ଏହି ୧୧ଟି ସପ୍ନ ଆଣିବ ଅପଣଙ୍କ ଘରକୁ ଖୁସି
1 / 15

କିଛି ସପ୍ନ ଏପରି ଥାଏ ଯାହା ବିଷୟରେ କୁହାଯାଏ ଏହାକୁ ଦେଖିବା ଅର୍ଥ ହେଉଛି ଘରେ ଖୁସିକୁ ସ୍ୱାଗତ କରିବା ।

କିଛି ସପ୍ନ ଏପରି ଥାଏ ଯାହା ବିଷୟରେ...
Read more
2 / 15

କିଛି ବ୍ୟକ୍ତିଙ୍କର ନିଦ ହେବା ସଙ୍ଗେ ସଙ୍ଗେ ହିଁ ସ୍ୱପ୍ନ ଆସିବା ଆରମ୍ଭ ହୋଇଯାଏ ଏବଂ ଏହି ସ୍ୱପ୍ନକୁ ଭବିଷ୍ୟତରେ ପୂରଣ କରିବାର ମଧ୍ୟ ଇଚ୍ଛା ରଖିଥାନ୍ତି ।

କିଛି ବ୍ୟକ୍ତିଙ୍କର ନିଦ ହେବା...
Read more
3 / 15

ପ୍ରାକୃତିକ ଦୃଷ୍ଟିରୁ କିଛି ଏପରି ସ୍ୱପ୍ନ ଅଛି ଯାହା ଆମର ନିକଟ ଭବିଷ୍ୟତରେ ଆସିବାକୁ ଯାଉଥିବା ସୁଖ ଓ ଦୁଃଖର ସନ୍ଦେଶ ଦେଇଥାଏ ।

ପ୍ରାକୃତିକ ଦୃଷ୍ଟିରୁ କିଛି ଏପରି...
Read more
4 / 15

ତେବେ ଆସନ୍ତୁ ଜାଣିବା ଏମିତି କିଛି ସ୍ୱପ୍ନ ବିଷୟରେ ।

ତେବେ ଆସନ୍ତୁ ଜାଣିବା ଏମିତି କିଛି...
Read more
5 / 15

ସ୍ୱପ୍ନରେ ସାପକୁ ଦେଖିବା- ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ସ୍ୱପ୍ନରେ ସାପ ଦେଖାଯାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଘରେ କୁଣିଆଁର ଆଗମନ ।

ସ୍ୱପ୍ନରେ ସାପକୁ ଦେଖିବା- ସ୍ୱପ୍ନ...
Read more
6 / 15

ସ୍ୱପ୍ନରେ ଡାଳିମ୍ବ ଦେଖିବା- ସ୍ୱପ୍ନରେ ଡାଲିମ୍ବ ଦେଖିବା ଅର୍ଥାତ୍ ଧନ ଲାଭ ଏବଂ ସନ୍ତାନ ପ୍ରାପ୍ତି ।

ସ୍ୱପ୍ନରେ ଡାଳିମ୍ବ ଦେଖିବା-...
Read more
7 / 15

ଆମ୍ବ ଗଛ- ଯଦି ଆପଣ ସ୍ୱପ୍ନରେ ଆମ୍ବରେ ଭରା ଗଛ ଦେଖୁଛନ୍ତି ତେବେ ଏହାର ସଙ୍କେତ ହେଉଛି ଆପଣଙ୍କ ଘରେ ଖୁସିର ବାର୍ତ୍ତା ଆସି ପହଞ୍ଚିବ ।

ଆମ୍ବ ଗଛ- ଯଦି ଆପଣ ସ୍ୱପ୍ନରେ...
Read more
8 / 15

ତେନ୍ତୁଳି ଖାଉଥିବା ଦୃଶ୍ୟ- ସ୍ୱପ୍ନରେ ତେନ୍ତୁଳି ଖାଉଥିବା ଦୃଶ୍ୟ ଯଦି ଦେଖନ୍ତି ତେବେ ଜାଣନ୍ତୁ ଘରେ ସନ୍ତାନ ଆସିବେ ।

ତେନ୍ତୁଳି ଖାଉଥିବା ଦୃଶ୍ୟ-...
Read more
9 / 15

ଛୋଟ ଛୁଆଙ୍କ ଖେଳୁଥିବା ଦୃଶ୍ୟ- ସ୍ୱପ୍ନରେ ଯଦି ଛୋଟ ଛୁଆ ଖେଳନ୍ତି ତେବେ ଏହା ଦାମ୍ପତ୍ୟ ଜୀବନରେ ମଧୁରତା ଆଣିବ ଏବଂ ସନ୍ତାନପ୍ରାପ୍ତ ପାଇଁ ଯୋଗ୍ୟ ବନିବେ ।

ଛୋଟ ଛୁଆଙ୍କ ଖେଳୁଥିବା ଦୃଶ୍ୟ-...
Read more
10 / 15

ସେଓ ଖାଉଥିବା ସ୍ୱପ୍ନ- ଯଦି ସ୍ୱପ୍ନରେ ମହିଳାଙ୍କର ସେଓ ଖାଉଥିବା ଅବସ୍ଥା ଦେଖନ୍ତି ତେବେ ଏହା ଆପଣଙ୍କ କାର୍ଯ୍ୟରେ ସଫଳତା ଆସିବାର ସଙ୍କେତ ।

ସେଓ ଖାଉଥିବା ସ୍ୱପ୍ନ- ଯଦି...
Read more
11 / 15

ଦର୍ପଣ ଦେଖିବା- ସ୍ୱପ୍ନରେ ଦର୍ପଣ ଦେଖିବା ଅର୍ଥାତ ଆପଣଙ୍କୁ ଶିଘ୍ର ସନ୍ତାନ ପ୍ରାପ୍ତ ହେବ ।

ଦର୍ପଣ ଦେଖିବା- ସ୍ୱପ୍ନରେ ଦର୍ପଣ...
Read more
12 / 15

ଲାଲ ରଙ୍ଗର ଫୁଲ- ଆପଣଙ୍କ ଜୀବନରେ ଅଟକି ରହିଥିବା ଯେକୌଣସି କାର୍ଯ୍ୟ ଖୁବଶିଘ୍ର ସଫଳ ହେବ ।

ଲାଲ ରଙ୍ଗର ଫୁଲ- ଆପଣଙ୍କ ଜୀବନରେ...
Read more
13 / 15

ଶସ୍ୟପୂର୍ଣ୍ଣ ଜମି- ଯଦି ସ୍ୱପ୍ନରେ ଶସ୍ୟପୂର୍ଣ୍ଣ ଜମିକୁ ଦେଖନ୍ତି ତେବେ ଆପଣଙ୍କୁ ଧନପ୍ରାପ୍ତ ହେବାର ସମୟ ଆସିଗଲାଣି ବୋଲି ଜାଣିନିଅନ୍ତୁ ।

ଶସ୍ୟପୂର୍ଣ୍ଣ ଜମି- ଯଦି ସ୍ୱପ୍ନରେ...
Read more
14 / 15

ନଖ ବଡ ହେଉଥିବାର ସ୍ୱପ୍ନ- ନିଜ ନଖ ବଡ ହେଉଥିବାର ସ୍ୱପ୍ନ ଦେଖିବା ଏକ ଭଲ ସଙ୍କେତ ।

ନଖ ବଡ ହେଉଥିବାର ସ୍ୱପ୍ନ- ନିଜ ନଖ...
Read more
15 / 15

ଉଚ୍ଚ ପର୍ବତ ଦେଖିଲେ ନିଜର ମନଇଚ୍ଛା ତ ପୂର୍ଣ୍ଣ ହେବ କିନ୍ତୁ ବହୁତ ପରିଶ୍ରମ ପରେ ।

ଉଚ୍ଚ ପର୍ବତ ଦେଖିଲେ ନିଜର ମନଇଚ୍ଛା...
Read more

O
P
E
N

ଡବୁ ରତନାନୀଙ୍କର ୨୦୧୮ କ୍ୟାଲେଣ୍ଡରରେ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES