହୁଁଥିଲେ ଆଜି ସେହି ଝିଅ ତା ଆଖି ଇସାରାରେ ନଚାଇଛି ସାରା ଦୁନିଆକୁ। (PC-Insta)

ଯେଉଁ ଝିଅକୁ ତାଙ୍କ ବାପା ଦୁନିଆକୁ...
Read more
23 / 26

ବହୁତ କମ ସମୟରେ ହଲିଉଡ, ବଲିଉଡକୁ ପଛରେ ପକାଇ ସୋସିଆଲ ମିଡିଆର ଇନଷ୍ଟାଗ୍ରାମରେ ତୃତୀୟ ସ୍ଥାନରେ ଅଛନ୍ତି ପ୍ରିୟା। (PC-Insta)

ବହୁତ କମ ସମୟରେ ହଲିଉଡ, ବଲିଉଡକୁ...
Read more
24 / 26

ପ୍ରିୟାଙ୍କ ଅଭିନୀତ ଏହି ସଂଗୀତକୁ ସାନ ରହମାନ କମ୍ପୋଜ କରିଛନ୍ତି। (PC-Insta)

ପ୍ରିୟାଙ୍କ ଅଭିନୀତ ଏହି ସଂଗୀତକୁ...
Read more
25 / 26

ଭିଡିଓରେ ଥିବା ଯୁବକ ରୋଶନ ଜଣେ ଭଲ ଅଭିନେତା ସହିତ ଭଲ ଡ୍ୟାନ୍ସର ମଧ୍ୟ। (PC-Insta)

ଭିଡିଓରେ ଥିବା ଯୁବକ ରୋଶନ ଜଣେ ଭଲ...
Read more
26 / 26

ତେବେ ଏଥରର ଭାଲେଣ୍ଟାଇନର ସ୍ପେସିଆଲ ସିମ୍ବଲ ଥିଲା ପ୍ରିୟାଙ୍କ ଆଖି ଇସାରା। (PC-Insta)

ତେବେ ଏଥରର ଭାଲେଣ୍ଟାଇନର ସ୍ପେସିଆଲ...
Read more

O
P
E
N

ପିଲାଦିନେ ଆପଣ ମଧ୍ୟ ମାଆଙ୍କଠାରୁ ଲୁଚି...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES