ପରିବାର ସହ ଏକାଠି ବସି ଦେଖିପାରିବେ ନାହିଁ ଏହି ଫିଲ୍ମ
1 / 15

୨୦୧୫ରେ ଆସିଥିବା ଫିଲ୍ମ ଏକ ପହେଲି ଲୀଲା ସେକ୍ସ ଏବଂ ରୋମାନ୍ସର ମିକ୍ସ ଥିଲା । ଫିଲ୍ମରେ ସନ୍ନିଙ୍କୁ ନେଇ ଅନେକ ଗୁଡାଏ ସେକ୍ସ ପୋଜ ତିଆରି ହୋଇଛି ।

୨୦୧୫ରେ ଆସିଥିବା ଫିଲ୍ମ ଏକ ପହେଲି...
Read more
2 / 15

ଋପେଶ ପାଲଙ୍କ ନିର୍ଦ୍ଦେଶିତ ଫିଲ୍ମ କାମସୁତ୍ରରେ ସେକ୍ସ ସିନ ଥିବା ଯୋଗୁଁ ଏହି ଫିଲ୍ମକୁ ବ୍ୟାନ କରାଯାଇଥିଲା ।

ଋପେଶ ପାଲଙ୍କ ନିର୍ଦ୍ଦେଶିତ ଫିଲ୍ମ...
Read more
3 / 15

୨୦୧୨ରେ ଆସିଥିବା ଫିଲ୍ମ ଜିସ୍ମ-୨ରେ ସନ୍ନି ଏବଂ ରଣଦୀପ ହୁଦାଙ୍କ ବହୁତ ଇଣ୍ଟିମେଣ୍ଟ ସିନ ରହିଛି । ଏହି ଫିଲ୍ମକୁ ପରିବାରଙ୍କ ସହ ମିଶି ଦେଖିବା ଅସମ୍ଭବ ।

୨୦୧୨ରେ ଆସିଥିବା ଫିଲ୍ମ ଜିସ୍ମ-୨ରେ...
Read more
4 / 15

୨୦୧୧ ମସିହାରେ ଆସିଥିବା ଫିଲ୍ମ ଡାର୍ଟି ପିକଚର ରେ ବିଦ୍ୟା ବୋଲ୍ଡ ଅବତାରରେ ନଜରକୁ ଆସିଥିଲେ । ଏହି ଫିଲ୍ମରେ କେତେକ ଅଶ୍ଳୀଳତା ସିନ ଯୋଗୁଁ ଟିଭିରେୱ ଏହାର ପରିବେଷଣ ବ୍ୟାନ କରାଯାଇଥିଲା ।

୨୦୧୧ ମସିହାରେ ଆସିଥିବା ଫିଲ୍ମ...
Read more
5 / 15

୨୦୦୨ରେ ପ୍ରଦର୍ଶିତ ହୋଇଥିବା ଫିଲ୍ମ ଏକ ଛୋଟିସି ଲଭ୍ ଷ୍ଟୋରୀ ରେ ମନୀଷା କୋଇରାଲା ବହୁତ ବୋଲ୍ଡ ସିନ୍ ଦେଇଥିଲେ ।

୨୦୦୨ରେ ପ୍ରଦର୍ଶିତ ହୋଇଥିବା ଫିଲ୍ମ...
Read more
6 / 15

୨୦୧୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମସ୍ତୀ ରେ ପୁରୁଷ ଏବଂ ସ୍ତ୍ରୀଙ୍କର ପ୍ରାଇଭେଟ ପାର୍ଟସକୁ ନେଇ ମଜାକ କରାଯାଇଛି । ଏହି ଚଳଚ୍ଚିତ୍ରଟି ବାପା ଓ ମାଆଙ୍କ ସହିତ କଦାପି ଦେଖିହେବ ନାହିଁ ।

୨୦୧୩ ମସିହାରେ ରିଲିଜ ହୋଇଥିବା...
Read more
7 / 15

୨୦୧୨ରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ହେଟ ଷ୍ଟୋରୀ ରେ ସେକ୍ସ ସିନ ଭରପୁର ରହିଛି । ଏହା ପରିବାରଙ୍କ ସହ ଏକାଠି ବସି ଦେଖିବା ଲାଏକ ନୁହେଁ ।

୨୦୧୨ରେ ବିବେକ ଅଗ୍ନିହୋତ୍ରୀଙ୍କ...
Read more
8 / 15

ସେହିପରି ୨୦୧୪ରେ ଆସିଥିବା ହେଟ ଷ୍ଟୋରୀ-୨ରେ ମଧ୍ୟ ଅନେକ ଅଶ୍ଳୀଳ ସିନ ରହିଛି । ଏହି ଫିଲ୍ମରେ ସୁରଭୀନ ଚାୱଲା ଏବଂ ଜୟ ଭାନୁଶାଲୀଙ୍କ ଅନେକ ଇଣ୍ଟିମେଣ୍ଟ ସିନ ରହିଛି ।

ସେହିପରି ୨୦୧୪ରେ ଆସିଥିବା ହେଟ...
Read more
9 / 15

୨୦୦୩ରେ ମାର୍କେଟକୁ ଆସିଥିବା ଫିଲ୍ମ ଜିସ୍ମ ରେ ବିପାଶା ଏବଂ ଜନ ଅଶ୍ଳୀଳ ଅନନ୍ଦାଜରେ ଏକ ଗୀତକୁ ପରିବେଷଣ କରିଥିଲେ ।

୨୦୦୩ରେ ମାର୍କେଟକୁ ଆସିଥିବା ଫିଲ୍ମ...
Read more
10 / 15

୨୦୦୪ରେ ଫିଲ୍ମ ଜୁଲି ରେ ନେହା ଧୁପିଆ ବୋଲ୍ଡ ଅବତାର ଦେଖାଇଥିଲେ । ଏହି ଫିଲ୍ମକୁ ଏକା କିମ୍ବା ନିଜ ବନ୍ଧୁଙ୍କ ସହ ଦେଖିପାରିବେ ।

୨୦୦୪ରେ ଫିଲ୍ମ ଜୁଲି ରେ ନେହା...
Read more
11 / 15

ଫିଲ୍ମ ଲଭ, ସେକ୍ସ ଅର ଧୋକା ପରିବାର ସହ ଏକାଠି ବସି ଦେଖିବା ବିଲକୁଲ ବି ଯୋଗ୍ୟ ନୁହେଁ । କାରଣ ଏହି ଫିଲ୍ମ ବହୁତ ବୋଲ୍ଡ ସିନ ରହିଛି ।

ଫିଲ୍ମ ଲଭ, ସେକ୍ସ ଅର ଧୋକା ପରିବାର...
Read more
12 / 15

ନଶା ଫିଲ୍ମର ପୋଷ୍ଟରରୁ ହିଁ ଜଣାପଡୁଛି ଯେ ଏଠାରେ ବହୁତ ସେକ୍ସି ପୋଜ ବ୍ୟବହାର କରାଯାଇଛି ।

ନଶା ଫିଲ୍ମର ପୋଷ୍ଟରରୁ ହିଁ...
Read more
13 / 15

୨୦୧୪ରେ ରାଗିଣୀ ଏମଏମଏସ-୨ ଚଳଚ୍ଚିତ୍ରଟି ବହୁତ ଚର୍ଚ୍ଚାରେ ଥିଲା କିନ୍ତୁ ଏଠାରେ ସନ୍ନିଙ୍କ ହଟ ଅବତାର ଦେଖାଯାଇଛି ଯାହାକି ପରିବାରବର୍ଗଙ୍କ ସହ ଦେଖିବାକୁ ଟିକିଏ ଲାଜ ଲାଗିବ ।

୨୦୧୪ରେ ରାଗିଣୀ ଏମଏମଏସ-୨...
Read more
14 / 15

ମସ୍ତିଜାଦେ ଏକ କମେଡିଭରା ଫିଲ୍ମ ଯାହା ୨୦୧୬ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଡବଲ ମିନିଙ୍ଗ ଡାଏଲଗ ଭରପୂର ଥିଲା ଯାହାକି ପରିବାର ସାମନାରେ ଶୁଣିବା ଅସମ୍ଭବ ।

ମସ୍ତିଜାଦେ ଏକ କମେଡିଭରା ଫିଲ୍ମ...
Read more
15 / 15

୨୦୧୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ବିଏ ପାସ ରେ ବହୁତ ଅଶ୍ଳୀଳ ସିନ ଅଛି ଯାହାକି ପରିବାର ସାମନାରେ ଦେଖି ହେବ ନାହିଁ ।

୨୦୧୩ ମସିହାରେ ରିଲିଜ ହୋଇଥିବା...
Read more

O
P
E
N

କିଛି ସପ୍ନ ଏପରି ଥାଏ ଯାହା ବିଷୟରେ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES