କଟକରୁ ମୁମ୍ବାଇ...ଓଡିଆ ଗାୟିକା ସୋନାଙ୍କ ସଫଳତାର ଯାତ୍ରା
1 / 22

ରାଜ୍ୟର ଗାୟିକା ରାଣୀ ସୋନା ଓଡିଶା ପାଇଁ ଆଣିଛନ୍ତି ଅନେକ ଗର୍ବ ଓ ଗୌରବ।(ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ରାଜ୍ୟର ଗାୟିକା ରାଣୀ ସୋନା ଓଡିଶା...
Read more
2 / 22

ସାରା ବିଶ୍ୱରେ ଚହଳ ପକାଇଥିବା ଗୀତମାନ ଗାଇ ଆଗ ଧାଡିର ଗାୟିକା ହୋଇପାରିଛନ୍ତି। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସାରା ବିଶ୍ୱରେ ଚହଳ ପକାଇଥିବା...
Read more
3 / 22

ସୋନା ମହାପାତ୍ର 17 ଜୁନ 1976 ମସିହା କଟକରେ ଜନ୍ମଗ୍ରହଣ କରିଥିଲେ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସୋନା ମହାପାତ୍ର 17 ଜୁନ 1976...
Read more
4 / 22

ସେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ଥରରେ ଆନେକ ସଙ୍ଗୀତ ପରିବେଷଣ କରିଛନ୍ତି। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସେ ଜାତୀୟ ଏବଂ ଅନ୍ତର୍ଜାତୀୟ...
Read more
5 / 22

ଅମ୍ବର ସରିୟା ଏବଂ କୋକ୍ ଷ୍ଟୁଡିଓରେ ଗାଇଥିବା ରଙ୍ଗବତୀ ଗୀତଟି ସନାଙ୍କୁ ଖ୍ୟାତି ଅର୍ଜନ କରେଇଛି। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ଅମ୍ବର ସରିୟା ଏବଂ କୋକ୍ ଷ୍ଟୁଡିଓରେ...
Read more
6 / 22

ସେ ଭୁବନେଶ୍ୱରର ସିଟ୍ କଲେଜ (କଲେଜ ଅଫ୍ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକନୋଲୋଜି)ରୁ ଇଞ୍ଜିନିୟରିଙ୍ଗରେ ଡିଗ୍ରୀ ପାସ୍ କରିଛନ୍ତି। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସେ ଭୁବନେଶ୍ୱରର ସିଟ୍ କଲେଜ (କଲେଜ...
Read more
7 / 22

ପରେ ସେ ପୁନେରେ ଥିବା ସିମ୍ବୋସିସ୍ କଲେଜରେ ଏମବିଏ ଡିଗ୍ରୀ ଆର୍ଜନ କରିଥିଲେ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ପରେ ସେ ପୁନେରେ ଥିବା ସିମ୍ବୋସିସ୍...
Read more
8 / 22

ପାଠ ପଢା ସରିବା ପରେ ସେ ବ୍ରାଣ୍ଡ ମ୍ୟାନେଜର ଭାବେ ମାରିକୋ କମ୍ପାନୀରେ ଚାକିରି କରିଥିଲେ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ପାଠ ପଢା ସରିବା ପରେ ସେ ବ୍ରାଣ୍ଡ...
Read more
9 / 22

ସଙ୍ଗୀତରେ ପ୍ରଥମେ ସେ ଟାଟା ସଲଟ୍ ପାଇଁ 'କଲ କା ଭାରତ ହୈ' ଏବଂ କ୍ଲୋଜ ଅପ ଟୁଥ୍ ପେଷ୍ଟ ପାଇଁ ପାସ ଆଅନା ଗୀତ ଗାଇ ରେକର୍ଡ କରିଥିଲେ। ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ

ସଙ୍ଗୀତରେ ପ୍ରଥମେ ସେ ଟାଟା ସଲଟ୍...
Read more
10 / 22

2007 ମସିହାରେ ପ୍ରଥମଥର ପାଇଁ ସୋନୀ କମ୍ପାନୀ ନିମନ୍ତେ ଆଲବମ୍ କରି ସୋନା ପ୍ରସିଦ୍ଧ ହୋଇଥିଲେ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

2007 ମସିହାରେ ପ୍ରଥମଥର ପାଇଁ ସୋନୀ...
Read more
11 / 22

2009ରେ ଆମୀର ଖାନଙ୍କ ପ୍ରଡକ୍ସନ ଦେଲି ବେଲି ଚଳଚ୍ଚିତ୍ର ପାଇଁ ଗୀତ ଗାଇ ଖ୍ୟାତି ଆର୍ଜନ କରିଥିଲେ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

2009ରେ ଆମୀର ଖାନଙ୍କ ପ୍ରଡକ୍ସନ...
Read more
12 / 22

ପରେ ପରେ ସେ ରିଆଲିଟି ସୋ ସତ୍ୟ ମେୱ ଜୟତେରେ ମୁଝେ କ୍ୟା ବିକେଗା ରୁପେୟା ସଙ୍ଗୀତ ଗାନ କରିଥିଲେ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ପରେ ପରେ ସେ ରିଆଲିଟି ସୋ ସତ୍ୟ ମେୱ...
Read more
13 / 22

ଏହି ସୋ ରେ ସେ ଆହୁରି ଏକ ଗୀତ ଘର ୟାଦ ଆତି ହୈ ପ୍ରଦର୍ଶନ କରି ସମସ୍ତଙ୍କ ମନ କିଣି ନେଇଥିଲେ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ଏହି ସୋ ରେ ସେ ଆହୁରି ଏକ ଗୀତ ଘର...
Read more
14 / 22

ସୋନା 2005ରେ ରାମ ସମ୍ପଥଙ୍କୁ ବିବାହ କରିଥିଲେ। ଯିଏ ହେଉଛନ୍ତି ଜଣେ ପ୍ରସିଦ୍ଧ ମ୍ୟୁଜିସିୟନ୍। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସୋନା 2005ରେ ରାମ ସମ୍ପଥଙ୍କୁ...
Read more
15 / 22

ସୋନା 2002 ମସିହାରେ ମେରିକୋରେ କାମ କରୁଥିବା ବେଳେ ସେ ରାମଙ୍କୁ ଭେଟିଥିଲେ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସୋନା 2002 ମସିହାରେ ମେରିକୋରେ କାମ...
Read more
16 / 22

2014ରେ ରିଲିଜ ହୋଇଥିବା ଫିଲ୍ମ ଫୁକରେ ପାଇଁ ଅମ୍ବର ସରିଆ ଗୀତ ପାଇଁ ତାଙ୍କୁ ବେଷ୍ଟ ପ୍ଲେ ବେକ୍ ସିଙ୍ଗର ଆୱାର୍ଡ ମିଳିଥିଲା। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

2014ରେ ରିଲିଜ ହୋଇଥିବା ଫିଲ୍ମ...
Read more
17 / 22

ସେହି ବର୍ଷ ଏହି ଗୀତ ପାଇଁ ସେ ସ୍କ୍ରିନ ଆୱାର୍ଡ,ଷ୍ଟାର ଗୋଲ୍ଡ ଆୱାର୍ଡ ପାଇଥିଲେ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସେହି ବର୍ଷ ଏହି ଗୀତ ପାଇଁ ସେ...
Read more
18 / 22

ସୋନା ମହାପାତ୍ର ବିଗ୍ ଷ୍ଟାର ଏଣ୍ଟରଟେନମେଣ୍ଟ୍ ଆୱାର୍ଡ, ମିରିଚି ମ୍ୟୁଜିକ ଆୱାର୍ଡ ମଧ୍ୟ ପାଇଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସୋନା ମହାପାତ୍ର ବିଗ୍ ଷ୍ଟାର...
Read more
19 / 22

ସୋନା ଦେଖିବାକୁ ବହୁତ ସୁନ୍ଦର ଏବଂ ତାଙ୍କ କଣ୍ଠ ପାଇଁ ସେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସୋନା ଦେଖିବାକୁ ବହୁତ ସୁନ୍ଦର ଏବଂ...
Read more
20 / 22

ସୋନାଙ୍କ ପ୍ରିୟ ରୋକ ବ୍ୟାଣ୍ଡ ହେଉଛି ଓଜୋସ ଦେ ବୃଜୋ (ojos de brujo) (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସୋନାଙ୍କ ପ୍ରିୟ ରୋକ ବ୍ୟାଣ୍ଡ...
Read more
21 / 22

ସୋନା ସ୍ପେନ ବୁଲିବାକୁ ପସନ୍ଦ ରଖିଛନ୍ତି। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସୋନା ସ୍ପେନ ବୁଲିବାକୁ ପସନ୍ଦ...
Read more
22 / 22

ସୋନାଙ୍କର ପ୍ରିୟ ସଙ୍ଗୀତକାର ହେଉଛନ୍ତି ଏ.ଆର ରେହେମାନ। (ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ/ଇନଷ୍ଟାଗ୍ରାମ)

ସୋନାଙ୍କର ପ୍ରିୟ ସଙ୍ଗୀତକାର...
Read more

O
P
E
N

ଲିଜା ଜଣେ ଏପରି ମଡେଲ ଯିଏକି ସ୍ଲିମ୍...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES