୧୩ ବର୍ଷ ବୟସରେ ଶ୍ରୀଦେବୀ ହୋଇଥିଲେ ମା, ଜାଣନ୍ତୁ ତାଙ୍କ ଜୀବନର କାହାଣୀ
1 / 22

ବଲିଉଡର ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀ ଆଉ ଏଦୁନିଆରେ ନାହାନ୍ତି। ଗତ ୨୪ ତାରିଖ ରାତିରେ ହୋଟେଲ ବାଥ୍ ଟବରେ ପଡି ଅନ୍ଧାକାରରେ କେଉଁଠି ହଜିଯାଇଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଦେଶବାସୀ ମର୍ମାହତ।

ବଲିଉଡର ବିଶିଷ୍ଟ ଅଭିନେତ୍ରୀ...
Read more
2 / 22

ବଲିଉଡର ପ୍ରଥମ ମହିଳା ସୁପରଷ୍ଚାର ଶ୍ରୀଦେବୀ ଫିଲ୍ମ ଜଗତରେ ଏକ ପ୍ରମୁଖ ସ୍ଥାନ ବନାଇଥିଲେ।

ବଲିଉଡର ପ୍ରଥମ ମହିଳା ସୁପରଷ୍ଚାର...
Read more
3 / 22

ଶ୍ରୀଦେବୀ ଶିଶୁକଳାକାର ରୂପେ ଏକ ତାମିଲ ଫିଲ୍ମରୁ ଜୀବନ ଆରମ୍ଭ କରିଥିଲେ। ଏହା ପରେ ତାଙ୍କ ଫିଲ୍ମ ସଂଖ୍ୟା ବଢିବାରେ ଲାଗିଥିଲା।

ଶ୍ରୀଦେବୀ ଶିଶୁକଳାକାର ରୂପେ ଏକ...
Read more
4 / 22

ଯେତେବେଳେ ଶ୍ରୀଦେବୀ ବଲିଉଡରେ ପାଦ ରଖିଥିଲେ ସେତେବେଳେ ତାଙ୍କୁ ଠିକରେ ହିନ୍ଦୀ କହିବା ଆସୁନଥିଲା।

ଯେତେବେଳେ ଶ୍ରୀଦେବୀ ବଲିଉଡରେ ପାଦ...
Read more
5 / 22

୩୦୦ରୁ ଉର୍ଦ୍ଦ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀ ବଲିଉଡରେ ଅନେକ ବିଶିଷ୍ଟ କଳାକାରଙ୍କ ସହ ଅଭିନୟ କରିଛନ୍ତି।

୩୦୦ରୁ ଉର୍ଦ୍ଦ ଫିଲ୍ମରେ କାମ...
Read more
6 / 22

ଶ୍ରୀଦେବୀ ବଲିଉଡର ଏମିତି ଏକ କଳାକାର ଯାହାଙ୍କୁ ପ୍ରଥମେ ଭ୍ୟାନିଟି ଭ୍ୟାନ ମିଳିଥିଲା।

ଶ୍ରୀଦେବୀ ବଲିଉଡର ଏମିତି ଏକ...
Read more
7 / 22

ତାଙ୍କର ନାମ ଶ୍ରୀଦେବୀ ନଥିଲା ତାଙ୍କର ପ୍ରଥମ ନାମ ଆମ୍ମା ୟାଙ୍ଗର ଅୟ୍ୟାପାନ ଥିଲା।

ତାଙ୍କର ନାମ ଶ୍ରୀଦେବୀ ନଥିଲା...
Read more
8 / 22

୧୯୭୯ରେ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ 'ଶୋଲବା ସାବନ୍' ଥିଲା।

୧୯୭୯ରେ ତାଙ୍କର ପ୍ରଥମ ହିନ୍ଦୀ...
Read more
9 / 22

ଶ୍ରୀଦେବୀଙ୍କୁ ହଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଷ୍ଟେବିନ ସ୍ପୀଲବର୍ଗ ନିଜ ଫିଲ୍ମ ଜୋରାସିସ ପାର୍କ ଏକ ଭୂମିକା ଅଫର କରିଥିଲେ। ଏହି ଫିଲ୍ମରେ ଅଭିନୟ କରିବାକୁ ଶ୍ରୀଦେବୀ ମନା କରିଦେଇଥିଲେ।

ଶ୍ରୀଦେବୀଙ୍କୁ ହଲିଉଡର ଲୋକପ୍ରିୟ...
Read more
10 / 22

ଶ୍ରୀଦେବୀ ଚାଲବାଜ୍ ଫିଲ୍ମର ଗୀତ ନା ଜାନେ କହାଁ ସେ ଆଇ ହେ ସୁଟିଂ ୧୦୩ ଡିଗ୍ରୀ ଜ୍ଜରରେ ମଧ୍ୟ କରିଥିଲେ।

ଶ୍ରୀଦେବୀ ଚାଲବାଜ୍ ଫିଲ୍ମର ଗୀତ ନା...
Read more
11 / 22

ଶ୍ରୀଦେବୀଙ୍କୁ ବେଟା ଫିଲ୍ମରେ ଅଫର ମିଳିଥିଲା କିନ୍ତୁ ସେ ଏହା କହିକି ମନା କରିଥିଲେ କାରଣ ଅନିଲ କପୁରଙ୍କ ସହ ସେ ବହୁତ ଫିଲ୍ମରେ କାମ କରିଥିଲେ।

ଶ୍ରୀଦେବୀଙ୍କୁ ବେଟା ଫିଲ୍ମରେ ଅଫର...
Read more
12 / 22

୧୯୮୫ରେ ମିଥୁନ ଚକ୍ରର୍ବତୀଙ୍କ ସହ ଶ୍ରୀଦେବୀ ପ୍ରଥମ ବିବାହ କରିଥିଲେ। କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ନଥିଲା।

୧୯୮୫ରେ ମିଥୁନ ଚକ୍ରର୍ବତୀଙ୍କ ସହ...
Read more
13 / 22

ଫିଲ୍ମ ମିଷ୍ଟର ଇଣ୍ଡିଆ ପାଇଁ ନିର୍ଦ୍ଦେଶକ ବୋନି କପୁର ସେହି ଫିଲ୍ମରେ ଶ୍ରୀଦେବୀଙ୍କୁ ୧୦ ଲକ୍ଷ ଡିମାଣ୍ଡ ସ୍ୱତ୍ତେ ୧୧ ଲକ୍ଷ ଦେଇଥିଲେ। ୧୯୯୬ରେ ଶ୍ରୀଦେବୀ ବୋନି କପୁରଙ୍କୁ ବିବାହ କରିଥିଲେ।

ଫିଲ୍ମ ମିଷ୍ଟର ଇଣ୍ଡିଆ ପାଇଁ...
Read more
14 / 22

ଶ୍ରୀଦେବୀ ନିଜ ଦୁଇ ଝିଅଙ୍କ ନାମ ସ୍ୱାମୀଙ୍କ ଫିଲ୍ମ ଜୁଦାଇ ଫିଲ୍ମର ଦୁଇଟି କଳାକାରଙ୍କ ନାମରେ ରଖିଛନ୍ତି, ଖୁସି ଏବଂ ଜାହ୍ନୱୀ ରଖିଥିଲେ।

ଶ୍ରୀଦେବୀ ନିଜ ଦୁଇ ଝିଅଙ୍କ ନାମ...
Read more
15 / 22

ଏହି ସୁନ୍ଦରୀ ଅଭିନେତ୍ରୀ ସଦମା ଏବଂ ଚାନ୍ଦନୀ ଫିଲ୍ମରେ ଗୀତ ମଧ୍ୟ ଗାଇଥିଲେ।

ଏହି ସୁନ୍ଦରୀ ଅଭିନେତ୍ରୀ ସଦମା ଏବଂ...
Read more
16 / 22

ମାତ୍ରର ୧୩ ବର୍ଷ ବୟସରେ ସେ ମୋନ୍ଦ୍ରୁ ମୁଦିଛୁ ଫିଲ୍ମରେ ରଜନୀକାନ୍ତଙ୍କ ମାଆର ଅଭିନୟ କରିଥିଲେ।

ମାତ୍ରର ୧୩ ବର୍ଷ ବୟସରେ ସେ ...
Read more
17 / 22

୪ ବର୍ଷ ବୟସରେ ଏହି ଅଭିନେତ୍ରୀ ଅଭିନୟ ଜଗତରେ ପାଦ ଥାପିଥିଲେ। ଏକ ଧାର୍ମିକ ଫିଲ୍ମ ଥୁନୈବନରେ ଭଗବାନ ମୁରଗନଙ୍କ ଅଭିନୟ କରିଥିଲେ।

୪ ବର୍ଷ ବୟସରେ ଏହି ଅଭିନେତ୍ରୀ...
Read more
18 / 22

ଶ୍ରୀଦେବୀଙ୍କୁ ପେଣ୍ଟିଂ କରିବାର ବହୁତ ଭଲ ଲାଗୁଥିଲା କିନ୍ତୁ ଏହାଠାରୁ ସେ ଦୂରରେ ରହିଥିଲେ। କିନ୍ତୁ ସଲମାନଙ୍କ କହିବାରୁ ସେ ପୁଣି ଥରେ ପେଣ୍ଟିଂ କରିଥିଲା।

ଶ୍ରୀଦେବୀଙ୍କୁ ପେଣ୍ଟିଂ କରିବାର...
Read more
19 / 22

ଶ୍ରୀଦେବୀଙ୍କ ଫିଲ୍ମ ଲାଡଲାରେ ଅନିଲ କପୁର ସହ ଅପୋଜିଟ ଭୂମିକା ପ୍ରଥମେ ଦିବ୍ୟା ଭାରତୀଙ୍କୁ ମିଳିଥିଲା ତାଙ୍କ ମୃତ୍ୟୁ ପରେ ଏହି ଫିଲ୍ମରେ ଶ୍ରୀଦେବୀ ଅଭିନୟ କରିଥିଲେ।

ଶ୍ରୀଦେବୀଙ୍କ ଫିଲ୍ମ ଲାଡଲାରେ ଅନିଲ...
Read more
20 / 22

ଶାହାରୁଖ ଖାନାଙ୍କ ଫିଲ୍ମ ଶକ୍ତି ଦି ପାୱାର ପ୍ରଯୋଜନା କରିଥିଲେ।

ଶାହାରୁଖ ଖାନାଙ୍କ ଫିଲ୍ମ ଶକ୍ତି ଦି...
Read more
21 / 22

୨୦୧୩ରେ ଶ୍ରୀଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।

୨୦୧୩ରେ ଶ୍ରୀଦେବୀଙ୍କୁ ପଦ୍ମଶ୍ରୀ...
Read more
22 / 22

ଶ୍ରୀଦେବୀଙ୍କ ଶେଷ ଫିଲ୍ମ ଜିରୋ। ଏହି ଫିଲ୍ମରେ ଶାରୁଖାନଙ୍କ ସହ ଶ୍ରୀଦେବୀ ଅଭିନୟ କରିଛନ୍ତି।

ଶ୍ରୀଦେବୀଙ୍କ ଶେଷ ଫିଲ୍ମ ଜିରୋ।...
Read more

O
P
E
N

ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES