ମାନ୍ୟବରରୁ ମଲାନ, ଜୀବନର ଦ୍ୱିତୀୟ ଇଂନିସ ଆରମ୍ଭ କଲେ ବିରୁଷ୍କା
1 / 15

ଆସନ୍ତୁ ଦେଖିବା ଦେଶର ବହୁଚର୍ଚ୍ଚିତ ବାହାଘରର କିଛି ଦୃଶ୍ୟ

ଆସନ୍ତୁ ଦେଖିବା ଦେଶର ବହୁଚର୍ଚ୍ଚିତ...
Read more
2 / 15

ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବିରୁଷ୍କା(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଶେଷରେ ବିବାହ ବନ୍ଧନରେ ଆବଦ୍ଧ...
Read more
3 / 15

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ସୋମବାର ହୋଇଯାଇଛି(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଭାରତୀୟ କ୍ରିକେଟ ଦଳର ଅଧିନାୟକ...
Read more
4 / 15

ଇଟାଲୀରେ ମଲାନର ଟକ୍ସିନ ସହରରେ ଏହି ବିବାହ ହୋଇଛି(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଇଟାଲୀରେ ମଲାନର ଟକ୍ସିନ ସହରରେ ଏହି...
Read more
5 / 15

ଏହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ଓ ଗୁପ୍ତ ଭାବରେ ହୋଇଥିଲା(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଏହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ...
Read more
6 / 15

ଏଥିରେ କେବଳ ଉଭୟଙ୍କ ପରିବାରବର୍ଗ ଓ ଅନ୍ତରଙ୍ଗ ବନ୍ଧୁ ଯୋଗ ଦେଇଥିଲେ(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଏଥିରେ କେବଳ ଉଭୟଙ୍କ ପରିବାରବର୍ଗ ଓ...
Read more
7 / 15

ବାହାଘରରେ ଉଭୟ ପ୍ରଖ୍ୟାତ ଡିଜାଇନର ସବ୍ୟସାଚୀ ମୁର୍ଖାଜୀଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧିଥିଲେ(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ବାହାଘରରେ ଉଭୟ ପ୍ରଖ୍ୟାତ ଡିଜାଇନର...
Read more
8 / 15

ଏବେ ଉଭୟ ଇଟାଲୀର ରୋମରେ ନିଜର ହନିମୁନ ମନାଇବେ(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଏବେ ଉଭୟ ଇଟାଲୀର ରୋମରେ ନିଜର...
Read more
9 / 15

ଭାରତ ପ୍ରତ୍ୟାବର୍ତ୍ତନ ପରେ ଡିସେମ୍ବର ୨୧ରେ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କୁ ଏକ ଭୋଜିରେ ଆପ୍ୟାୟିତ କରାଯିବ(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଭାରତ ପ୍ରତ୍ୟାବର୍ତ୍ତନ ପରେ...
Read more
10 / 15

ଡିସେମ୍ବର ୨୬ରେ ଭାରତୀୟ କ୍ରିକେଟର ଓ ବଲିଉଡ ତାରକଙ୍କ ପାଇଁ ରିସେପଶନ ପାର୍ଟି ହେବ(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଡିସେମ୍ବର ୨୬ରେ ଭାରତୀୟ କ୍ରିକେଟର...
Read more
11 / 15

ବାହାଘର ପାଇଁ ବିରାଟ ଶ୍ରୀଲଙ୍କା ସିରିଜରୁ ବିଶ୍ରାମ ନେଇଛନ୍ତି(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ବାହାଘର ପାଇଁ ବିରାଟ ଶ୍ରୀଲଙ୍କା...
Read more
12 / 15

ଗତ ତିନି ବର୍ଷ ଧରି ଏହି ହାଇପ୍ରୋଫାଇଲ ପ୍ରେମୀଯୁଗଳ ରିଲେସନସିପରେ ଥିଲେ(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଗତ ତିନି ବର୍ଷ ଧରି ଏହି...
Read more
13 / 15

ପ୍ରଶଂସକ ଏମାନଙ୍କୁ ବିରୁଷ୍କା ନାମ ଦେଇଥିଲେ(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ପ୍ରଶଂସକ ଏମାନଙ୍କୁ ବିରୁଷ୍କା ନାମ...
Read more
14 / 15

ନିକଟରେ ମାନ୍ୟବର ପାଇଁ ଏମାନେ ଏକ ବାହାଘରର ବିଜ୍ଞାପନ କରିଥିଲେ(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ନିକଟରେ ମାନ୍ୟବର ପାଇଁ ଏମାନେ ଏକ...
Read more
15 / 15

ଜୀବନରେ ଦ୍ୱିତୀୟ ଇଂନିସ ଆରମ୍ଭ କରିଥିବା ବିରୁଷ୍କାଙ୍କୁ ଅନେକ ଶୁଭେଚ୍ଛା(ଫଟୋ ସୌଜନ୍ୟ-ଟ୍ୱିଟର @imVkohli & @AnushkaSharma)

ଜୀବନରେ ଦ୍ୱିତୀୟ ଇଂନିସ ଆରମ୍ଭ...
Read more

O
P
E
N

ଆସନ୍ତୁ ଜାଣିବା କଟକ ଝିଅ ରିୟାନା...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES