କଟକ ଝିଅର କମାଲ, ଛାଇ ଯାଇଛନ୍ତି ଓଲିଉଡରୁ ବଲିଉଡ
1 / 21

ଆସନ୍ତୁ ଜାଣିବା କଟକ ଝିଅ ରିୟାନା ଶୁକ୍ଳାଙ୍କର ସଫଳତାର କାହାଣୀ

ଆସନ୍ତୁ ଜାଣିବା କଟକ ଝିଅ ରିୟାନା...
Read more
2 / 21

ଜଣେ ଓଡିଆ ଝିଅ ହୋଇ ମଧ୍ୟ ତିନୋଟି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଜଲୱା ଦେଖାଇଛନ୍ତି ରିୟାନା(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ଜଣେ ଓଡିଆ ଝିଅ ହୋଇ ମଧ୍ୟ ତିନୋଟି...
Read more
3 / 21

ବଲିଉଡ,ଟଲିଉଡ ଓ ଓଲିଉଡ ସବୁରେ ସେ ଛାଇ ଯାଇଛନ୍ତି(ଫଟୋ ସୌଜନ୍ୟ-ଇନଷ୍ଟାଗ୍ରାମ)

ବଲିଉଡ,ଟଲିଉଡ ଓ ଓଲିଉଡ ସବୁରେ ସେ...
Read more
4 / 21

ରିୟାନାଙ୍କ ଜନ୍ମ କଟକରେ ହୋଇଛି(ଫଟୋ ସୌଜନ୍ୟ- insta)

ରିୟାନାଙ୍କ ଜନ୍ମ କଟକରେ ହୋଇଛି(ଫଟୋ...
Read more
5 / 21

ସେ ହିନ୍ଦୀ ଫିଲ୍ମ ଜଗତରେ ଓଡିଶାର ନାମ ଉଜ୍ଜଳ କରିଛନ୍ତି(ଫଟୋ ସୌଜନ୍ୟ- insta)

ସେ ହିନ୍ଦୀ ଫିଲ୍ମ ଜଗତରେ ଓଡିଶାର...
Read more
6 / 21

ତାଙ୍କ ବୟସରେ ହୁଏତ ଆଉ କେହି ଏତେ ସଫଳତା ପାଇନଥିବେ(ଫଟୋ ସୌଜନ୍ୟ- insta)

ତାଙ୍କ ବୟସରେ ହୁଏତ ଆଉ କେହି ଏତେ...
Read more
7 / 21

ସେ ମନୋରଞ୍ଜନ ଜଗତରେ ପ୍ରବେଶ କରିବା ପରେ ଚର୍ଚ୍ଚାରେ ରହିଛନ୍ତି(ଫଟୋ ସୌଜନ୍ୟ- insta)

ସେ ମନୋରଞ୍ଜନ ଜଗତରେ ପ୍ରବେଶ କରିବା...
Read more
8 / 21

ସେ ଉଭୟ ଓଲିଉଡ ଏବଂ ବଲିଉଡରେ କାମ କରିଛନ୍ତି(ଫଟୋ ସୌଜନ୍ୟ- insta)

ସେ ଉଭୟ ଓଲିଉଡ ଏବଂ ବଲିଉଡରେ କାମ...
Read more
9 / 21

ରିୟାନା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ(ଫଟୋ ସୌଜନ୍ୟ- insta)

ରିୟାନା ସଞ୍ଜୟ ନାୟକଙ୍କ...
Read more
10 / 21

ତାଙ୍କ ଅଭିନୀତ ଓଡିଆ ଚଳଚ୍ଚିତ୍ର 'ତୁ ଅଛୁ ତ ମୁଁ ଅଛି' ଏକ ଥ୍ରୀଲର କାହାଣୀ ଅଟେ(ଫଟୋ ସୌଜନ୍ୟ- insta)

ତାଙ୍କ ଅଭିନୀତ ଓଡିଆ ଚଳଚ୍ଚିତ୍ର...
Read more
11 / 21

ବଲିଉଡରେ ଲକ୍ଷ୍ନୌୱି ଇସ୍କ ଓ ମିଷ୍ଟର ଏମବିଏ ନାମକ ଦୁଇଟି ଫିଲ୍ମରେ କାମ କରିଛନ୍ତି(ଫଟୋ ସୌଜନ୍ୟ- insta)

ବଲିଉଡରେ ଲକ୍ଷ୍ନୌୱି ଇସ୍କ ଓ...
Read more
12 / 21

ସେ ଏକ ବ୍ୟାଙ୍ଗାତ୍ମକ କମେଡି ଚଳଚ୍ଚିତ୍ର 'ଲାଇଫ କି ଏସି କି ତେସି'ରେ ଅଭିନୟ କରିଛନ୍ତି(ଫଟୋ ସୌଜନ୍ୟ- insta)

ସେ ଏକ ବ୍ୟାଙ୍ଗାତ୍ମକ କମେଡି...
Read more
13 / 21

ବଲିଉଡ କଳାକାର ଗୋବିନ୍ଦ ନାମଦେବଙ୍କ ସହ ରିୟାନା(ଫଟୋ ସୌଜନ୍ୟ- insta)

ବଲିଉଡ କଳାକାର ଗୋବିନ୍ଦ ନାମଦେବଙ୍କ...
Read more
14 / 21

ରିୟାନା ମୁମ୍ବାଇ ରୋଶନ ତାନେଜା ସ୍କୁଲରୁ ଅଭିନୟର ପଢା ଶେଷ କରିଛନ୍ତି (ଫଟୋ ସୌଜନ୍ୟ- insta)

ରିୟାନା ମୁମ୍ବାଇ ରୋଶନ ତାନେଜା...
Read more
15 / 21

ରିୟାନା 23 ବର୍ଷ ବୟସରେ ଅର୍ଥନୀତି ବିଷୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ମାତକ ହାସଲ କରିଛନ୍ତି(ଫଟୋ ସୌଜନ୍ୟ- insta)

ରିୟାନା 23 ବର୍ଷ ବୟସରେ ଅର୍ଥନୀତି...
Read more
16 / 21

ରିୟାନା ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥାଆନ୍ତି(ଫଟୋ ସୌଜନ୍ୟ- insta)

ରିୟାନା ସୋସିଆଲ ମିଡିଆରେ ସର୍ବଦା...
Read more
17 / 21

ନିଜ ସୋସିଆଲ ଆକାଉଣ୍ଟ ଇନଷ୍ଟାଗ୍ରାମ ଓ ଫେସବୁକରେ ତାଙ୍କର ହଟ ଫଟୋ ଦର୍ଶକଙ୍କ ମଧ୍ୟରେ ଖୁବ ଆଦୃତ ହୋଇଛି(ଫଟୋ ସୌଜନ୍ୟ- insta)

ନିଜ ସୋସିଆଲ ଆକାଉଣ୍ଟ ଇନଷ୍ଟାଗ୍ରାମ...
Read more
18 / 21

ନିଜ ବୋଲ୍ଡ ଅନ୍ଦାଜ ପାଇଁ ସେ ସବୁଆଡେ ପରିଚିତ(ଫଟୋ ସୌଜନ୍ୟ- insta)

ନିଜ ବୋଲ୍ଡ ଅନ୍ଦାଜ ପାଇଁ ସେ...
Read more
19 / 21

ତାଙ୍କର ପ୍ରଥମ ଦୁଇଟି ବଲିଉଡ ଚଳଚ୍ଚିତ୍ର ବିଫଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି (ଫଟୋ ସୌଜନ୍ୟ- insta)

ତାଙ୍କର ପ୍ରଥମ ଦୁଇଟି ବଲିଉଡ...
Read more
20 / 21

ବଲିଉଡରେ ବିଫଳ ହୋଇଥିଲେ ମଧ୍ୟ ବଙ୍ଗାଳି ଫିଲ୍ମରେ ଦର୍ଶକଙ୍କୁ ସେ ପ୍ରଭାବିତ କରିପାରିବେ ବୋଲି ଆଶା ରଖିଛନ୍ତି (ଫଟୋ ସୌଜନ୍ୟ- insta)

ବଲିଉଡରେ ବିଫଳ ହୋଇଥିଲେ ମଧ୍ୟ...
Read more
21 / 21

ଇଂରାଜୀ ସମ୍ବାଦପତ୍ର ଓଡିଶା ପୋଷ୍ଟରେ ତାଙ୍କର ଏକ ସାକ୍ଷାତକାର ମଧ୍ୟ ବାହାରିଥିଲା(ଫଟୋ ସୌଜନ୍ୟ- insta)

ଇଂରାଜୀ ସମ୍ବାଦପତ୍ର ଓଡିଶା...
Read more

O
P
E
N

ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES