ଚର୍ଚ୍ଚାରେ ଏବେ ଓଡ଼ିଆ ଫିଲ୍ମ ଜଗତର ପ୍ରକୃତି ମିଶ୍ର
1 / 23

ଓଡିଆ ଫିଲ୍ମ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ସମ୍ବାଦ ପାଠିକା କୃଷ୍ଣପ୍ରିୟା ମିଶ୍ରଙ୍କ ଝିଅ ହେଉଛନ୍ତି ପ୍ରକୃତି ମିଶ୍ର। (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ଓଡିଆ ଫିଲ୍ମ ନିର୍ଦ୍ଦେଶକ ମନ୍ମଥ...
Read more
2 / 23

ଭେଙ୍କେଟେଶ୍ୱର ଇଂରାଜୀ ସ୍କୁଲରେ 2011 ମସିହାରେ ପ୍ରକୃତିଙ୍କର ସ୍କୁଲ ଜୀବନି ଶେଷ କରିଥିଲେ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ଭେଙ୍କେଟେଶ୍ୱର ଇଂରାଜୀ ସ୍କୁଲରେ...
Read more
3 / 23

ପିଲାଟି ଦିନୁ ଫିଲ୍ମ ଜଗତରେ ସୁପରିଚିତ ପ୍ରକୃତି ମିଶ୍ର ବାଣିଜ୍ୟରେ ଯୁକ୍ତ ଦୁଇ ପାସ୍ କରିଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ପିଲାଟି ଦିନୁ ଫିଲ୍ମ ଜଗତରେ...
Read more
4 / 23

ପ୍ରକୃତି ବର୍ତ୍ତମାନ ଭବନ କଲେଜରେ ବି.ଏ ପାଠ ପଢୁଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ପ୍ରକୃତି ବର୍ତ୍ତମାନ ଭବନ କଲେଜରେ...
Read more
5 / 23

ସେ ଜଣେ ଓଡିଶୀ ନୃତ୍ୟ ଶିଳ୍ପୀ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ସେ ଜଣେ ଓଡିଶୀ ନୃତ୍ୟ ଶିଳ୍ପୀ ।...
Read more
6 / 23

ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷାଲାଭ କରିଛନ୍ତି ପ୍ରକୃତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଠାରୁ...
Read more
7 / 23

ଶିଶୁକଳାକାର ଭାବେ ପରିଚିତ ପ୍ରକୃତି ମିଶ୍ର 5 ବର୍ଷ ବୟସରୁ ଅଭିନୟ କରିଆସୁଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ଶିଶୁକଳାକାର ଭାବେ ପରିଚିତ ପ୍ରକୃତି...
Read more
8 / 23

ଓଡିଆ ଧାରାବାହିକ ତୁଳସୀରେ ସ୍ମୃତି ଚରିତ୍ରରେ ଅଭିନୟ କରିବା ପରେ ପ୍ରସିଦ୍ଧ ହୋଇଥିଲେ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ଓଡିଆ ଧାରାବାହିକ ତୁଳସୀରେ ସ୍ମୃତି...
Read more
9 / 23

2003 ରେ ଆସିଥିବା ଚଳଚ୍ଚିତ୍ର ସାବତ ମାଆରେ ତାଙ୍କର ପ୍ରଥମ ଡେବ୍ୟୁ ଥିଲା । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

2003 ରେ ଆସିଥିବା ଚଳଚ୍ଚିତ୍ର ସାବତ...
Read more
10 / 23

ଶିଶୁକଳାର ଥିବା ବେଳେ ପ୍ରକୃତି 10ଟି ଚଳଚ୍ଚିତ୍ର କରିଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ଶିଶୁକଳାର ଥିବା ବେଳେ ପ୍ରକୃତି...
Read more
11 / 23

2012 ରେ ଆସିଥିବା ଚଳଚ୍ଚିତ୍ର ଥୁକୁଲରେ ପ୍ରକୃତି ମୁଖ୍ୟ ଭୂମିକାରେ ଥିଲେ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

2012 ରେ ଆସିଥିବା ଚଳଚ୍ଚିତ୍ର...
Read more
12 / 23

ଏହା ପରେ ସେ ଓଲିଉଡରେ 10ଟି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏହା ପରେ ସେ ଓଲିଉଡରେ 10ଟି...
Read more
13 / 23

2013-14 ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପାଇଛନ୍ତି ପ୍ରକୃତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

2013-14 ର ଶ୍ରେଷ୍ଠ ଅଭିନେତ୍ରୀ...
Read more
14 / 23

ପ୍ରକୃତି 2012 ମସିହାରେ ମିସ୍ ଓଡିଶାର ବିଜେତା ହାସଲ କରିଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ପ୍ରକୃତି 2012 ମସିହାରେ ମିସ୍...
Read more
15 / 23

2006 ଓଡିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡରେ ଶାଶୁ ଘରେ ଚାଲିଯିବି ଚଳଚ୍ଚିତ୍ରରେ ଶ୍ରେଷ୍ଠ ଶିଶୁକଳାକାର ଭାବେ ପୁରସ୍କୃତ ହୋଇଥିଲେ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

2006 ଓଡିଶା ଷ୍ଟେଟ୍ ଫିଲ୍ମ...
Read more
16 / 23

ସେ ଜିଟିଭି ରିଆଲିଟି ସୋ ଇଣ୍ଡିଆନ ବେଷ୍ଟ ସିନେଷ୍ଟାର କି ଖୋଜରେ ପ୍ରତିଯୋଗି ଭାବେ ଅଂଶଗ୍ରହଣ କରିଥିଲେ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ସେ ଜିଟିଭି ରିଆଲିଟି ସୋ ଇଣ୍ଡିଆନ...
Read more
17 / 23

2104 ରେ ହୋଇଥିବା ଜିଟିଭିର ଏହି ରିଆଲିଟି ସୋ ରେ ସେ ଟପ୍ 6 ଲିଷ୍ଟରେ ଥିଲେ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

2104 ରେ ହୋଇଥିବା ଜିଟିଭିର ଏହି...
Read more
18 / 23

କୌନ କିତନେ ପାନିମେ ଚଳଚ୍ଚିତ୍ରରେ ସେ ବଲିଉଡ ପାଇଁ ମଧ୍ୟ ସଙ୍ଗୀତ ଗାନ କରିଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

କୌନ କିତନେ ପାନିମେ ଚଳଚ୍ଚିତ୍ରରେ...
Read more
19 / 23

ସେ ବର୍ତ୍ତମାନ ଓଡିଆ ଜଗତରେ ଖୁବ ଚର୍ଚ୍ଚିତ ଅଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ସେ ବର୍ତ୍ତମାନ ଓଡିଆ ଜଗତରେ ଖୁବ...
Read more
20 / 23

ନୂଆ ଆଲବମରେ ଅଭିନୟ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ପ୍ରକୃତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ନୂଆ ଆଲବମରେ ଅଭିନୟ କରି ବେଶ୍...
Read more
21 / 23

ନିକଟରେ ସେ ଓଡିଆ, ହିନ୍ଦୀକୁ ରିମିକ୍ସ କରି ଏକ ଗୀତ ଗାଇଛନ୍ତି ଏବଂ ଏହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ନିକଟରେ ସେ ଓଡିଆ, ହିନ୍ଦୀକୁ...
Read more
22 / 23

ପ୍ରକୃତି ମିଶ୍ର ଏବେ ଓଡିଶାର ପ୍ରସିଦ୍ଧ ଅଭିନେତ୍ରୀ ହେବା ସଙ୍ଗେ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ପ୍ରକୃତି ମିଶ୍ର ଏବେ ଓଡିଶାର...
Read more
23 / 23

ଇନଷ୍ଟାରେ ଏବେ ଚହଳ ପକେଇଛି ସୁନ୍ଦରୀ ପ୍ରକୃତି ମିଶ୍ରଙ୍କ ହଟ୍ ଫଟୋ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ)

ଇନଷ୍ଟାରେ ଏବେ ଚହଳ ପକେଇଛି...
Read more

O
P
E
N

ଦୀର୍ଘଦିନ ପରେ ରାଜ୍ୟର ଡଲଫିନ ପ୍ରେମୀଙ୍କ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES