ଆଇବ୍ରୋ କହିବ ଆପଣଙ୍କ ପ୍ରେମ ଓ ଇଣ୍ଟିମେସି କଥା
1 / 12

ଫେସ୍ ରିଡିଙ୍ଗ ଏବଂ ଫେଙ୍ଗ୍ ସୁଇ ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ଆଖିର ଇସାରାରୁ ପ୍ରେମ ହୋଇପାରେ ତେବେ ସେ ପ୍ରେମର ଆଇନା ହେଉଛି ଭ୍ରୁଲତା ।

ଫେସ୍ ରିଡିଙ୍ଗ ଏବଂ ଫେଙ୍ଗ୍ ସୁଇ...
Read more
2 / 12

ହୃଦୟ, ସେକ୍ସୁଆଲ ଏନାର୍ଜି ଏବଂ ପାର୍ଟନର ସହ ରଖିଥିବା ସମ୍ପର୍କର କଥା କହେ ଭ୍ରୁଲତା ।

ହୃଦୟ, ସେକ୍ସୁଆଲ ଏନାର୍ଜି ଏବଂ...
Read more
3 / 12

ଯଦି ଆପଣଙ୍କ ଆଇବ୍ରୋ କର୍ବ ଥାଏ, ତେବେ ଆପଣଙ୍କ ପାଖରେ ନୂତନ ଜିନିଷ ବିଚାର କରିବାର ଶକ୍ତି ଅଛି । ଆପଣ କଳାକୁ ଯେକୌଣସି ରୂପରେ ନେବା ପାଇଁ ସକ୍ଷମ ହେବେ ।

ଯଦି ଆପଣଙ୍କ ଆଇବ୍ରୋ କର୍ବ ଥାଏ,...
Read more
4 / 12

ସିଧା ଆଇବ୍ରୋ ଥିବା ଲୋକେ ବହୁତ ସାହାସୀ ଏବଂ ଉତ୍ସାହୀ ଚରିତ୍ରର ବ୍ୟକ୍ତି ଅଟନ୍ତି ।

ସିଧା ଆଇବ୍ରୋ ଥିବା ଲୋକେ ବହୁତ...
Read more
5 / 12

କୋଣଯୁକ୍ତ ଭ୍ରୁଲତା ଥିବା ବ୍ୟକ୍ତି ବହୁତ ସୂକ୍ଷ୍ମ ଏବଂ ବ୍ୟକ୍ତିଗତ ଭାବେ ରହିବା ପସନ୍ଦ କରନ୍ତି ।

କୋଣଯୁକ୍ତ ଭ୍ରୁଲତା ଥିବା ବ୍ୟକ୍ତି...
Read more
6 / 12

ଘନ ଭ୍ରୁଲତା ଇଙ୍ଗିତ କରାଏ କି ଏହି ବ୍ୟକ୍ତିଙ୍କ ଶରୀରରେ ପୁରୁଷ ହରମୋନ ଅତ୍ୟଧିକ ଥାଏ ।

ଘନ ଭ୍ରୁଲତା ଇଙ୍ଗିତ କରାଏ କି ଏହି...
Read more
7 / 12

ଯାହାର ଭ୍ରୁଲତା ପତଳା ଥାଏ ସେମାନେ ନାରୀଙ୍କୁ ହିଁ ଅଧିକ ଭଲ ପାଆନ୍ତି ଏବଂ ସେମାନେ ଭଦ୍ର ବ୍ୟକ୍ତିତ୍ୱ ।

ଯାହାର ଭ୍ରୁଲତା ପତଳା ଥାଏ ସେମାନେ...
Read more
8 / 12

ଉଚ୍ଚ ଆଇବ୍ରୋ ଥିବା ବ୍ୟକ୍ତିଙ୍କର ସବୁବେଳେ ଉଚ୍ଚାଭିଳାଷୀ ଥାଏ । ସେମାନେ ସବୁବେଳେ ସ୍ୱପ୍ନରେ ବୁଡି ରହିଥାନ୍ତି ।

ଉଚ୍ଚ ଆଇବ୍ରୋ ଥିବା ବ୍ୟକ୍ତିଙ୍କର...
Read more
9 / 12

ନୀଚ୍ଚ ଆଇବ୍ରୋ ବ୍ୟକ୍ତିମାନେ ବହୁତ ଯତ୍ନବାନ ଏବଂ ଆତ୍ମକୁଶଳ ଥାନ୍ତି । ଏହି ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କ ପଛରେ ନିଜର ସମୟ ନଷ୍ଟ କରନ୍ତି ନାହିଁ ।

ନୀଚ୍ଚ ଆଇବ୍ରୋ ବ୍ୟକ୍ତିମାନେ ବହୁତ...
Read more
10 / 12

ଯଦି ଜଣେ ନାରୀର ଡାହାଣ ଆଇବ୍ରୋ ବାମ ଆଇବ୍ରୋଠାରୁ ଉଚ୍ଚ ଥାଏ ତେବେ ଏହି ନାରୀମାନେ ପ୍ରେମରେ ଛଳନା କରନ୍ତି ।

ଯଦି ଜଣେ ନାରୀର ଡାହାଣ ଆଇବ୍ରୋ ବାମ...
Read more
11 / 12

ବାମ ଆଇବ୍ରୋଟି ଡାହାଣ ଆଇବ୍ରୋଠାରୁ ଉଚ୍ଚ ଥାଏ ତେବେ ଏହି ନାରୀର ପ୍ରେମିକ ପ୍ରଭାବଶାଳୀ ଅଟନ୍ତି ।

ବାମ ଆଇବ୍ରୋଟି ଡାହାଣ ଆଇବ୍ରୋଠାରୁ...
Read more
12 / 12

ସୂକ୍ଷ୍ମ ଏବଂ ଉଜ୍ୱଳ ଆଇବ୍ରୋ ଥିବା ବ୍ୟକ୍ତିଙ୍କର ସେକ୍ସୁଆଲ ଏନାର୍ଜି ବହୁତ ଥାଏ ।

ସୂକ୍ଷ୍ମ ଏବଂ ଉଜ୍ୱଳ ଆଇବ୍ରୋ ଥିବା...
Read more

O
P
E
N

ଏକାଠି ପଖାଳ ଓ ବଡିଛୁଇଁ ତରକାରୀର ମଜା...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES