ମୋବାଇଲ ନମ୍ବର ଖୋଲିବ ଭାଗ୍ୟର ତାଲା
1 / 11

ଅଙ୍କଜ୍ୟୋତିଷ ଅନୁସାରେ, ଆପଣଙ୍କ ମୋବାଇଲ ନମ୍ବର ମଧ୍ୟ ଖୋଲିପାରେ ଭାଗ୍ୟର ତାଲା। ମୋବାଇଲ ନମ୍ବରର ସମସ୍ତ ସଂଖ୍ୟାକୁ ଯୋଡି ଯେଉଁ ନମ୍ବର ବାହାରିବ ସେଇ ନମ୍ବର ହେବ ଆପଣଙ୍କ ଲକି ନମ୍ବର।

ଅଙ୍କଜ୍ୟୋତିଷ ଅନୁସାରେ, ଆପଣଙ୍କ...
Read more
2 / 11

ଯଦି ଆପଣଙ୍କ ମୋବାଇଲ ନଂ ୭୬୪୫୯୨୧୩୨୭ ହୁଏ, ତେବେ ଏହି ନମ୍ବରଗୁଡିକୁ ଯୋଗ କଲେ ୫୧ ହେବ। ପୁଣି ଉଭୟକୁ ଯୋଗ କରିବା ପରେ ଆସୁଥିବା ୬ ସଂଖ୍ୟାଟି ହୋଇଯିବ ଆପଣଙ୍କ ଲକି ନଂ ।

ଯଦି ଆପଣଙ୍କ ମୋବାଇଲ ନଂ...
Read more
3 / 11

୧: ଯଦି ସର୍ବମୋଟ ନଂ ଆପଣଙ୍କ ୧ ଆସେ, ତେବେ ବ୍ୟବସାୟୀଙ୍କ ପାଇଁ ଏହା ଏକ ଲକି ନଂ ବୋଲି ମାନେ କରାଯାଏ। କିନ୍ତୁ ୧ ନଂଟି ପ୍ରେମ ପାଇଁ ଲକି ନୁହେଁ। ଏହା ଶକ୍ତିଶାଳୀ ଓ ପ୍ରଭାବଶାଳୀ ନମ୍ବର ଅଟେ

୧: ଯଦି ସର୍ବମୋଟ ନଂ ଆପଣଙ୍କ ୧...
Read more
4 / 11

୨: ମାର୍କେଟିଂ ଏବଂ ପେଶାଦାରଙ୍କ ପାଇଁ ୨ ସଂଖ୍ୟାକୁ ଲକି ନଂ ଭାବେ ଗ୍ରହଣ କରିବାକୁ ଉପଦେଶ ଦିଆଯାଏ। ଏହି ନମ୍ବରକୁ ରୋମାଣ୍ଟିକ ନମ୍ବର ମଧ୍ୟ କୁହାଯାଏ।

୨: ମାର୍କେଟିଂ ଏବଂ ପେଶାଦାରଙ୍କ...
Read more
5 / 11

୩: କବି, ଲେଖକ ଏବଂ କଳାକାର ୩କୁ ନିଜ ଲକି ନମ୍ବର ଭାବେ ଗ୍ରହଣ କରିବା ଉଚିତ୍। ଏହି ନମ୍ବରଟି ନିଜର କଳାକୁ ଅନୁପ୍ରାଣିତ କରେଇବାରେ ସାହାଯ୍ୟ କରାଇଥାଏ।

୩: କବି, ଲେଖକ ଏବଂ କଳାକାର ୩କୁ...
Read more
6 / 11

୪: ଏହି ସଂଖ୍ୟାଟି ବ୍ୟାଙ୍କ କର୍ମଚାରୀ, ଓକିଲଙ୍କ ପାଇଁ ବହୁତ ଲକି ବୋଲି ବିବେଚନା କରାଯାଇଛି ।

୪: ଏହି ସଂଖ୍ୟାଟି ବ୍ୟାଙ୍କ...
Read more
7 / 11

୫: ପ୍ରେମ କରିବା, ଏକୁଟିଆ ରହିବାକୁ ପସନ୍ଦ କରିବା ଏବଂ ପରିଭ୍ରମଣ କରିବା ଯେଉଁ ବ୍ୟକ୍ତି ପସନ୍ଦ, ସେମାନେ ଏହି ସଂଖ୍ୟାକୁ ଲକି ଭାବେ ଗ୍ରହଣ କରିବା ଉଚିତ୍ ।

୫: ପ୍ରେମ କରିବା, ଏକୁଟିଆ ରହିବାକୁ...
Read more
8 / 11

୬: ସଂଖ୍ୟା ୬ଟି ପରିବାର ପାଇଁ ବେଷ୍ଟ ନମ୍ବର ବୋଲି କୁହାଯାଏ। ଏହି ସଂଖ୍ୟାଟି ପ୍ରେମ, ଯତ୍ନ, ଦାୟିତ୍ୱ ନିଭେଇବାରେ ଅନୁପ୍ରାଣିତ କରାଇଥାଏ।

୬: ସଂଖ୍ୟା ୬ଟି ପରିବାର ପାଇଁ...
Read more
9 / 11

୭: ଏହି ସଂଖ୍ୟାଟି ଛାତ୍ରଛାତ୍ରୀଙ୍କ ପାଇଁ ପରଫେକ୍ଟ ସଂଖ୍ୟା ବୋଲି କୁହାଯାଇଛି। ଏହା ବିଦ୍ୟାର୍ଥୀଙ୍କୁ ପଜିଟିଭ୍ ଏନର୍ଜି ଯୋଗେଇଥାଏ।

୭: ଏହି ସଂଖ୍ୟାଟି ଛାତ୍ରଛାତ୍ରୀଙ୍କ...
Read more
10 / 11

୮: ସଂଖ୍ୟା ୮ଟି ଯେଉଁ ବ୍ୟକ୍ତିଙ୍କର ଲକି ସଂଖ୍ୟା ଥାଏ, ସେହି ବ୍ୟକ୍ତିମାନେ ବ୍ୟବସାୟରେ ଉନ୍ନତି କରନ୍ତି। ନିଜ ଭିତରେ ସବୁବେଳେ ସାହସ ଜଗୃତ କରିବାକୁ ଚେଷ୍ଟା କରଥାନ୍ତି।

୮: ସଂଖ୍ୟା ୮ଟି ଯେଉଁ ବ୍ୟକ୍ତିଙ୍କର...
Read more
11 / 11

୯: ଏହି ସଂଖ୍ୟାଟି ଯାହାର ଲକି ହୋଇଥାଏ ସେ ସବୁବେଳେ ସୁସ୍ଥ ଶରୀର କଥା ଚିନ୍ତା କରେ। ନିଜ ଶରୀର ପ୍ରତି ଯତ୍ନବାନ ହୁଏ। ଏହି ନମ୍ବରକୁ ନିଜ ପାଇଁ ଆଦର୍ଶ ବୋଲି ଭାବିବା ଉଚିତ୍।

୯: ଏହି ସଂଖ୍ୟାଟି ଯାହାର ଲକି...
Read more

O
P
E
N

ଫେସ୍ ରିଡିଙ୍ଗ ଏବଂ ଫେଙ୍ଗ୍ ସୁଇ...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES