ଟିଭିର ନୂଆ ନାଗିନଙ୍କର ବୋଲ୍ଡ ଲୁକ୍
1 / 20

ଟିଭିର ଅଭିନେତ୍ରୀ କରିସ୍ମା ସୋସିଆଲ ମିଡିଆରେ କିଛି ହଟ୍ ଫଟୋ ସେୟାର କରିଛନ୍ତି। ଯାହା ଅଧିକରୁ ଅଧିକ ଭାଏରାଲ ହୋଇଛି।(pc-insta)

ଟିଭିର ଅଭିନେତ୍ରୀ କରିସ୍ମା ସୋସିଆଲ...
Read more
2 / 20

ଫଟୋରେ କରିସ୍ମା ବହୁତ ସେକ୍ସି ନଜର ଆସୁଛନ୍ତି। (pc-insta)

ଫଟୋରେ କରିସ୍ମା ବହୁତ ସେକ୍ସି ନଜର...
Read more
3 / 20

କରିସ୍ମା ବିଗ୍ ବସ ସିଜନ ୮ରେ ପ୍ରତିଯୋଗୀ ଉପେନ ପଟେଲଙ୍କ ସହ ବନ୍ଧୁତା ପାଇଁ ଖୁବ୍ ଚର୍ଚ୍ଚାରେ ଥିଲେ। (pc-insta)

କରିସ୍ମା ବିଗ୍ ବସ ସିଜନ ୮ରେ...
Read more
4 / 20

କରିସ୍ମା ନାଗିନର ତୃତୀୟ ସଂସ୍କରଣରେ ମୁଖ୍ୟ ଭୂମିକାରେ ନଜର ଆସିବେ। (pc-insta)

କରିସ୍ମା ନାଗିନର ତୃତୀୟ ସଂସ୍କରଣରେ...
Read more
5 / 20

ଛୋଟ ପରଦାର ଏହି ଅଭିନେତ୍ରୀ ଅନେକ ଟିଭି ଶୋରେ ନଜରକୁ ଆସି ସାରିଛନ୍ତି। (pc-insta)

ଛୋଟ ପରଦାର ଏହି ଅଭିନେତ୍ରୀ ଅନେକ...
Read more
6 / 20

କରିସ୍ମା ଟିଭିର ପ୍ରଚଳିତ ଶୋ "କ୍ୟୁଁ କେ ଶାଶ୍ ଭି କଭି ବୋହୁ ଥି" ରୁ ନିଜ ଜୀବନର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ। (pc-insta)

କରିସ୍ମା ଟିଭିର ପ୍ରଚଳିତ ଶୋ...
Read more
7 / 20

ବିଗ୍ ବସ ବ୍ୟତୀତ "ନଚ୍ ୱଲିଏ ୭" ଓ "ଆଜ କି ରାତ୍ ହେ ଜିନ୍ଦେଗୀ" ଏମଟିଭି ସ୍କୁଲ ଲଭ୍ ଭଳି ଶୋରେ ଭାଗ ନେଇଥିଲେ। (pc-insta)

ବିଗ୍ ବସ ବ୍ୟତୀତ "ନଚ୍ ୱଲିଏ ୭" ଓ...
Read more
8 / 20

ସୂଚନାଯୋଗ୍ୟ, କରିସ୍ମା ୨୦୦୫ରେ ଆସିଥିବା ଫିଲ୍ମ "ଦୋସ୍ତି"ରୁ ବଲିଉଡରେ ପାଦ ରଖିଥିଲେ। (pc-insta)

ସୂଚନାଯୋଗ୍ୟ, କରିସ୍ମା ୨୦୦୫ରେ...
Read more
9 / 20

ସେହି ଫିଲ୍ମରେ କରିସ୍ମା ବବି ଦେଓଲଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। (pc-insta)

ସେହି ଫିଲ୍ମରେ କରିସ୍ମା ବବି...
Read more
10 / 20

ଏହା ବ୍ୟତୀତ ଅଭିନେତ୍ରୀ ୨୦୧୧ରେ ଆସିଥିବା କନ୍ନଡ ଫିଲ୍ମ "ଆୟାମ୍ ସରି ମୌଥ ବନି ପ୍ରିଥସନ"ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। (pc-insta)

ଏହା ବ୍ୟତୀତ ଅଭିନେତ୍ରୀ ୨୦୧୧ରେ...
Read more
11 / 20

କରିସ୍ମା ଅନେକ ଶୋରେ ହୋଷ୍ଟ ମଧ୍ୟ କରିଛନ୍ତି। (pc-insta)

କରିସ୍ମା ଅନେକ ଶୋରେ ହୋଷ୍ଟ ମଧ୍ୟ...
Read more
12 / 20

କରିସ୍ମା ଲମ୍ୱା ସମୟ ପର୍ଯ୍ୟନ୍ତ ବ୍ୟବସାୟୀ ଋଷଭ ଚୋକସିଙ୍କୁ ଡେଟ୍ କରୁଥିଲେ। (pc-insta)

କରିସ୍ମା ଲମ୍ୱା ସମୟ ପର୍ଯ୍ୟନ୍ତ...
Read more
13 / 20

କିନ୍ତୁ ବିଗ୍ ବସରେ କରିସ୍ମା ଉପେନ ପଟେଲଙ୍କ ନିକଟତର ହୋଇଥିଲେ। (pc-insta)

କିନ୍ତୁ ବିଗ୍ ବସରେ କରିସ୍ମା ଉପେନ...
Read more
14 / 20

ଉପେନ "ନଚ୍ ୱଲିଏ ୭"ର ସେଟରେ କରିସ୍ମାଙ୍କୁ ପ୍ରପୋଜ କରି ଏନେଙ୍ଗେଜମେଣ୍ଟ ରିଙ୍ଗ ମଧ୍ୟ ପିନ୍ଧାଇଥିଲେ। (pc-insta)

ଉପେନ "ନଚ୍ ୱଲିଏ ୭"ର ସେଟରେ...
Read more
15 / 20

କିନ୍ତୁ ଏହି ସମ୍ପର୍କ ମାତ୍ରା ଦୁଇ ବର୍ଷ ହିଁ ତିଷ୍ଠି ଥିଲା। (pc-insta)

କିନ୍ତୁ ଏହି ସମ୍ପର୍କ ମାତ୍ରା ଦୁଇ...
Read more
16 / 20

ଏହି ଅଭିନେତ୍ରୀ ଗୁଜୁରାତର ବାସିନ୍ଦା। (pc-insta)

ଏହି ଅଭିନେତ୍ରୀ ଗୁଜୁରାତର...
Read more
17 / 20

କରିସ୍ମାଙ୍କ ଜନ୍ମ ୧୯୮୩ ଡିସେମ୍ବର ୨୧ ତାରିଖରେ ହୋଇଥିଲା। (pc-insta)

କରିସ୍ମାଙ୍କ ଜନ୍ମ ୧୯୮୩ ଡିସେମ୍ବର...
Read more
18 / 20

ସେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହିଥାନ୍ତି। (pc-insta)

ସେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ...
Read more
19 / 20

କରିସ୍ମା ପ୍ରାୟତଃ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନର ଫଟୋ ସେୟାର କରନ୍ତି। ଏବଂ ଏହି ଫଟୋକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ ମଧ୍ୟ କରିଥାଆନ୍ତି। (pc-insta)

କରିସ୍ମା ପ୍ରାୟତଃ ସବୁବେଳେ ନିଜ...
Read more
20 / 20

ବିଗ୍ ବସ ଭଳି ରିଆଲିଟି ଶୋରେ ନଜର ଆସି ସାରିଥିବା ଟିଭି ଅଭିନେତ୍ରୀ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। (pc-insta)

ବିଗ୍ ବସ ଭଳି ରିଆଲିଟି ଶୋରେ ନଜର...
Read more

O
P
E
N

ବଲିଉଡର ଚାନ୍ଦନୀ ତଥା ଶ୍ରୀଦେବୀଙ୍କୁ ଶେଷ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES