ସାବଧାନ ! Kiss ଦ୍ୱାରା ମଧ୍ୟ ହୋଇପାରେ ଏହି ରୋଗ..
1 / 13

ସମ୍ପର୍କକୁ ମଜବୁତ କରିବା ପାଇଁ କିସ୍ କରିବା ଅତ୍ୟନ୍ତ ଆବଶ୍ୟକ । ପ୍ରାୟତଃ ପୁଅ-ଝିଅ ନିଜ ପ୍ରେମକୁ ଜାହିର କରିବା ପାଇଁ ପରସ୍ପରକୁ କିସ୍ କରନ୍ତି ।

ସମ୍ପର୍କକୁ ମଜବୁତ କରିବା ପାଇଁ...
Read more
2 / 13

ପ୍ରେମି-ପ୍ରେମିକା ହୁଅନ୍ତୁ କିମ୍ବା ସାଙ୍ଗ ସାଥି, ପ୍ରେମକୁ ଜାହିର କରିବା ପାଇଁ ଚୁମ୍ବନ କରିଥାନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ କିସ୍ କରିବା ଶୈଳୀ ଭିନ୍ନ ହୋଇଥାଏ ।

ପ୍ରେମି-ପ୍ରେମିକା ହୁଅନ୍ତୁ କିମ୍ବା...
Read more
3 / 13

କିଛି ଯୁଗଳ ଫ୍ରେଞ୍ଚ କିସ୍ କରନ୍ତି ତ କିଛି ଲିପ୍ କିସ୍ କରନ୍ତି । ସମସ୍ତଙ୍କୁ କିସ୍ କରିବା କଥାତ ଜଣାଥିବ କିନ୍ତୁ କିସ୍ ଦ୍ୱାରା ହେଉଥିବା ରୋଗ ବିଷୟରେ ବହୁତ କମ ଲୋକେ ଜାଣନ୍ତି ।

କିଛି ଯୁଗଳ ଫ୍ରେଞ୍ଚ କିସ୍ କରନ୍ତି...
Read more
4 / 13

ଆଜି ଆମ୍ଭେ ଆପଣଙ୍କୁ ଲିପ୍ କିସ୍ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଜଣେଇବୁ ।

ଆଜି ଆମ୍ଭେ ଆପଣଙ୍କୁ ଲିପ୍ କିସ୍...
Read more
5 / 13

ଗଳା ରୋଗ (Strep throat) ଏକ ଏପରି ରୋଗ ଯାହା ଷ୍ଟ୍ରେପ୍ ଜିବାଣୁ ଦ୍ୱାରା ହୋଇଥାଏ । ଏହି ଜିବାଣୁଟି ପ୍ରାୟତଃ କିସ୍ ଏବଂ ଛିଙ୍କିବା ଦ୍ୱାରା ହୋଇଥାଏ ।

ଗଳା ରୋଗ (Strep throat) ଏକ ଏପରି...
Read more
6 / 13

ଇନଫେକ୍ସିୟସ୍ ମୋନୋନ୍ୟୁକ୍ଲିୟସ ରୋଗ ମୁଖ ସହ ଜଡିତ ଏକ ମାରତ୍ମାକ ରୋଗ ଅଟେ, ଯାହା ମୁଖର ଲାଳ ଦ୍ୱାରା ଶରୀରରେ ପ୍ରବେଶ କରେ। ଏହା କିସ୍ କରିବା ଦ୍ୱାରା ହୋଇଥାଏ।

ଇନଫେକ୍ସିୟସ୍ ମୋନୋନ୍ୟୁକ୍ଲିୟସ ରୋଗ...
Read more
7 / 13

କିସ୍ କରିବା ଦ୍ୱାରା ମସ୍ତିଷ୍କ ରୋଗ (ନୋନିନଜାଇଟିସ୍) ହୋଇପାରେ । ଏହା ସାଧାରଣତଃ ଜିବାଣୁ, ଭୁତାଣୁ, କବକ, ପରଜୀବିର ସଂକ୍ରମଣ କାରଣ ଦ୍ୱାରା ହୋଇଥାଏ।

କିସ୍ କରିବା ଦ୍ୱାରା ମସ୍ତିଷ୍କ ରୋଗ...
Read more
8 / 13

ମମସ୍ ଏକ ଭାଏରାଲ ସଂକ୍ରମିତ ଜନିତ ରୋଗ ଯାହା କିସ୍ କଲେ ହୋଇପାରେ । ଏହା ସାଧାରଣତଃ ନାକ ଏବଂ ଗଳାର ବାୟୁ ପ୍ରବାଭିତ ଯୋଗୁଁ ହୋଇଥାଏ ।

ମମସ୍ ଏକ ଭାଏରାଲ ସଂକ୍ରମିତ ଜନିତ...
Read more
9 / 13

କିସ୍ କରିବା ଦ୍ୱାରା ଦାନ୍ତ ଏବଂ ଦାନ୍ତମାଡିରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଅଧିକାଂଶ ଲୋକେ ନିଜ ପାଟି ସଫା ନରଖି କିସ୍ କରନ୍ତି ।

କିସ୍ କରିବା ଦ୍ୱାରା ଦାନ୍ତ ଏବଂ...
Read more
10 / 13

କିଛି ଲୋକଙ୍କ ଓଠରେ ଘା ହୋଇଥାଏ । ଏହି ଅବସ୍ଥାରେ ଯଦି ଆପଣଙ୍କ ପାର୍ଟନର କିସ୍ କରନ୍ତି ତେବେ ପାଟିର ଲାଳ ସଂସ୍ପର୍ଶରେ ଜିବାଣୁ ଆସି ଆପଣଙ୍କ ପାଟିରେ ମଧ୍ୟ ଘା ହେବାର ସମ୍ଭାବନା କରାଏ।

କିଛି ଲୋକଙ୍କ ଓଠରେ ଘା ହୋଇଥାଏ ।...
Read more
11 / 13

କିସ୍ କରିବା ଦ୍ୱାରା ଇନଫେକ୍ସନ ମଧ୍ୟ ହୋଇଥାଏ । ଯାହାକି ଭବିଷ୍ୟତରେ ଯେକୌଣସି ରୋଗର କାରଣ ସୃଷ୍ଟି ହୋଇପାରେ।

କିସ୍ କରିବା ଦ୍ୱାରା ଇନଫେକ୍ସନ...
Read more
12 / 13

ଯଦି ଆପଣଙ୍କ ପାର୍ଟନର ଦାନ୍ତ କିମ୍ବା ଦାନ୍ତମାଡିରେ କୌଣସି ପ୍ରକାର ସମସ୍ୟା ଥାଏ ତେବେ ଆପଣ ତାଙ୍କ ଠାରୁ ଦୁରେଇ ରୁହନ୍ତୁ କିମ୍ବା ରୋଗର ଚିକିତ୍ସା କରାଇ କିସ୍ କରିବାକୁ ଚେଷ୍ଟା କରନ୍ତୁ।

ଯଦି ଆପଣଙ୍କ ପାର୍ଟନର ଦାନ୍ତ...
Read more
13 / 13

ପୁଅ-ଝିଅଙ୍କ ମଧ୍ୟ ଯାହାର ବି ସର୍ଦ୍ଧି, ଖାସ ହୋଇଥିବା ବେଳେ ଯଦି କିସ୍ କରନ୍ତି ତେବେ ସେହି ସମୟରେ କିସ୍ କରିବା ଉଚିତ୍ ନୁହେଁ । ନହେଲେ ଆପଣଙ୍କୁ ମଧ୍ୟ ଏହି ରୋଗର ସାମ୍ନା କରିବାକୁ ପଡିବ ।

ପୁଅ-ଝିଅଙ୍କ ମଧ୍ୟ ଯାହାର ବି...
Read more

O
P
E
N

ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES