ଭାରତର ଟପ୍ ମଡେଲ୍ ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ ତୃତୀୟଲିଙ୍ଗୀ
1 / 13

ଭାରତର ଟପ୍ ମଡେଲ୍ ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କଠାରୁ ଗୌରୀ ଆରୋରା ସମ୍ପୁର୍ଣ୍ଣ ଭିନ୍ନ (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭାରତର ଟପ୍ ମଡେଲ୍ ରେ ଅଂଶଗ୍ରହଣ...
Read more
2 / 13

ଉଚ୍ଚାଭିଳାଷୀ ଗୌରୀ ଏବେ ଦେଖିବାକୁ ବହୁତ ସୁନ୍ଦରୀ ଯୁବତୀ ହୋଇଯାଇଛନ୍ତି ଯିଏ କି ଏବେ ମଡେଲ୍ ଭାବେ ପରିଚିଚ (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ଉଚ୍ଚାଭିଳାଷୀ ଗୌରୀ ଏବେ ଦେଖିବାକୁ...
Read more
3 / 13

ତୃତୀୟଲିଙ୍ଗୀ ହେବାର ସତ୍ୟତାକୁ ଗ୍ରହଣ କରିବାକୁ ବହୁତ ସାହାସ ଦରକାର (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ତୃତୀୟଲିଙ୍ଗୀ ହେବାର ସତ୍ୟତାକୁ...
Read more
4 / 13

ମିଲିନ୍ଦ ସୋନମ ଏବଂ ଦାବୂ ରତ୍ନାନିଙ୍କ ଭଳି ଜର୍ଜଙ୍କ ସାମନାରେ ରାମ୍ପରେ ଚାଲିବାର ସୁଯୋଗ ମିଳିଥିଲା (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ମିଲିନ୍ଦ ସୋନମ ଏବଂ ଦାବୂ...
Read more
5 / 13

ଗତବର୍ଷ ଗୌରବ ତାଙ୍କର ତୃତୀୟଲିଙ୍ଗୀ ହେବା କଥା ଲୋକ ଲୋଚନକୁ ଆଣିଛନ୍ତି (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ଗତବର୍ଷ ଗୌରବ ତାଙ୍କର ତୃତୀୟଲିଙ୍ଗୀ...
Read more
6 / 13

ଅନ୍ୟପ୍ରତିଯୋଗୀଙ୍କ ତୁଳନାରେ ତାଙ୍କର ନାରିତ୍ୱ ନାହିଁ କାରଣ ସେ ତୃତୀୟଲିଙ୍ଗୀ (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ଅନ୍ୟପ୍ରତିଯୋଗୀଙ୍କ ତୁଳନାରେ...
Read more
7 / 13

ଅସ୍ତ୍ରୋପଚାର ପରେ ରାମ୍ପରେ ପ୍ରଥମଥର ପାଇଁ ଚାଲିବାକୁ ସୁଯୋଗ ପାଇଥିଲେ (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ଅସ୍ତ୍ରୋପଚାର ପରେ ରାମ୍ପରେ...
Read more
8 / 13

ସେ ତାଙ୍କ ଅସ୍ତ୍ରୋପଚାର ମାଧ୍ୟମରେ ଗୌରବରୁ ଗୌରୀ ହେବା ଖବର ସର୍ବସାଧାରଣଙ୍କୁ ଜଣାଇଥିଲେ (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ସେ ତାଙ୍କ ଅସ୍ତ୍ରୋପଚାର ମାଧ୍ୟମରେ...
Read more
9 / 13

ସେ ପୂର୍ବରୁ ରିଆଲିଟି ସୋ MTV ସ୍ପ୍ଲିଟଭିଲା 8 ରେ ଅଂଶଗ୍ରହଣ କରିଥିଲେ (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ସେ ପୂର୍ବରୁ ରିଆଲିଟି ସୋ MTV ...
Read more
10 / 13

ବର୍ତ୍ତମାନ ଗୌରୀ ଭାରତର ଟପ୍ ମଡେଲ ପ୍ରତିଯୋଗୀତାର ଜଣେ ସଦସ୍ୟ (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ବର୍ତ୍ତମାନ ଗୌରୀ ଭାରତର ଟପ୍ ମଡେଲ...
Read more
11 / 13

ଗୌରୀଙ୍କୁ ବିକିନି ପିନ୍ଧି ରାମ୍ପ ସୋ ରେ ଚାଲୁଥିବାର ଦେଖିବାକୁ ମିଳିଥିଲା (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ଗୌରୀଙ୍କୁ ବିକିନି ପିନ୍ଧି ରାମ୍ପ...
Read more
12 / 13

ପ୍ରଥମରୁ ହିଁ ବହୁତ ଲୋକେ ତାଙ୍କ ସଙ୍ଘର୍ଷ ବିଷୟରେ ଜାଣିଥିଲେ (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ପ୍ରଥମରୁ ହିଁ ବହୁତ ଲୋକେ ତାଙ୍କ...
Read more
13 / 13

ତାଙ୍କର ବିଶ୍ୱାସ ରହିଛି ଯେ ଭାରତର ପରବର୍ତ୍ତୀ ଟପ୍ ମଡେଲ ତାଙ୍କର ଏହି କାର୍ଯ୍ୟକୁ ଅନେକ ଲୋକ ସମର୍ଥନ କରିବେ (ଫୋଟ ସୌଜନ୍ୟ-ଇନଷ୍ଟାଗ୍ରାମ)

ତାଙ୍କର ବିଶ୍ୱାସ ରହିଛି ଯେ ଭାରତର...
Read more

O
P
E
N

ପରବର୍ତ୍ତୀ ଟପ୍ ମଡେଲ ସିଜନ୍ 3 ର ଏପିସୋଡ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES