ବ୍ରେନର ପାୱାର ବଢାଇବେ? ଖାଆନ୍ତୁ ଏହି ସୁପରଫୁଡ..
1 / 26

ସୁନ୍ଦର ଦେଖାଯିବ ସହିତ ବିଚକ୍ଷଣ ବୁଦ୍ଧି କାମନା ସମସ୍ତଙ୍କୁ ଦରକାର। କିନ୍ତୁ ଏହା କାହିଁକି ସମ୍ଭବ ନୁହେଁ ତାହା ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ..(Pc-Istock/Shutterstock)

ସୁନ୍ଦର ଦେଖାଯିବ ସହିତ ବିଚକ୍ଷଣ...
Read more
2 / 26

ଆପଣଙ୍କ ଆହାରରେ ଫଳ, ପନିପରିବା ଏବଂ ଆମିଷ ସାମିଲ କରନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ ବ୍ରେନ୍ ଫୁଡ ଖାଇଲେ ବଢେପାରେ ଆପଣଙ୍କ ବ୍ରେନ ପାୱର ।

ଆପଣଙ୍କ ଆହାରରେ ଫଳ, ପନିପରିବା ଏବଂ...
Read more
3 / 26

ବ୍ୟସ୍ତଭରା ଜୀବନରେ ବହୁତ ଟେନସନ ଆଣିଦିଏ ଯାହାର ସିଧା ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡେ । ଏଥିପାଇଁ ପୁଷ୍ଟିକର ଖାଦ୍ୟ ଏବଂ ଲାଇଫଷ୍ଟାଇଲ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ଅଟେ ।

ବ୍ୟସ୍ତଭରା ଜୀବନରେ ବହୁତ ଟେନସନ...
Read more
4 / 26

କଥାରେ ଅଛି ନା ପ୍ରତିଦିନ ଗୋଟିଏ ସେଓ ଖାଇଲେ ଡାକ୍ତର ଆମଠୁ ଦୂରରେ ରହିବେ। ଲାଲ ରଙ୍ଗର ସେଓରୁ କିଛି ଏପରି ରସାୟନ ମିଳିଛି ଯାହାକୁ ଖାଇଲେ ବ୍ରେନ ଡେମେଜ ହେବାରୁ ରକ୍ଷା ପାଇପାରିବା ।

କଥାରେ ଅଛି ନା ପ୍ରତିଦିନ ଗୋଟିଏ...
Read more
5 / 26

କଫି ଏକଗ୍ରତା ବଢେଇବାରେ ବହୁତ ସାହାଯ୍ୟ କରେ । ଏହାଛଡା ବ୍ରେନରେ ଏଣ୍ଟିଅକ୍ସିଡେଣ୍ଟସ୍ ମଧ୍ୟ ପହଞ୍ଚେ ।

କଫି ଏକଗ୍ରତା ବଢେଇବାରେ ବହୁତ...
Read more
6 / 26

ବିଟ୍ ରୁଟ୍ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ବୋଲି ପ୍ରମାଣ ହୋଇଛି । ବିଟ୍ ରୁଟ ସେବନ କଲେ ଡିପ୍ରେଶନକୁ ଲଢିବାରେ ସାହାଯ୍ୟ କରେ ।

ବିଟ୍ ରୁଟ୍ ମସ୍ତିଷ୍କ ପାଇଁ ବହୁତ...
Read more
7 / 26

ସବୁଜ ପତ୍ର ଥିବା ପରିବାରେ ଭିଟାମିନ ସି ଭରପୁର ମାତ୍ରାରେ ଥାଏ । ଏଥିରେ କେରୋଟେନାଇଡସ୍ ମଧ୍ୟ ରହିଥାଏ ଯାହାକି ପାୱାରଫୁଲ ବ୍ରେନ ପ୍ରୋଟେକ୍ଟର୍ସ ରୂପେରେ ପରିଚିତ ।

ସବୁଜ ପତ୍ର ଥିବା ପରିବାରେ ଭିଟାମିନ...
Read more
8 / 26

ଷ୍ଟ୍ରବେରୀରେ ଏଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ ସି ଭରପୁର ରହିଛି । ମେମୋରୀ ଲସ୍ ଠାରୁ ବଞ୍ଚିବା ପାଇଁ ଷ୍ଟ୍ରବେରୀକୁ ସେବନ କରିବା ଏକ ବୁଦ୍ଧିମାନର କାର୍ଯ୍ୟ ।

ଷ୍ଟ୍ରବେରୀରେ ଏଣ୍ଟିଅକ୍ସିଡେଣ୍ଟ...
Read more
9 / 26

ଭିଟାମିନ ଇ ସେବନ କରିବା ଦ୍ୱାରା ମେମୋରୀ ଲସ ହେବାର ସମସ୍ୟା ଦୂର କରିଥାଏ । ଆଖରୋଟ୍ ରେ ପ୍ରଚୁର ମାତ୍ରାରେ ଭିଟାମିନ ଇ ଥାଏ । ଏହାର ସେବନ ପ୍ରତିଦିନ କରିବା ଉଚିତ୍ ।

ଭିଟାମିନ ଇ ସେବନ କରିବା ଦ୍ୱାରା...
Read more
10 / 26

ହଳଦୀ ମସ୍ତିଷ୍କକୁ ବହୁତ ଲାଭ ପହଞ୍ଚାଇଥାଏ । ହଳଦୀ କେବଳ ଖାଇବାରେ ରଙ୍ଗ ଏବଂ ସ୍ୱାଦ ହିଁ ବଢାଏ ନାହିଁ ବରଂ ଏହାକୁ ସେବନ କଲେ ଆପଣଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରାଇଥାଏ ।

ହଳଦୀ ମସ୍ତିଷ୍କକୁ ବହୁତ ଲାଭ...
Read more
11 / 26

ବାଦାମରେ ଏଣ୍ଟି-ଅକ୍ସିଡେଣ୍ଟ ମିଳେ । ପ୍ରତିଦିନ ବାଦାମ ଖାଇଲେ ମସ୍ତିଷ୍କକୁ ତୀବ୍ର କରାଇଥାଏ ।

ବାଦାମରେ ଏଣ୍ଟି-ଅକ୍ସିଡେଣ୍ଟ ମିଳେ...
Read more
12 / 26

ପୁଦିନା ପତ୍ରରେ ଔଷଧିୟ ଗୁଣ ରହିଛି । ପୁଦିନା ପତ୍ରକୁ ଖାଇଲେ ମସ୍ତିଷ୍କକୁ ଅଲର୍ଟ କରିବା ସହିତ ମେମୋରୀଙ୍କୁ ତୀବ୍ର କରାଇଥାଏ ।

ପୁଦିନା ପତ୍ରରେ ଔଷଧିୟ ଗୁଣ ରହିଛି...
Read more
13 / 26

ପାଳଙ୍ଗ ଶାଗରେ ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ବହୁତ ମାତ୍ରାରେ ରହିଛି । ଏହା ସ୍ମରଣ ଶକ୍ତିକୁ ବଢାଇବା ସହିତ ଶିଖିବା କ୍ଷମତାକୁ ବଢାଇଥାଏ ।

ପାଳଙ୍ଗ ଶାଗରେ ମ୍ୟାଗ୍ନେସିୟମ ଏବଂ...
Read more
14 / 26

ଏକଗ୍ରତା ବଢେଇବା ପାଇଁ ମସ୍ତିଷ୍କକୁ ଗ୍ଲୁକୋଜର ଆବଶ୍ୟକତା ରହିଛି । ଏଥିପାଇଁ ସକାଳେ ଶସ୍ୟ ଜାତୀୟ ଜିନିଷ ସେବନ କରିବା ଉଚିତ୍ । ଏଥିରେ ଭିଟାମିନ ଏବଂ ଫାଇବର ଥାଏ ଯାହା ମସ୍ତିଷ୍କକୁ ତୀବ୍ର କରେ

ଏକଗ୍ରତା ବଢେଇବା ପାଇଁ ମସ୍ତିଷ୍କକୁ...
Read more
15 / 26

ଓଟସ୍ ରେ କାର୍ବୋହାଇଡ୍ରେଟ ରହିଛି ଯାହାକି ମସ୍ତିଷ୍କକୁ ଏନର୍ଜୀ ପହଞ୍ଚାଇଥାଏ । ମେମୋରୀକୁ ଶକ୍ତିଶାଳୀ କରିଥାଏ ।

ଓଟସ୍ ରେ କାର୍ବୋହାଇଡ୍ରେଟ ରହିଛି...
Read more
16 / 26

କ୍ଷୀରରେ ଭିଟାମିନ ବି 6, ବି 12, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମର ମାତ୍ରା ଭରପୁର ରହିଛି । ଏହି ସବୁ ଭିଟାମିନ ଏକା ସହ କ୍ଷୀରରେ ମିଳୁଛି ଅର୍ଥାତ୍ ଏହା ମସ୍ତିଷ୍କ ପାଇଁ ବହୁତ ଭଲ।

କ୍ଷୀରରେ ଭିଟାମିନ ବି 6, ବି 12,...
Read more
17 / 26

ଦହିରେ ଆମିନୋ ଏସିଡ ଥାଏ । ଏହା ସେବନ କଲେ ମାନସିକ ଚାପ ଦୂର ହୁଏ ।

ଦହିରେ ଆମିନୋ ଏସିଡ ଥାଏ । ଏହା...
Read more
18 / 26

ଅଳସୀ ମଞ୍ଜି ଦେହ ପାଇଁ ବହୁତ ହିତକର । ଏଥିରେ ଓମେଗା 3 ଫେଟି ଏସିଡ ଏବଂ ଫାଇବର ରହିଛି ଯାହାକି ବ୍ରେନକୁ ସାର୍ପ କରେଇଥାଏ ।

ଅଳସୀ ମଞ୍ଜି ଦେହ ପାଇଁ ବହୁତ ହିତକର...
Read more
19 / 26

ଚା' ପ୍ରତିଟି ଘରେ ପ୍ରସ୍ତୁତ କରାଯାଏ । କିନ୍ତୁ ଆପଣଙ୍କୁ ଜଣା କି ଏଥିରେ ମିଳିଥିବା ପାଲିଫେନାଲ ମସ୍ତିଷ୍କକୁ ସନ୍ତୁଳିତ କରିବା ପାଇଁ ସାହାଯ୍ୟ କରେ ।

ଚା' ପ୍ରତିଟି ଘରେ ପ୍ରସ୍ତୁତ...
Read more
20 / 26

ଟୋମାଟୋ ଏକ ଏପରି ପରିବା ଯେଉଥିରେ ଏଣ୍ଟିଅକ୍ସିଡେଣ୍ଟ ଆପଣଙ୍କ ବ୍ରେନର ସେଲସକୁ ଡ୍ୟାମେଜ ହେବାରୁ ବଞ୍ଚାଇଥାଏ ।

ଟୋମାଟୋ ଏକ ଏପରି ପରିବା ଯେଉଥିରେ...
Read more
21 / 26

କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଏଥିରେ ଥିବା ମ୍ୟାଗ୍ନେସିୟମ ଶରୀରର ଉଚ୍ଚତା ବଢେଇବା ସହିତ ମସ୍ତିଷ୍କ ସବଳ ହୋଇଥାଏ ।

କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ...
Read more
22 / 26

ଷ୍ଟଡିଜ ଅନୁସାରେ ବ୍ଲାକବେରୀ ସେବନ କଲେ ମେମୋରୀ ପାୱାର ଦୁଇଗୁଣ ବଢିଯାଏ ।

ଷ୍ଟଡିଜ ଅନୁସାରେ ବ୍ଲାକବେରୀ ସେବନ...
Read more
23 / 26

ଅଣ୍ଡାର ହଳଦିଆ ଅଂଶ ମସ୍ତିଷ୍କ ପାଇଁ ବହୁତ ଭଲ । ଏହା ବ୍ରେନକୁ ଶକ୍ତିଶାଳୀ କରେ ।

ଅଣ୍ଡାର ହଳଦିଆ ଅଂଶ ମସ୍ତିଷ୍କ ପାଇଁ...
Read more
24 / 26

ମସ୍ତିଷ୍କ ତୀବ୍ର କରିବା ପାଇଁ ଚକଲେଟ ମଧ୍ୟ ବହୁତ ସାହାଯ୍ୟ କରେ । ଡାର୍କ ଚକଲେଟରେ 70 ପ୍ରତିଶତ ନଡିଆ ଥାଏ, ଏହା ବ୍ରେନ ବୁଷ୍ଟ କରିବାରେ ସାହାଯ୍ୟ କରେ ।

ମସ୍ତିଷ୍କ ତୀବ୍ର କରିବା ପାଇଁ...
Read more
25 / 26

ମାଛକୁ ଖାସ୍ ହୋମ ବ୍ରେନ୍ ଫୁଡ୍ ମଧ୍ୟ କୁହାଯାଏ । ମାଛ ଚର୍ବିରେ 3ଟି ଫେଟି ଏସିଡ ମିଳିଥାଏ ଯେଉଁଟି ବ୍ରେନ ପାୱାର ବଢାଇଥାଏ ।

ମାଛକୁ ଖାସ୍ ହୋମ ବ୍ରେନ୍ ଫୁଡ୍...
Read more
26 / 26

ବ୍ରେନକୁ ଏକ୍ଟିଭ୍ ରଖିବା ପାଇଁ ପାଣି ପିଇବା ନିହାତି ଜରୁରୀ । ଆମର ମସ୍ତିଷ୍କଟି 85 ପ୍ରତିଶତ ଜଳୀୟ ଅଂଶରେ ତିଆରି ହୋଇଛି । ଦିନକୁ 6-8 ଗ୍ଲାସ୍ ପାଣି ପିଇବା ଉଚିତ ।

ବ୍ରେନକୁ ଏକ୍ଟିଭ୍ ରଖିବା ପାଇଁ...
Read more

O
P
E
N

ଯେବେ ବି ମହିଳା ପ୍ରଥମ ଥର ପାଇଁ ନିଜ...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES