ନବବର୍ଷରେ ନବୀନଙ୍କ ନବୀନତା ରାଜ୍ୟବାସୀଙ୍କ ପାଇଁ ସମର୍ପିତ ସେବାର ପ୍ରତୀକ
1 / 11

ଭୁବନେଶ୍ୱରରେ ନିର୍ମାଣ ହେଉଥିବା କ୍ରାଫ୍ଟ ମ୍ୟୁଜିୟମର କାର୍ଯ୍ୟର ଅଗ୍ରଗତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦାରଖ କରୁଛନ୍ତି । (PC- twitter/Naveen_Odisha)

ଭୁବନେଶ୍ୱରରେ ନିର୍ମାଣ ହେଉଥିବା...
Read more
2 / 11

ବିଜେବି କଲେଜର ହୀରକ ଜୟନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଭାରତର ସ୍ୱାଧିନତା ସଂଗ୍ରାମରେ ପ୍ରଥମ ପାଇକ ବିଦ୍ରୋହୀ ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ(PC- twitter)

ବିଜେବି କଲେଜର ହୀରକ ଜୟନ୍ତି...
Read more
3 / 11

ଚତୁର୍ଥ ଓଡିଶା ରାଉଣ୍ଡ ଟେବୁଲ କୋନକ୍ଲେଭରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ବ୍ୟବସାୟ ଦିଗରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ମାନଙ୍କୁ ପ୍ରକାଶ କରିଥିଲେ ।(PC- twitter/Naveen_Odisha)

ଚତୁର୍ଥ ଓଡିଶା ରାଉଣ୍ଡ ଟେବୁଲ...
Read more
4 / 11

କମିଶନର ପୋଲିସର ଦଶମ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏହି ପୋଲିସ ପ୍ରଶାସନରେ କାର୍ଯ୍ୟକାରିତାକୁ ପ୍ରଶଂସା କରିଥିଲେ (PC- twitter)

କମିଶନର ପୋଲିସର ଦଶମ ପ୍ରତିଷ୍ଠା...
Read more
5 / 11

ତିରୁପତି ଓ ଭେଲୋର ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।(PC- twitter/Naveen_Odisha)

ତିରୁପତି ଓ ଭେଲୋର ଅଭିମୁଖେ ବରିଷ୍ଠ...
Read more
6 / 11

31ତମ ସ୍ୱାଧିନତା ସଂଗ୍ରାମି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେମାନଙ୍କ ବଳିଦାନକୁ ମନେ ପକାଇଥିଲେ।(PC-twtr)

31ତମ ସ୍ୱାଧିନତା ସଂଗ୍ରାମି...
Read more
7 / 11

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ/ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି।(PC-twr)

ବିଶିଷ୍ଟ ସ୍ୱାଧୀନତା...
Read more
8 / 11

ନବବର୍ଷର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସ୍ରୋତରେ ସ୍ୱାଗତ କରୁଛନ୍ତି ମନ୍ତ୍ରୀମଣ୍ଡଳ ଏବଂ ତାଙ୍କୁ ଭଲ ପାଉଥିବା ସମର୍ଥକ ।(PC- twitter/Naveen_Odisha)

ନବବର୍ଷର ଶୁଭ ଅବସରରେ...
Read more
9 / 11

ରାଜ୍ୟ ବାସୀଙ୍କ ସୁଖ ସମୃଦ୍ଧି ମନାସୀ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ଫରୁଛନ୍ତି ନବୀନ ପଟ୍ଟନାୟକ ।(PC- twitter/Naveen_Odisha)

ରାଜ୍ୟ ବାସୀଙ୍କ ସୁଖ ସମୃଦ୍ଧି...
Read more
10 / 11

ରାଜ୍ୟପାଳ ଏସସି ଜମିରଙ୍କୁ ନବବର୍ଷର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।(PC- twitter/Naveen_Odisha)

ରାଜ୍ୟପାଳ ଏସସି ଜମିରଙ୍କୁ ନବବର୍ଷର...
Read more
11 / 11

ରାଜ୍ୟସ୍ତରୀୟ ଆଇନଜୀବୀ ମହା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାନ୍ୟବର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଯୋଗ ଦେଇଥିଲେ ।(PC- twitter/Naveen_Odisha)

ରାଜ୍ୟସ୍ତରୀୟ ଆଇନଜୀବୀ ମହା...
Read more

O
P
E
N

ବଲିଉଡରେ ଯେତେ କ୍ରେଜ ଷ୍ଟାରଙ୍କ ପାଇଁ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES