ଗୋଆରେ ରୋମାନ୍ସ କରୁଛନ୍ତି ମଙ୍କି କପଲ
1 / 11

ନିଜକୁ ମଙ୍କି କପଲ କହୁଥିବା କରନ ଓ ବିପାଶା ଏବେ ଗୋଆରେ ରୋମାନ୍ସ କରୁଛନ୍ତି।

ନିଜକୁ ମଙ୍କି କପଲ କହୁଥିବା କରନ ଓ...
Read more
2 / 11

କରନ ସିଂହ ଗ୍ରୋଭର ନିଜ ୩୬ ତମ ଜନ୍ମ ଦିବସ ପାଳନ କରିବା ପାଇଁ ଏକ ଚମକପ୍ରଦ ଛୁଟି ନେଇଛନ୍ତି।

କରନ ସିଂହ ଗ୍ରୋଭର ନିଜ ୩୬ ତମ ଜନ୍ମ...
Read more
3 / 11

. ଉଭୟ ଫଟୋ ଉଠାଇ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି।

. ଉଭୟ ଫଟୋ ଉଠାଇ ଇନଷ୍ଟାଗ୍ରାମରେ...
Read more
4 / 11

କରନ ସିଂହ ଗ୍ରୋଭରଙ୍କ ସାଙ୍ଗ ଆୟାଜ ଖାନ ମଧ୍ୟ ତାଙ୍କ ଜନ୍ମ ଉତ୍ସବରେ ସାମିଲ ହୋଇଥିଲେ।

କରନ ସିଂହ ଗ୍ରୋଭରଙ୍କ ସାଙ୍ଗ ଆୟାଜ...
Read more
5 / 11

ଏହି କପୁଲ କେବେ ବି ନିଜ ଭଲ ପାଇବା ସୋସିଆଲ ମିଡିଆରେ ଦେଖାଇବାକୁ ସଙ୍କୋଚ କରନ୍ତି ନାହିଁ।

ଏହି କପୁଲ କେବେ ବି ନିଜ ଭଲ ପାଇବା...
Read more
6 / 11

ସର୍ବସାଧାରଣରେ ହେଉ କିମ୍ବା ସୋସିଆଲ ମିଡିଆ ହେଉ ସେମାନେ ସବୁ ସ୍ଥାନରେ ନିଜ ଭଲ ପାଇବା ଜାହିର କରିଥାଆନ୍ତି।

ସର୍ବସାଧାରଣରେ ହେଉ କିମ୍ବା ସୋସିଆଲ...
Read more
7 / 11

ନିକଟରେ ଏକ ବିବାଦୀୟ କଣ୍ଡୋମ ବିଜ୍ଞାପନରେ ଉଭୟ ନଜର ଆସିଥିଲେ।

ନିକଟରେ ଏକ ବିବାଦୀୟ କଣ୍ଡୋମ...
Read more
8 / 11

. 'ଏଲୋନ' ଫିଲ୍ମ ପରେ ପରସ୍ପରଙ୍କ ଭିତରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

. 'ଏଲୋନ' ଫିଲ୍ମ ପରେ ପରସ୍ପରଙ୍କ...
Read more
9 / 11

ଏହି ଯୋଡି ୨୦୧୬ ଏପ୍ରିଲରେ ବିବାହ କରିଥିଲେ।

ଏହି ଯୋଡି ୨୦୧୬ ଏପ୍ରିଲରେ ବିବାହ...
Read more
10 / 11

ସୂଚନାଯୋଗ୍ୟ ସେମାନେ ନିଜର ପ୍ରଥମ ସନ୍ତାନ ଅପେକ୍ଷାରେ ଅଛନ୍ତି।

ସୂଚନାଯୋଗ୍ୟ ସେମାନେ ନିଜର ପ୍ରଥମ...
Read more
11 / 11

କିନ୍ତୁ ବିପାଶା ସନ୍ତାନ ହେବା ଖବରକୁ ଖଣ୍ଡନ କରିଥିଲେ।

କିନ୍ତୁ ବିପାଶା ସନ୍ତାନ ହେବା...
Read more

O
P
E
N

କୁହାଯାଏ ସୁନ୍ଦର ଦ୍ୱୀପ ମଧ୍ୟରେ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES