ଓଠ କହେ ନାରୀ ଚରିତ୍ର...
1 / 10

ମହିଳାଙ୍କ ଜୀବନରେ ଏପରି କେତେକ କଥା ଥାଏ ଯାହାକି ସେ ସମସ୍ତଙ୍କ ସହିତ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ। ଏହି କ୍ଷେତ୍ରରେ ପୁରୁଷମାନେ ତାଙ୍କ ଭାବନାକୁ ବୁଝିବା କଠିନ ହୋଇଥାଏ।

ମହିଳାଙ୍କ ଜୀବନରେ ଏପରି କେତେକ କଥା...
Read more
2 / 10

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ମହିଳାଙ୍କର ଓଠର ଆକାର ଏବଂ ରଙ୍ଗ ଦେଖି ଆପଣ ତାଙ୍କ ସହ ଜଡିତ ବ୍ୟକ୍ତିଗତ କଥା ଜାଣିପାରିବେ।

ନିକଟରେ ହୋଇଥିବା ଏକ ସର୍ଭେରୁ...
Read more
3 / 10

ଆସନ୍ତୁ ଜାଣିବା ମହିଳାଙ୍କର ଓଠର ଆକୃତି ଏବଂ ରଙ୍ଗରେ ଲୁଚିରହିଥିବା କିଛି ରହସ୍ୟମୟ କଥା।

ଆସନ୍ତୁ ଜାଣିବା ମହିଳାଙ୍କର ଓଠର...
Read more
4 / 10

ଆକର୍ଷିତ ଏବଂ ସୁନ୍ଦର ଓଠ ଥିବା ମହିଳାମାନେ କଠିନ ପରିଶ୍ରମୀ, ବୁଦ୍ଧିମତୀ, ସଚ୍ଚୋଟତା, ଦୟାଳୁ ଏବଂ ଲୋକଙ୍କୁ ସମ୍ମାନ ଦେବା ଭଳି ଚରିତ୍ର ଥାଏ।

ଆକର୍ଷିତ ଏବଂ ସୁନ୍ଦର ଓଠ ଥିବା...
Read more
5 / 10

ମୋଟା ଓଠ ଥିବା ମହିଳା ଟିକିଏ କଳେହି ପ୍ରକୃତିର ହୋଇଥାନ୍ତି। ଏମାନଙ୍କର ଏହି ପ୍ରକୃତି ଯୋଗୁଁ ନିଜର ପାର୍ଟନରଙ୍କ ସହିତ ମଧ୍ୟ ଝଗଡା କରନ୍ତି।

ମୋଟା ଓଠ ଥିବା ମହିଳା ଟିକିଏ କଳେହି...
Read more
6 / 10

ଯେଉଁ ମହିଳାଙ୍କର ଓଠ ବହୁତ ପତଳା ଥାଏ ସେମାନଙ୍କର ସ୍ୱଭାବ ରହସ୍ୟମୟୀ ଥାଏ। ନିଜର ବିଚକ୍ଷଣ ବୁଦ୍ଧି ଯୋଗୁଁ ସମସ୍ତ କ୍ଷେତ୍ରର ସମସ୍ୟାକୁ ସମାଧାନ କରିପାରନ୍ତି।

ଯେଉଁ ମହିଳାଙ୍କର ଓଠ ବହୁତ ପତଳା...
Read more
7 / 10

ଯେଉଁ ମହିଳାଙ୍କର ଓଠ କଳା ଥାଏ ସେମାନେ ପାଠପଢାରେ ଆଗ୍ରହୀ ଥାନ୍ତି। ଏହି ମହିଳାମାନେ ଭଲ କଥାବାର୍ତ୍ତା ହେବା ସହିତ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି।

ଯେଉଁ ମହିଳାଙ୍କର ଓଠ କଳା ଥାଏ...
Read more
8 / 10

ଗୋଲାପୀ ରଙ୍ଗର ଓଠ ଥିବା ମହିଳାମାନେ ବ୍ୟବହାରରେ ସମସ୍ତଙ୍କ ମନ ଜିତିଥାନ୍ତି।

ଗୋଲାପୀ ରଙ୍ଗର ଓଠ ଥିବା ମହିଳାମାନେ...
Read more
9 / 10

ଅପର ଲିପ୍ ଉପରେ ହେଲ୍କ ବାଲା ଓଠଥିବା ଝିଅମାନେ ବହୁତ ଜିଦ୍ଦି ହୋଇଥାନ୍ତି।

ଅପର ଲିପ୍ ଉପରେ ହେଲ୍କ ବାଲା...
Read more
10 / 10

ଯେଉଁ ମହିଳାଙ୍କର ଲୋୟାର ଲିପ ହେଲ୍କ ବାଲା ଓଠ ଥାଏ ସେମାନେ ନିଜର ସ୍ୱାମୀଙ୍କୁ ଏବଂ ପରିବାରକୁ ବହୁତ ଭଲ ପାଇଥାନ୍ତି।

ଯେଉଁ ମହିଳାଙ୍କର ଲୋୟାର ଲିପ ହେଲ୍କ...
Read more

O
P
E
N

ସାରା ଦିନର ହାଲିଆକୁ ମିଟାଇବା ପାଇଁ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES