ନିଜ ରାଶି ମୁତାବିକ ଚୟନ କରନ୍ତୁ ଆପଣଙ୍କ ମନ ପସନ୍ଦର ବିବାହ ପୋଷାକ
1 / 14

ଆପଣଙ୍କ ବିବାହ ପାଇଁ ଯଦି ପୋଷାକର ରଙ୍ଗ ଚୟନ କରିବାକୁ ନେଇ ଦ୍ୱନ୍ଦରେ ଥାନ୍ତି ତେବେ ଆପଣ ଏହି ଆର୍ଟିକଲକୁ ଫଲୋ କରନ୍ତୁ..

ଆପଣଙ୍କ ବିବାହ ପାଇଁ ଯଦି ପୋଷାକର...
Read more
2 / 14

ନିଜ ରାଶି ମୁତାବିକ ଚୟନ କରନ୍ତୁ ଆପଣଙ୍କ ମନ ପସନ୍ଦର ବିବାହ ପୋଷାକ

ନିଜ ରାଶି ମୁତାବିକ ଚୟନ କରନ୍ତୁ...
Read more
3 / 14

ମେଷ: ଏହି ରାଶିର ମହିଳାମାନେ ବହୁତ ସାହାସୀ, ଦୃଢ ଏବଂ ହିଂସ୍ର ଥାନ୍ତି । ତେଣୁ ଲାଲ ରଙ୍ଗଟି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଷ୍ଟ୍ରେନ୍ଥ ଏବଂ ଏନର୍ଜୀର ପ୍ରତିକ ବୋଲି କୁହାଯାଏ।

ମେଷ: ଏହି ରାଶିର ମହିଳାମାନେ ବହୁତ...
Read more
4 / 14

ବୃଷ: ଏହି ରାଶିର ମହିଳାମାନେ ଖୁବ ଧିରସ୍ଥିର ଥାନ୍ତି ଏବଂ ତାଙ୍କର ଚରିତ୍ର ନମ୍ର ସ୍ୱାଭିକ ଥାଏ । ତେଣୁ ଧଳା, ପିଙ୍କ ଏବଂ କ୍ରିମ ରଙ୍ଗ ଆପଣଙ୍କୁ ସୁଟ କରିବ ।

ବୃଷ: ଏହି ରାଶିର ମହିଳାମାନେ ଖୁବ...
Read more
5 / 14

ମିଥୁନ: ମିଥୁନ ରାଶିର ମହିଳାମାନେ ଖୁବ ସମାଜବାଦୀ ଏବଂ ସେମାନେ ସବୁବେଳେ ମଜା କରିବାକୁ ପସନ୍ଦ କରନ୍ତି । ତେଣୁ ଏହି ରାଶିର ମହିଳାଙ୍କ ପାଇଁ ଗାଢ ସବୁଜ ରଙ୍ଗଟି ଖୁବ ଭଲ ।

ମିଥୁନ: ମିଥୁନ ରାଶିର ମହିଳାମାନେ...
Read more
6 / 14

କର୍କଟ: ଏହି ମହିଳାମାନେ ବହୁତ ଇମୋଶନାଲ ସ୍ୱଭାବି । ସେମାନଙ୍କ ପାଇଁ ଧଳା, ସବୁଜ ଏବଂ ହାଲୁକା ନୀଳ ରଙ୍ଗର ବିବାହ ପୋଷାକ ଉପଯୁକ୍ତ ।

କର୍କଟ: ଏହି ମହିଳାମାନେ ବହୁତ...
Read more
7 / 14

ସଂହ: ଏହି ରାଶିର ମହିଳାମାନେ ସବୁବେଳେ କିଛି ନୂଆ କରିବାକୁ ଇଚ୍ଛା ରଖିଥାନ୍ତି । ଏହି ମହିଳାଙ୍କୁ କମଳା,ସୁନେଲି ଏବଂ ସିଲଭର କଲର ସୁଟ କରିବ ।

ସଂହ: ଏହି ରାଶିର ମହିଳାମାନେ...
Read more
8 / 14

କନ୍ୟା: ଏହି ରାଶିର ମହିଳାମାନଙ୍କୁ ପିଚ୍, ହାଲୁକା ନୀଳ ଏହଂ ହାଲୁକା ପିଙ୍କ୍ କଲର ସୁଟ କରିବ ।

କନ୍ୟା: ଏହି ରାଶିର ମହିଳାମାନଙ୍କୁ...
Read more
9 / 14

ତୁଳା: ତୁଳା ରାଶିର ମହିଳାମାନେ ବହୁତ ସହଷ୍ଣୁ ଏହଂ ଶାନ୍ତି ପ୍ରେମି ଥାନ୍ତି । ସେମାନଙ୍କୁ ଗାଢ ନୀଳ ରଙ୍ଗ ଏବଂ ଇଭୋରୀ ରଙ୍ଗ ବହୁତ ଭଲ ।

ତୁଳା: ତୁଳା ରାଶିର ମହିଳାମାନେ...
Read more
10 / 14

ବିଛା: ଏହି ମହିଳାଙ୍କୁ ଲାଲ, ମେରୁନ, କମଳା, ଏବଂ ପରପଲ୍ ରଙ୍ଗ ନିଜ ରାଶି ସହ ମ୍ୟାଚ କରିବ ।

ବିଛା: ଏହି ମହିଳାଙ୍କୁ ଲାଲ,...
Read more
11 / 14

ଧନୁ: ଏମାନେ ବହୁତ ଆଶାବାଦୀ ଏବଂ ଉତ୍ସାହୀ ଥାନ୍ତି । ତେଣୁ ଏହି ରାଶିର ମହିଳାଙ୍କୁ ହଳଦୀଆ ଏବଂ ପିଙ୍କ ରଙ୍ଗ ପିନ୍ଧିଲେ ଶୁଭ ହୋଇଥାଏ ।

ଧନୁ: ଏମାନେ ବହୁତ ଆଶାବାଦୀ ଏବଂ...
Read more
12 / 14

ମକର: ବ୍ରାଉନ ଏବଂ କ୍ରିମ କରଲ ବହୁତ ସୁଟ କରିବ ଏହି ରାଶିର ମହିଳାଙ୍କୁ ।

ମକର: ବ୍ରାଉନ ଏବଂ କ୍ରିମ କରଲ ବହୁତ...
Read more
13 / 14

କୁମ୍ଭ: ଏହି ରାଶିର ମହିଳାମାନେ କମଳ ହୃଦୟୀ ଥାନ୍ତି । ଏହି ମହିଳାଙ୍କୁ ପରପଲ ଏବଂ ଗାଢ ନୀଳ ରଙ୍ଗର ପୋଷାକ ସୁଟ କରିବ ।

କୁମ୍ଭ: ଏହି ରାଶିର ମହିଳାମାନେ କମଳ...
Read more
14 / 14

ମୀନ: ଏହି ରାଶିର ମହିଳାମାନେ ସମସ୍ତଙ୍କ ସହ ମିଶନ୍ତି । ହଳଦିଆ ରଙ୍ଗକୁ ଏହି ରାଶିର ମହିଳାଙ୍କ ଲକି ରଙ୍ଗ ବୋଲି ଧରାଯାଏ ।

ମୀନ: ଏହି ରାଶିର ମହିଳାମାନେ...
Read more

O
P
E
N

ଶିଳ୍ପାଙ୍କ ପ୍ରତିଦ୍ୱନ୍ଦୀ ହୀନା...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES