ସାଉଥରେ ରାଜ୍ କରୁଛନ୍ତି ଓଡିଆ ସୁନ୍ଦରୀ
1 / 32

ଓଡିଆ ସୁନ୍ଦରୀ ଆଲିଶାଙ୍କ ସମ୍ପର୍କରେ କିଛି କଥା..(PC: insta/facebook)

ଓଡିଆ ସୁନ୍ଦରୀ ଆଲିଶାଙ୍କ...
Read more
2 / 32

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ନିଜ ଅଭିନୟ ଓ ସୌନ୍ଦର୍ଯ୍ୟରେ ସିନେପ୍ରେମୀଙ୍କୁ ପାଗଳ କରିଛନ୍ତି ଓଡ଼ିଆ ଝିଅ ଆଲିଶା। (PC: insta/facebook)

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ...
Read more
3 / 32

ଓଡିଶାର ସୁନ୍ଦରଗଡରେ ଜନ୍ମଗ୍ରହଣ କରିଛନ୍ତି ଆଲିଶା ଦାସ..(PC: insta/facebook)

ଓଡିଶାର ସୁନ୍ଦରଗଡରେ ଜନ୍ମଗ୍ରହଣ...
Read more
4 / 32

ଆଲିଶା ସୁନ୍ଦରଗଡର ପବ୍ଲିକ ସ୍କୁଲରେ ପାଠ ପଢିଛନ୍ତି (PC: insta/facebook)

ଆଲିଶା ସୁନ୍ଦରଗଡର ପବ୍ଲିକ ସ୍କୁଲରେ...
Read more
5 / 32

ଆଲିଶା ପିଲାଟି ଦିନୁ ମଡେଲିଂରେ କରିବାରେ ସଉକ ରଖିଥିଲେ (PC: insta/facebook)

ଆଲିଶା ପିଲାଟି ଦିନୁ ମଡେଲିଂରେ...
Read more
6 / 32

ବର୍ତ୍ତମାନ ଏହି ଓଡିଆ ଝିଅ ସାଉଥରେ ନମ୍ବର ୱାନ ହିରୋଇନ ଭାବେ ପରିଚିତ (PC: insta/facebook)

ବର୍ତ୍ତମାନ ଏହି ଓଡିଆ ଝିଅ ସାଉଥରେ...
Read more
7 / 32

ନିଜ ସ୍ୱପ୍ନକୁ ପୁରା କରିପାରିଛନ୍ତି ଆଲିଶା (PC: insta/facebook)

ନିଜ ସ୍ୱପ୍ନକୁ ପୁରା କରିପାରିଛନ୍ତି...
Read more
8 / 32

ଆଲିଶା ସୁନ୍ଦରଗଡ଼ରେ ଯୁକ୍ତ ଦୁଇ ପଢିବାପରେ ଇଞ୍ଜିନିଅରିଂ ପଢିବା ପାଇଁ ଚେନ୍ନାଇ ଯାଇଥିଲେ (PC: insta/facebook)

ଆଲିଶା ସୁନ୍ଦରଗଡ଼ରେ ଯୁକ୍ତ ଦୁଇ...
Read more
9 / 32

ଆଲିଶା ଜଣେ ସଫ୍ଟୱେର ଇଞ୍ଜନିୟର..(PC: insta/facebook)

ଆଲିଶା ଜଣେ ସଫ୍ଟୱେର...
Read more
10 / 32

ସେ ତାଙ୍କ ମଡେଲିଙ୍ଗ କ୍ୟାରିଅର ୨୦୧୩ ମସିହାରେ ଆରମ୍ଭ କରିଥିଲେ (PC: insta/facebook)

ସେ ତାଙ୍କ ମଡେଲିଙ୍ଗ କ୍ୟାରିଅର...
Read more
11 / 32

ଚେନ୍ନାଇରେ ପାଠ ପଢିବା ସମୟରେ ମିସ ଇଣ୍ଡିଆ ପ୍ରତିଯୋଗିତାର ଶ୍ରେଷ୍ଠ ୩୦ ପ୍ରତିଯୋଗୀଙ୍କ ଭିତରେ ରହିଥିଲେ ଆଲିଶା (PC: insta/facebook)

ଚେନ୍ନାଇରେ ପାଠ ପଢିବା ସମୟରେ ମିସ...
Read more
12 / 32

ମିସ ଇଣ୍ଡିଆ ପ୍ରତିଯୋଗିତା ପରେ ଆଲିଶାଙ୍କ ପାଇଁ ଆସିଥିଲା ବିଜ୍ଞାପନର ଅଫର (PC: insta/facebook)

ମିସ ଇଣ୍ଡିଆ ପ୍ରତିଯୋଗିତା ପରେ...
Read more
13 / 32

ତାମିଲ, ତେଲୁଗୁ ଓ ମାଲାୟାଲାମ ଭାଷାରେ ଫିଲ୍ମ କରିଥିବା ଆଲିଶା ଏବେ ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ନିଜକୁ ସାମିଲ କରିପାରିଛନ୍ତି (PC: insta/facebook)

ତାମିଲ, ତେଲୁଗୁ ଓ ମାଲାୟାଲାମ...
Read more
14 / 32

କେବଳ ଫିଲ୍ମ ନୁହଁ ବରଂ ବିଜ୍ଞାପନ ଓ କ୍ଷୁଦ୍ର ଚଳଚିତ୍ରରେ ଆଲିଶାଙ୍କ ଅଭିନୟକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି (PC: insta/facebook)

କେବଳ ଫିଲ୍ମ ନୁହଁ ବରଂ ବିଜ୍ଞାପନ ଓ...
Read more
15 / 32

ଥରେ ବିଜ୍ଞାପନରେ ଆସିବା ପରେ ଆଉ ପଛକୁ ଫେରି ଚାହିଁନଥିଲେ ଆଲିଶା (PC: insta/facebook)

ଥରେ ବିଜ୍ଞାପନରେ ଆସିବା ପରେ ଆଉ...
Read more
16 / 32

ବଡ କଥା ହେଉଛି ଆଲିଶା ଭଲ ଅଭିନୟ କରିବା ସହ ଭଲ ଗୀତ ମଧ୍ୟ ଗାଇପାରନ୍ତି (PC: insta/facebook)

ବଡ କଥା ହେଉଛି ଆଲିଶା ଭଲ ଅଭିନୟ...
Read more
17 / 32

ଆଉ ନିଜ ଅଭିନୀତ ଫିଲ୍ମରେ ଆଲିଶା ଗୀତ ମଧ୍ୟ ଗାଇଛନ୍ତି (PC: insta/facebook)

ଆଉ ନିଜ ଅଭିନୀତ ଫିଲ୍ମରେ ଆଲିଶା...
Read more
18 / 32

ଆଲିଶା ୧୯୯୩ ମସିହା ସେପ୍ଟେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଛନ୍ତି (PC: insta/facebook)

ଆଲିଶା ୧୯୯୩ ମସିହା ସେପ୍ଟେମ୍ବର ୧୩...
Read more
19 / 32

ଆଲିଶାଙ୍କ ବୟସ ମାତ୍ର ୨୪ ବର୍ଷ..(PC: insta/facebook)

ଆଲିଶାଙ୍କ ବୟସ ମାତ୍ର ୨୪...
Read more
20 / 32

ବର୍ତ୍ତମାନ ଆଲିଶାଙ୍କୁ ସାଉଥରେ ବହୁତ ଫିଲ୍ମ ଅଫର ଆସୁଛି (PC: insta/facebook)

ବର୍ତ୍ତମାନ ଆଲିଶାଙ୍କୁ ସାଉଥରେ...
Read more
21 / 32

ଆଲିଶା ଏଠାରେ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି..(PC: insta/facebook)

ଆଲିଶା ଏଠାରେ ଭିନ୍ନ ଅନ୍ଦାଜରେ ନଜର...
Read more
22 / 32

ଆଲିଶା ଖୁବ ଭଲ ଗୀତ ଗାଇ ପାରନ୍ତି..(PC: insta/facebook)

ଆଲିଶା ଖୁବ ଭଲ ଗୀତ ଗାଇ...
Read more
23 / 32

୨୦୧୪ ରେ ସେ ଫିଲ୍ମ ଆୱାର୍ଡ ମଧ୍ୟ ପାଇଛନ୍ତି..(PC: insta/facebook)

୨୦୧୪ ରେ ସେ ଫିଲ୍ମ ଆୱାର୍ଡ ମଧ୍ୟ...
Read more
24 / 32

ଆଲିଶା ମିସ୍ ଚେନ୍ନାଇ ରୂପେ ପରିଚିତ..(PC: insta/facebook)

ଆଲିଶା ମିସ୍ ଚେନ୍ନାଇ ରୂପେ...
Read more
25 / 32

ଆଲିଶାଙ୍କୁ ଆନେକ କାର୍ଯ୍ୟକ୍ରମରେ ଜଜ୍ ଭାବେ ଦେଖିବାକୁ ମିଳିଛି..(PC: insta/facebook)

ଆଲିଶାଙ୍କୁ ଆନେକ କାର୍ଯ୍ୟକ୍ରମରେ...
Read more
26 / 32

ଆଲିଶା ତାମିଲ ଫିଲ୍ମ କାଧାଲୁକ୍କୁ କାନାଲ୍ଲାଇ ଚଳଚ୍ଚିତ୍ରରୁ ନିଜ ଡେବ୍ୟୁ କରିଥିଲେ (PC: insta/facebook)

ଆଲିଶା ତାମିଲ ଫିଲ୍ମ କାଧାଲୁକ୍କୁ...
Read more
27 / 32

ଜୁଏଲରୀ ବିଜ୍ଞାପନରେ ମଧ୍ୟ ଆଲିଶା ମୁଖ୍ୟ ଭୂମିକାରେ ନଜର ଆସନ୍ତି (PC: insta/facebook)

ଜୁଏଲରୀ ବିଜ୍ଞାପନରେ ମଧ୍ୟ ଆଲିଶା...
Read more
28 / 32

ଆଲିଶା ଜୟାଲୁକ୍ଷା ଜୁଏଲରୀର ବ୍ରାଣ୍ଡ ଆମ୍ବାସିଡର ଭାବେ ପରିଚିତ (PC: insta/facebook)

ଆଲିଶା ଜୟାଲୁକ୍ଷା ଜୁଏଲରୀର...
Read more
29 / 32

ଆଲିଶାଙ୍କ ତାମିଲ ଫିଲ୍ମ ସ୍ୱୀସ୍ ରାଜା ବହୁତ ହିଟ୍ ହୋଇଥିଲା (PC: insta/facebook)

ଆଲିଶାଙ୍କ ତାମିଲ ଫିଲ୍ମ ସ୍ୱୀସ୍...
Read more
30 / 32

ଏହି ଫିଲ୍ମରେ ତାଙ୍କର ବିପରୀତ ଅଭିନେତା ଥିଲେ ଜୟ ଆକାଶ (PC: insta/facebook)

ଏହି ଫିଲ୍ମରେ ତାଙ୍କର ବିପରୀତ...
Read more
31 / 32

ଏସବୁ ଭିତରେ ବି ନିଜ ଓଡିଶା ମାଟିକୁ ଭୁଲିନାହାନ୍ତି ଆଲିଶା (PC: insta/facebook)

ଏସବୁ ଭିତରେ ବି ନିଜ ଓଡିଶା ମାଟିକୁ...
Read more
32 / 32

ଓଡ଼ିଶାରେ ସୁଯୋଗ ମିଳିଲେ ଅଭିନୟ କରିବେ ବୋଲି ଆଲିଶା ଆଗ୍ରହ ପ୍ରକାଶ କରିଛନ୍ତି (PC: insta/facebook)

ଓଡ଼ିଶାରେ ସୁଯୋଗ ମିଳିଲେ ଅଭିନୟ...
Read more

O
P
E
N

ସମ୍ପର୍କକୁ ମଜବୁତ କରିବା ପାଇଁ କିସ୍...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES