ମୃତ୍ୟୁର ଦଂଶନରେ ଚାଲିଗଲେ ନାଗିନା
1 / 18

ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ। ଏହା ଏକ ଦୁଃଖଦ ଘଟଣା ସମଗ୍ର ଦେଶବାସୀଙ୍କ ପାଇଁ। ଶ୍ରୀଦେବୀଙ୍କ ମୃତ୍ୟୁରେ ସାରା ବଲିଉଡ ମର୍ମାହତ ।

ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କ...
Read more
2 / 18

ବଲିଉଡ ପାଇଁ ଥିଲା ଆଜି କଳାଦିବସ।

ବଲିଉଡ ପାଇଁ ଥିଲା ଆଜି କଳାଦିବସ।
Read more
3 / 18

୧୯୬୩ ମସିହାରେ ସେ ମଦ୍ରାସାରେ ଏକ ତାମିଲ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।

୧୯୬୩ ମସିହାରେ ସେ ମଦ୍ରାସାରେ ଏକ...
Read more
4 / 18

୧୯୬୭ ମସିହାରେ ଶ୍ରୀଦେବୀ ମାତ୍ର ୪ ବର୍ଷ ବୟସରେ ତାମିଲ ଫିଲ୍ମରେ ଅଭିନୟ କରି ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ।

୧୯୬୭ ମସିହାରେ ଶ୍ରୀଦେବୀ ମାତ୍ର ୪...
Read more
5 / 18

ଦେଶର ବିଭିନ୍ନ ଭାଷାର ଫିଲ୍ମରେ ସେ ଅଭିନୟ କରିଥିଲେ।

ଦେଶର ବିଭିନ୍ନ ଭାଷାର ଫିଲ୍ମରେ ସେ...
Read more
6 / 18

ପାଖାପାଖି ୩୦୦ ଫିଲ୍ମରେ ସେ ଅଭିନୟ କରିଛନ୍ତି।

ପାଖାପାଖି ୩୦୦ ଫିଲ୍ମରେ ସେ ଅଭିନୟ...
Read more
7 / 18

ଶ୍ରୀଦେବୀ ୧୯୭୫ ମସିହାରେ ପ୍ରଥମ ହିନ୍ଦୀ 'ଶୋଲା ସାବନ୍'ରେ ବଲିଉଡରେ ନିଜର ଅଭିନୟ ଆରମ୍ଭ କରିଥିଲେ।

ଶ୍ରୀଦେବୀ ୧୯୭୫ ମସିହାରେ ପ୍ରଥମ...
Read more
8 / 18

ସେ ୮୦ ଦଶକରେ ଭାରତର ପ୍ରଥମ ମହିଳା ସୁପରଷ୍ଚାର ଭାବେ ଆଖ୍ୟା ପାଇଥିଲେ।

ସେ ୮୦ ଦଶକରେ ଭାରତର ପ୍ରଥମ ମହିଳା...
Read more
9 / 18

୧୯୯୬ ମସିହାରେ ବୋନି କପୁରଙ୍କୁ ସେ ବିବାହ କରିଥିଲେ।

୧୯୯୬ ମସିହାରେ ବୋନି କପୁରଙ୍କୁ ସେ...
Read more
10 / 18

୧୯୯୬ ମସିହାରେ ବୋନି କପୁରଙ୍କୁ ସେ ବିବାହ କରିଥିଲେ।

୧୯୯୬ ମସିହାରେ ବୋନି କପୁରଙ୍କୁ ସେ...
Read more
11 / 18

ବୋନି କପୁରଙ୍କର ସେ ଦ୍ୱିତୀୟ ପତ୍ନୀ ଥିଲେ।

ବୋନି କପୁରଙ୍କର ସେ ଦ୍ୱିତୀୟ ପତ୍ନୀ...
Read more
12 / 18

ଶ୍ରୀଦେବୀଙ୍କର ଦୁଇଟି ଝିଅ ବଡ ଝିଅ ଜାହ୍ନବୀ ଏବଂ ସାନ ଝିଅ ଖୁସି ଅଛନ୍ତି।

ଶ୍ରୀଦେବୀଙ୍କର ଦୁଇଟି ଝିଅ ବଡ ଝିଅ...
Read more
13 / 18

ତାଙ୍କର ଶେଷ ଫିଲ୍ମ 'ମମ' ଥିଲା।

ତାଙ୍କର ଶେଷ ଫିଲ୍ମ 'ମମ' ଥିଲା।
Read more
14 / 18

ସେ ୧୯୯୭ ମସିହାରେ 'ଜୁଦାଇ' ଫିଲ୍ମ ପରେ ୧୫ ବର୍ଷ ପାଇଁ ଫିଲ୍ମ ଦୁନିଆଠାରୁ ଦୂରରେ ରହିଥିଲେ।

ସେ ୧୯୯୭ ମସିହାରେ 'ଜୁଦାଇ' ଫିଲ୍ମ...
Read more
15 / 18

୨୦୧୨ରେ ସେ 'ଇଂଲିଶ ଭିଂଲିଶ' ଫିଲ୍ମ ଜରିଆରେ ବି-ଟାଉନକୁ କମବ୍ୟାକ କରିଥିଲେ।

୨୦୧୨ରେ ସେ 'ଇଂଲିଶ ଭିଂଲିଶ'...
Read more
16 / 18

ତେବେ ଶାହାରୁଖଙ୍କ ଆଗାମୀ ଫିଲ୍ମ "ଜିରୋ" ତାଙ୍କର ଶେଷ ଫିଲ୍ମ ହେବ।

ତେବେ ଶାହାରୁଖଙ୍କ ଆଗାମୀ ଫିଲ୍ମ...
Read more
17 / 18

୫୪ ବର୍ଷୀୟା ଶ୍ରୀଦେବୀ ନିଜ ପୁତୁରା ବିବାହ ପାଇଁ ଦୁବାଇ ଯାଇଥିଲେ। ଶନିବାର ରାତିରେ ପାଖାପାଖି ୧୨ଟା ବେଳେ ହଠାତ୍ ହୃଦଘାତ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

୫୪ ବର୍ଷୀୟା ଶ୍ରୀଦେବୀ ନିଜ ପୁତୁରା...
Read more
18 / 18

ଏହି ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ବୋନୀ କପୁର ଏବଂ ସାନ ଝିଅ ଖୁସି ଥିଲେ।

ଏହି ସମୟରେ ତାଙ୍କ ପାଖରେ ତାଙ୍କ...
Read more

O
P
E
N

ସବୁ ପୁଅ ନିଜ ଡ୍ରିମ ଗାର୍ଲକୁ ନେଇ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES