ଓଜନ ଯୋଗୁଁ ଜୀବନ ବଦଳିଲା ଏହି ମଡେଲଙ୍କର
1 / 34

ଲିଜାଙ୍କର ଏହି ଫଇସଲା ଏବେ ସମସ୍ତ ମହିଳାଙ୍କ ପାଇଁ ଏକ ଅନୁପ୍ରେରଣା ହୋଇ ରହିଛି। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜାଙ୍କର ଏହି ଫଇସଲା ଏବେ ସମସ୍ତ...
Read more
2 / 34

ଲିଜାଙ୍କ କହିବା ଅନୁଯାୟୀ, ତୁମେ ଯଦି ଦେଖିବାକୁ ସୁନ୍ଦର ତେବେ ପ୍ଲସ୍ ସାଇଜ ଫିଗର ମଧ୍ୟ ବହୁତ ସୁନ୍ଦର ଦେଖାଯିବ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜାଙ୍କ କହିବା ଅନୁଯାୟୀ, ତୁମେ...
Read more
3 / 34

ଲିଜା ଗୋଲଡେନ ଭୋଜୱାନୀ ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ନିଜର ଫଟୋ ପୋଷ୍ଟ କରନ୍ତି। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ଗୋଲଡେନ ଭୋଜୱାନୀ ସୋସିଆଲ...
Read more
4 / 34

ଲିଜା ସେହି ସମୟର ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁ ସମୟରେ ତାଙ୍କର zero size ଫିଗରରେ ଲୋକଙ୍କୁ ମୋହିତ କରିଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ସେହି ସମୟର ଫଟୋ ମଧ୍ୟ ସେୟାର...
Read more
5 / 34

ଲିଜା କୁହନ୍ତି, ସେ ପଶୁକୁ ବହୁତ ଭଲ ପାଆନ୍ତି। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା କୁହନ୍ତି, ସେ ପଶୁକୁ ବହୁତ ଭଲ...
Read more
6 / 34

ଲିଜା ଏକ ସାକ୍ଷାତକାରରେ କହିଛନ୍ତି, ସେ ଜଣେ ଭେଟେନାରୀ ଡାକ୍ତର ହେବାକୁ ଚାହିଁଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ଏକ ସାକ୍ଷାତକାରରେ କହିଛନ୍ତି,...
Read more
7 / 34

ଲିଜା ପାଠ ପଢୁଥିବା ବେଳେ ୱେଟେର କାମ ମଧ୍ୟ କରୁଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ପାଠ ପଢୁଥିବା ବେଳେ ୱେଟେର...
Read more
8 / 34

ୱେଟେର ଚାକିରି ପଇସାରୁ ସେ ଭେଟେନାରୀ ଡାକ୍ତର ହେବା ପାଇଁ ପାଠ ପଢୁଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ୱେଟେର ଚାକିରି ପଇସାରୁ ସେ...
Read more
9 / 34

ପରେ ସେହି ଟଙ୍କାରୁ ଡାକ୍ତରୀ ପାଠ ପଢିବାରେ ଅସୁବିଧା ହେବାରୁ ସେ ମଡେଲିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ପରେ ସେହି ଟଙ୍କାରୁ ଡାକ୍ତରୀ ପାଠ...
Read more
10 / 34

ଲିଜାଙ୍କ କହିବା ଅନୁଯାୟୀ ତାଙ୍କ ପାଇଁ ପ୍ରଥମେ ମଡେଲିଙ୍ଗ ଏକ ଟଙ୍କା କମେଇବାର ଜରିଆ ଥିଲା। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜାଙ୍କ କହିବା ଅନୁଯାୟୀ ତାଙ୍କ...
Read more
11 / 34

ଲିଜା 17 ବର୍ଷ ବୟସରେ ମଡେଲିଙ୍ଗ କରିବା ଆରମ୍ଭ କରିଦେଇଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା 17 ବର୍ଷ ବୟସରେ ମଡେଲିଙ୍ଗ...
Read more
12 / 34

ନିଜକୁ ଜଣେ ସଫଳ ମଡେଲ ବନେଇବା ପାଇଁ ଘଣ୍ଟା ଘଣ୍ଟା ଧରି ଜିମ ଯାଉଥିଲେ ବେଲି ଲିଜା କହିଛନ୍ତି। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ନିଜକୁ ଜଣେ ସଫଳ ମଡେଲ ବନେଇବା ପାଇଁ...
Read more
13 / 34

ଲିଜା ଦୁଇ ବର୍ଷ ପାଇଁ ନିଜ କାମରୁ ବ୍ରେକ ନେଇଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ଦୁଇ ବର୍ଷ ପାଇଁ ନିଜ କାମରୁ...
Read more
14 / 34

ଲିଜାଙ୍କ କହିବା ଅନୁଯାୟୀ, ସେ ଏହି ବ୍ରେକରେ ବୋଡିଠାରୁ ବେଶି ନିଜ ଉପରେ ଫୋକସ କରିବାକୁ ଚାହୁଁଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜାଙ୍କ କହିବା ଅନୁଯାୟୀ, ସେ ଏହି...
Read more
15 / 34

ଲିଜା ଆଉ ଡାଇଟିଙ୍ଗ କରିବେ ନାହିଁ ବୋଲି ମନସ୍ତ କଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ଆଉ ଡାଇଟିଙ୍ଗ କରିବେ ନାହିଁ...
Read more
16 / 34

ଓଜନ ବଢିବା ପରେ ଲିଜା ନିଜ ଫଟୋ ଇନଷ୍ଟାଗ୍ରାମରେ ସେୟାର କଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଓଜନ ବଢିବା ପରେ ଲିଜା ନିଜ ଫଟୋ...
Read more
17 / 34

ସେ କହିଛନ୍ତି, ଯେତେବେଳେ ତାଙ୍କ ଓଜନ ବଢିଲା ତାଙ୍କୁ ବହୁତ ଖରାପ କମେଣ୍ଟ ଆସିବାକୁ ଲାଗିଲା।(ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ସେ କହିଛନ୍ତି, ଯେତେବେଳେ ତାଙ୍କ...
Read more
18 / 34

ସେ ଚାହୁଁଥିଲେ ଯେ ତାଙ୍କର ବୋଡି ଯେପିରି ଅଛି ସେପରି ହିଁ ସମସ୍ତେ ପସନ୍ଦ କରନ୍ତୁ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ସେ ଚାହୁଁଥିଲେ ଯେ ତାଙ୍କର ବୋଡି...
Read more
19 / 34

ଲିଜାଙ୍କ plus size ଯୋଗୁଁ ନିଜ ଚାକିରି ହରେଇଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜାଙ୍କ plus size ଯୋଗୁଁ ନିଜ...
Read more
20 / 34

ଲିଜା ଏବେ plus size ମଡେଲ ଭାବେ ପରିଚିତ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ଏବେ plus size ମଡେଲ ଭାବେ...
Read more
21 / 34

ଲିଜା ଏକ ବଡ ବ୍ରାଣ୍ଡ chanel ପାଇଁ ରାମ୍ପ ୱାକ୍ କରନ୍ତି। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ଏକ ବଡ ବ୍ରାଣ୍ଡ chanel ପାଇଁ...
Read more
22 / 34

କେବଳ ଏତିକି ନୁହେଁ ଲିଜା Vogue, Harpar Bazar, kingerfisher calender ଭଳି ବହୁତ ପତ୍ରିକାରେ ନଜର ଆସିଛନ୍ତି। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

କେବଳ ଏତିକି ନୁହେଁ ଲିଜା Vogue,...
Read more
23 / 34

ଲିଜା 2016 ରେ ଭାରତକୁ ଆସିଥିଲେ ଏବଂ ସେ ଏଠାରେ ରହିବାକୁ ଫଇସଲା କରିଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା 2016 ରେ ଭାରତକୁ ଆସିଥିଲେ...
Read more
24 / 34

ଲିଜା ଏଠାରେ କରନ ଭୋଜୱାନୀଙ୍କୁ ପାଇଥିଲେଏବଂ ତାଙ୍କ ସହିତ 2016ରେ ବିବାହ କରିଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ଏଠାରେ କରନ ଭୋଜୱାନୀଙ୍କୁ...
Read more
25 / 34

ଲିଜାଙ୍କ ଜନ୍ମ 25 ସେପ୍ଟେମ୍ବର 1989 ମସିହା ଆମେରିକାରେ ହୋଇଥିଲା। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜାଙ୍କ ଜନ୍ମ 25 ସେପ୍ଟେମ୍ବର...
Read more
26 / 34

ଲିଜା ଚୋକଲେଟ ଖାଇବାକୁ ବହୁତ ପସନ୍ଦ କରନ୍ତି। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ଚୋକଲେଟ ଖାଇବାକୁ ବହୁତ ପସନ୍ଦ...
Read more
27 / 34

ଲିଜାଙ୍କ ପିତା ପଞ୍ଜାବୀ ଏବଂ ମାତା ଲଣ୍ଡନର ମୂଳ ଅଟନ୍ତି। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜାଙ୍କ ପିତା ପଞ୍ଜାବୀ ଏବଂ ମାତା...
Read more
28 / 34

ଲିଜା କହିଛନ୍ତି, ତାଙ୍କୁ ଏବେ ଓଜନ କମେଇବାର ଚିନ୍ତା ନାହିଁ ଏବଂ ଯାହା ଚାହିଁବେ ତାହା ଖାଇପାରିବେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା କହିଛନ୍ତି, ତାଙ୍କୁ ଏବେ ଓଜନ...
Read more
29 / 34

ଏହି ଫଟୋରେ ଲିଜା ବହୁତ ସେକ୍ସି ଲାଗୁଛନ୍ତି।(ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଏହି ଫଟୋରେ ଲିଜା ବହୁତ ସେକ୍ସି...
Read more
30 / 34

ଲିଜାଙ୍କ ସବୁଠାରୁ ପସନ୍ଦ ଜାଗା ହେଉଛି ଲଣ୍ଡନ।(ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜାଙ୍କ ସବୁଠାରୁ ପସନ୍ଦ ଜାଗା...
Read more
31 / 34

ଲିଜା ତାଙ୍କ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ସ୍ୱାମୀଙ୍କୁ ବହୁତ ଭଲ ମଧ୍ୟ କୁହନ୍ତି।(ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ତାଙ୍କ ସ୍ୱାମୀଙ୍କୁ ବହୁତ ଭଲ...
Read more
32 / 34

ଲିଜାଙ୍କ ସ୍ୱାମୀ ଜଣେ ବହୁତ ବଡ ବ୍ୟବସାୟୀ।(ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜାଙ୍କ ସ୍ୱାମୀ ଜଣେ ବହୁତ ବଡ...
Read more
33 / 34

ଲିଜା ଜଣେ ଏପରି ମଡେଲ ଯିଏକି ସ୍ଲିମ୍ ଫିଗର ଛାଡି ଓଜନ ବଢେଇବାର ଫଇସଲା ନେଇଛନ୍ତି।(ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

ଲିଜା ଜଣେ ଏପରି ମଡେଲ ଯିଏକି...
Read more
34 / 34

କିନ୍ତୁ ପରେ ସେ ଏହାକୁ ନିଜର କ୍ୟାରିୟର ବନେଇବାକୁ ନିଷ୍ପତି ନେଇଥିଲେ। (ଫଟୋ ସୌଜନ୍ୟ- ଇନଷ୍ଟାଗ୍ରାମ)

କିନ୍ତୁ ପରେ ସେ ଏହାକୁ ନିଜର...
Read more

O
P
E
N

ଐତିହାସିକ ପରିଚୟ ରହିଛି ବିଶ୍ୱ ପ୍ରସିଦ୍ଧ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES