ଶେଷ ଯାତ୍ରାରେ ବାହାରିଲେ ଚାନ୍ଦନୀ, ଲୁହ ଆଖିରେ ଫ୍ୟାନ୍ସ କହିଲେ ଅଲବିଦା
1 / 16

ବଲିଉଡର ଚାନ୍ଦନୀ ତଥା ଶ୍ରୀଦେବୀଙ୍କୁ ଶେଷ ଯାତ୍ରାରେ ବୋହୂବେଶରେ ସଜା ଯାଇଥିଲା। ଧଳାଫୁଲରେ ସଜା ଥିବା ରଥରେ ତାଙ୍କୁ ମୁମ୍ୱାଇ ରାସ୍ତାରେ ଲୋକଙ୍କ ଗ୍ରହଣରେ ନିଆଯାଇଥିଲେ।

ବଲିଉଡର ଚାନ୍ଦନୀ ତଥା...
Read more
2 / 16

ଶେଷ ଯାତ୍ରାରେ ଶ୍ରୀଦେବୀ ବହୁତ ସୁନ୍ଦର ଦେଖାଯାଉଥିଲେ। ଯେଉଁ ସୁନ୍ଦରତା ଉପରେ ପୁରା ବଲିଉଡ ଘାଇଲା ଥିଲା।

ଶେଷ ଯାତ୍ରାରେ ଶ୍ରୀଦେବୀ ବହୁତ...
Read more
3 / 16

ଶ୍ରୀଦେବୀଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ ଥିଲା।

ଶ୍ରୀଦେବୀଙ୍କୁ ଧଳା ରଙ୍ଗ ବହୁତ...
Read more
4 / 16

ତାଙ୍କର ଇଚ୍ଛା ଥିଲା କି ତାଙ୍କ ଶେଷ ଯାତ୍ରାରେ ଅଧିକରୁ ଅଧିକ ଧଳା ରଙ୍ଗ ବ୍ୟବହାର କରାଯାଉ।

ତାଙ୍କର ଇଚ୍ଛା ଥିଲା କି ତାଙ୍କ ଶେଷ...
Read more
5 / 16

ଏହି କଥାକୁ ଧ୍ୟାନ ରଖି ତାଙ୍କ ଶବ ଯାତ୍ରାର ରଥକୁ ମୋଗ୍ରା ଫୁଲରେ ସଜା ଯାଇଥିଲା।

ଏହି କଥାକୁ ଧ୍ୟାନ ରଖି ତାଙ୍କ ଶବ...
Read more
6 / 16

ତାଙ୍କ ଅନ୍ତିମ ଦର୍ଶନ ପାଇଁ ମୃତ ଦେହ ସେଲିବ୍ରେସନ ସ୍ପୋର୍ଟସ୍ କ୍ଲବରେ ରଖାଯାଇଥିଲା।

ତାଙ୍କ ଅନ୍ତିମ ଦର୍ଶନ ପାଇଁ ମୃତ...
Read more
7 / 16

ସ୍ପୋର୍ଟସ୍ କ୍ଲବକୁ ମଧ୍ୟ ଧଳା ରଙ୍ଗରେ ସଜା ଯାଇଥିଲା।

ସ୍ପୋର୍ଟସ୍ କ୍ଲବକୁ ମଧ୍ୟ ଧଳା...
Read more
8 / 16

ଖାଲି ଏତିକି ନୁହେଁ ଶ୍ରୀଦେବୀଙ୍କୁ ଲାଲି ରଙ୍ଗର ବନାରସୀ ଶାଢୀ ପିନ୍ଧାଯାଇଥିଲା। ଆଖିରେ ଲୁହ ନେଇ ରାସ୍ତାରେ ତାଙ୍କ ପ୍ରଶଂସକଙ୍କ ଭିଡ ଜମିଥିଲା।

ଖାଲି ଏତିକି ନୁହେଁ ଶ୍ରୀଦେବୀଙ୍କୁ...
Read more
9 / 16

ପଦ୍ମଶ୍ରୀ ପୁରସ୍କାର ସମ୍ମାନିତ ଶ୍ରୀଦେବୀଙ୍କୁ ରାଜକୀୟ ସମ୍ମାନ ସହ ଶେଷ ଯାତ୍ରାରେ ନିଆଯାଇଥିଲା।

ପଦ୍ମଶ୍ରୀ ପୁରସ୍କାର ସମ୍ମାନିତ...
Read more
10 / 16

ଏହା ପୂର୍ବରୁ ତାଙ୍କୁ ସଲାମ୍ ଦିଆଗଲା।

ଏହା ପୂର୍ବରୁ ତାଙ୍କୁ ସଲାମ୍...
Read more
11 / 16

ତାଙ୍କ ଶେଷ ଯାତ୍ରା ସମୟରେ ତାଙ୍କୁ ତ୍ରିରଙ୍ଗା ପତକାରେ ଘୋଡା ଯାଇଥିଲା।

ତାଙ୍କ ଶେଷ ଯାତ୍ରା ସମୟରେ ତାଙ୍କୁ...
Read more
12 / 16

ତ୍ରିରଙ୍ଗା ପତକାରେ ଘୋଡାଇ ହୋଇଥିବା ମୃତ ଦେହ ପାଖରେ ବୋନି କପୁର, ଅର୍ଜୁନ କପୁର, ମୋହିତ ମାରୱାହ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ତ୍ରିରଙ୍ଗା ପତକାରେ ଘୋଡାଇ ହୋଇଥିବା...
Read more
13 / 16

ବିଶିଷ୍ଟ ଅଭିନେତ୍ରୀଙ୍କ ଶେଷ ଦର୍ଶନ ପାଇଁ ଲୋଖଣ୍ଡୱାଲ କମ୍ଲେକ୍ସର ସେଲିବ୍ରେସନ ସ୍ପୋର୍ଟସ୍ କ୍ଲବ୍ ବାହାରେ ତାଙ୍କ ଦର୍ଶକମାନଙ୍କର ଭିଡ ଦେଖିବାକୁ ମିଳିଲା।

ବିଶିଷ୍ଟ ଅଭିନେତ୍ରୀଙ୍କ ଶେଷ ଦର୍ଶନ...
Read more
14 / 16

ଅନ୍ତିମ ଦର୍ଶନ ପାଇଁ ବଲିଉଡର ଅନେକ ସେଲିବ୍ରିଟି ପହଞ୍ଚିଥିଲେ।

ଅନ୍ତିମ ଦର୍ଶନ ପାଇଁ ବଲିଉଡର ଅନେକ...
Read more
15 / 16

ଶ୍ରୀଦେବୀଙ୍କ ମୃତ୍ୟୁ ଗତ ୨୪ ତାରିଖ ରାତି ୧୧.୩୦ରେ ଜୁମୌର ଏମିରେଟ୍ସ ଟାୱାର ହୋଟେଲର ରୁମ୍ ନମ୍ୱର ୨୨୦୧ରେ ହୋଇଥିଲା।

ଶ୍ରୀଦେବୀଙ୍କ ମୃତ୍ୟୁ ଗତ ୨୪ ତାରିଖ...
Read more
16 / 16

ଶ୍ରୀଦେବୀ ତାଙ୍କ ସ୍ୱାମୀ ବୋନି କପୁର ଏବଂ ସାନ ଝିଅ ଖୁସିଙ୍କ ସହ ଭଣଜା ମୋହିତ ମାରୱାହଙ୍କ ବିବାହରେ ସାମିଲ ହେବାକୁ ଦୁବାଇ ଯାଇଥିଲେ।

ଶ୍ରୀଦେବୀ ତାଙ୍କ ସ୍ୱାମୀ ବୋନି...
Read more

O
P
E
N

ମହିଳାଙ୍କୁ ପ୍ରତି ମାସରେ ମାସିକଧର୍ମ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES