2018ରେ ଦର୍ଶକଙ୍କ ମନରେ ରାଜ କରିବେ ଭୂମିକା
1 / 30

2018ରେ ବି ଓଲିଉଡରେ ଚାଲିବ ଭୂମିକାର ଯାଦୁ (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

2018ରେ ବି ଓଲିଉଡରେ ଚାଲିବ...
Read more
2 / 30

ଶିଶୁକଳାକାର ଭାବେ ପରିଚିତ ଭୂମିକା ଦାସ ଏବେ ଛାଇ ଯାଇଛନ୍ତି ନଂ 1 ଓଲିଉଡ ନାୟିକା ଭାବେ ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଶିଶୁକଳାକାର ଭାବେ ପରିଚିତ ଭୂମିକା...
Read more
3 / 30

ଓଲିଉଡର ସମସ୍ତ ନାୟିକାଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଭୂମିକା ଦାସ୍ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଓଲିଉଡର ସମସ୍ତ ନାୟିକାଙ୍କୁ ପଛରେ...
Read more
4 / 30

ଦଶମ ଶ୍ରେଣୀର ଛାତ୍ରୀ ସହ ଓଡିଶୀ ନୃତ୍ୟ ମଧ୍ୟ ଶିଖୁଛନ୍ତି ଓଡିଆ ଚଳଚ୍ଚିତ୍ର ନାୟିକା ଭୂମିକା । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଦଶମ ଶ୍ରେଣୀର ଛାତ୍ରୀ ସହ ଓଡିଶୀ...
Read more
5 / 30

ଓଲିଉଡରେ ଏବେ ଚର୍ଚ୍ଚାରେ ଅଛନ୍ତି ଏକମାତ୍ର ସୁନ୍ଦରୀ, ପ୍ରତିଭାଶାଳୀ ଏବଂ ଯୁବ ଅଭିନେତ୍ରୀ ଭୂମିକା ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଓଲିଉଡରେ ଏବେ ଚର୍ଚ୍ଚାରେ ଅଛନ୍ତି...
Read more
6 / 30

ସେ କେବଳ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ପାଠ ପଢାରେ ମଧ୍ୟ ଉଚ୍ଚସ୍ତରରେ ଅଛନ୍ତି ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ସେ କେବଳ ଭଲ ଅଭିନେତ୍ରୀ ନୁହଁନ୍ତି...
Read more
7 / 30

ଭୂମିକା ବର୍ତ୍ତମାନ ଭୁବନେଶ୍ୱର ୟୁନିଟ 8 ରେ ଥିବା ଡିଏଭି ସ୍କୁଲରେ ପାଠ ପଢନ୍ତି । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକା ବର୍ତ୍ତମାନ ଭୁବନେଶ୍ୱର...
Read more
8 / 30

ଭୂମିକାଙ୍କ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ଓଲିଉଡରୁ 5ଟି ଚଳଚ୍ଚିତ୍ର ପାଇଁ ଅଫର ଆସିଥିଲା ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକାଙ୍କ ଏକ ସାକ୍ଷାତକାରରେ...
Read more
9 / 30

ସେ 2013 ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ସେ 2013 ମସିହାରେ ଓଡ଼ିଆ କଥାଚିତ୍ର...
Read more
10 / 30

ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଏହା ପରେ ସେ ଗପ ହେଲେ ବି ସତ...
Read more
11 / 30

2017 ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବାବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ତୁ ମୋ ଲଭ୍ ଷ୍ଟୋରୀ ଫିଲ୍ମରେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

2017 ମସିହାରେ ଭୂମିକା ନବମ...
Read more
12 / 30

ପରେ ପରେ ସେ ଚଳଚ୍ଚିତ୍ର ହିରୋ ନଂ 1 ରେ ମଧ୍ୟ କାମ କରି ଚର୍ଚ୍ଚାର ସର୍ବାଗ୍ରେ ଥିଲେ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ପରେ ପରେ ସେ ଚଳଚ୍ଚିତ୍ର ହିରୋ ନଂ 1...
Read more
13 / 30

ଓଲିଉଡ ଜଗତରେ ଭୂମିକା ଅଭିନୟ କରିବା ସହିତ ଲାବନ୍ୟା ଜୁଏଲର୍ସର ଜଣେ ବ୍ରାଣ୍ଡ ଆମ୍ବାସଡାର ଭାବେ ପରିଚିତ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଓଲିଉଡ ଜଗତରେ ଭୂମିକା ଅଭିନୟ କରିବା...
Read more
14 / 30

ସେ ଜଣେ ଓଡିଶୀ ନୃତ୍ୟ ଶିଳ୍ପୀ ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ସେ ଜଣେ ଓଡିଶୀ ନୃତ୍ୟ ଶିଳ୍ପୀ...
Read more
15 / 30

ପ୍ରତିଭାଶୀଳ, ସୁନ୍ଦରୀ ଭୂମିକା । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ପ୍ରତିଭାଶୀଳ, ସୁନ୍ଦରୀ ଭୂମିକା ।...
Read more
16 / 30

2015ରେ ଭୂମିକା କିଟ ନହ୍ନିପରୀ ଲିଟିଲ ମିସ ଇଣ୍ଡିଆ 2015 ବିଜେତା ହୋଇଥିଲେ। (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

2015ରେ ଭୂମିକା କିଟ ନହ୍ନିପରୀ...
Read more
17 / 30

2017ରେ ମୁଭି ତୁ ମୋ ଲଭ ଷ୍ଟୋରୀ ପାଇଁ ଭୂମିକା ବେଷ୍ଟ ଡେବ୍ୟୁଣ୍ଟାଟ ଅଭିନେତ୍ରୀ ପୁରସ୍କାର ପାଇଥିଲେ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

2017ରେ ମୁଭି ତୁ ମୋ ଲଭ ଷ୍ଟୋରୀ...
Read more
18 / 30

ଭୂମିକା ଓଡିଶାର ୟୁନିସେକ୍ସ ସେଲୁନ 1360 ର ବ୍ରାଣ୍ଡ ଆମ୍ବାସଡାର ପାଇଁ ଏକ ବିଜ୍ଞାପନ କରିଛନ୍ତି ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକା ଓଡିଶାର ୟୁନିସେକ୍ସ ସେଲୁନ...
Read more
19 / 30

ନୂତନ ବର୍ଷରେ ଭୂମିକା ସୋସିଆଲ ମିଡିଆରେ ସମସ୍ତଙ୍କୁ ଶୁଭେଚ୍ଛା ଜଣେଇ ଏହି ଫଟୋ ପୋଷ୍ଚ କରିଥିଲେ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ନୂତନ ବର୍ଷରେ ଭୂମିକା ସୋସିଆଲ...
Read more
20 / 30

ଭୂମିକାଙ୍କ ଓଡିଶୀ ନୃତ୍ୟର ଏକ ଛୋଟିଆ ଝଲକ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକାଙ୍କ ଓଡିଶୀ ନୃତ୍ୟର ଏକ...
Read more
21 / 30

ଭୂମିକାଙ୍କ ରାଜରାଜୁଡା ଲୁକ୍ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକାଙ୍କ ରାଜରାଜୁଡା ଲୁକ୍ ।...
Read more
22 / 30

ଭୂମିକା ସେଲଫି ନେଉଥିବା ବେଳେ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକା ସେଲଫି ନେଉଥିବା ବେଳେ ।...
Read more
23 / 30

ଭୂମିକା 2003 ମସିହା ଜାନୁଆରୀ 22 ତାରିଖରେ ଜନ୍ମଗ୍ରହଣ କରିଥିଲେ ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକା 2003 ମସିହା ଜାନୁଆରୀ 22...
Read more
24 / 30

ସେ ବଲିଉଡ ନାୟିକା ମାଧୁରୀ ଦୀକ୍ଷିତ ଏବଂ ଓଲିଉଡ ନାୟିକା ରଚନା ବାନାର୍ଜୀଙ୍କୁ ନିଜର ଆଦର୍ଶ ମନେ କରନ୍ତି (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ସେ ବଲିଉଡ ନାୟିକା ମାଧୁରୀ ଦୀକ୍ଷିତ...
Read more
25 / 30

ଭୂମିକାଙ୍କ ବୟସ ମାତ୍ର 15 ବର୍ଷ ଅଟେ । (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକାଙ୍କ ବୟସ ମାତ୍ର 15 ବର୍ଷ...
Read more
26 / 30

ଭୂମିକାଙ୍କ ଡାକ ନାମ ଖୁସି ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକାଙ୍କ ଡାକ ନାମ ଖୁସି ।(ଫଟୋ...
Read more
27 / 30

ସେ ମୁଖ୍ୟ ନାୟିକା ଭାବରେ ଦୁଇଟି ଚଳଚ୍ଚିତ୍ର କରିସାରିବା ପରେ ଦଶମ ବୋର୍ଡ଼ ପରୀକ୍ଷା ପାଇଁ କିଛିଦିନ ପାଇଁ ଚଳଚ୍ଚିତ୍ର ଜଗତରୁ ବିରତି ନେଇଥିଲେ ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ସେ ମୁଖ୍ୟ ନାୟିକା ଭାବରେ ଦୁଇଟି...
Read more
28 / 30

ବାବୁସାନଙ୍କ ସହ ଭୂମିକା ଚଳଚ୍ଚିତ୍ର କରିବାର ଏକ ଦୃଶ୍ୟ ।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ବାବୁସାନଙ୍କ ସହ ଭୂମିକା ଚଳଚ୍ଚିତ୍ର...
Read more
29 / 30

ଶିଶୁ କଣ୍ଠଶିଳ୍ପୀ ସତ୍ୟଜିତ ଜେନାଙ୍କ ସହ ଭୂମିକା।(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଶିଶୁ କଣ୍ଠଶିଳ୍ପୀ ସତ୍ୟଜିତ...
Read more
30 / 30

ଭୂମିକା ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 4ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। (ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଭୂମିକା ବର୍ତ୍ତମାନ ପର୍ଯ୍ୟନ୍ତ...
Read more

O
P
E
N

ଆସନ୍ତୁ ଦେଖିବା ଦେଶର ବହୁଚର୍ଚ୍ଚିତ...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES