ଜଗନ୍ନାଥ ରସଗୋଲାର ଜିଆଇ ମାନ୍ୟତା ପାଇଁ ଆବେଦନ କରିବେ ରାଜ୍ୟ ସରକାର
1 / 10

ଦୀର୍ଘ ଦୁଇ ବର୍ଷ ଧରି ରସଗୋଲାର ଉତ୍ପତ୍ତିକୁ ନେଇ ଓଡିଶା ଓ ପଶ୍ଚମବଙ୍ଗ ମଧ୍ୟରେ ଚାଲିଥିଲା ଲଢେଇ।(ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ଦୀର୍ଘ ଦୁଇ ବର୍ଷ ଧରି ରସଗୋଲାର...
Read more
2 / 10

ଏବେ ଏହି ଲଢେଇରେ ପଡିଲା ପୂର୍ଣ୍ଣଛେଦ।(ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ଏବେ ଏହି ଲଢେଇରେ ପଡିଲା...
Read more
3 / 10

ରସଗୋଲାର ଉତ୍ପତ୍ତି ପଶ୍ଚିମବଙ୍ଗରୁ ହୋଇଛି ବୋଲି ଜିଓଗ୍ରାଫିକାଲ ଇଣ୍ଡିକେସନ (GI) ରେଜିଷ୍ଟ୍ରି ଘୋଷଣା କରିଛନ୍ତି।(ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ରସଗୋଲାର ଉତ୍ପତ୍ତି ପଶ୍ଚିମବଙ୍ଗରୁ...
Read more
4 / 10

ଏହି ଘୋଷଣାକୁ ନେଇ ରାଜ୍ୟ ସରକାର, ଓଡିଶା ଉପରେ ଅନ୍ୟାୟ କରାଯାଇଛି ବୋଲି କହିଛନ୍ତି।(ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ଏହି ଘୋଷଣାକୁ ନେଇ ରାଜ୍ୟ ସରକାର,...
Read more
5 / 10

ଏଥିପାଇଁ ସରକାର ଆସନ୍ତା ଦିନରେ ମଧ୍ୟ ଲଢେଇ ଜାରି ରଖିବ ବୋଲି ଓଡିଶା ସରକାର କହିଛନ୍ତି।(ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ଏଥିପାଇଁ ସରକାର ଆସନ୍ତା ଦିନରେ...
Read more
6 / 10

ବହୁ କାଳରୁ ରସଗୋଲା ପ୍ରଭୁ ଜଗନ୍ନାଥ ସଂସ୍କୃତି ଏବଂ ଅନ୍ୟାନ୍ୟ ପରମ୍ପରା ସହ ଜଡିତ।(ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ବହୁ କାଳରୁ ରସଗୋଲା ପ୍ରଭୁ ଜଗନ୍ନାଥ...
Read more
7 / 10

ରସଗୋଲାର ଜିଆଇ ଟ୍ୟାଗ ପାଇବା ପାଇଁ ରାଜ୍ୟ ସରକାର ଜିଓଗ୍ରାଫିକାଲ ଇଣ୍ଡିକେସନ କର୍ତ୍ତୃପକ୍ଷଙ୍କ ପାଖରେ ଆଦେବନ କରିବେ।(ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ରସଗୋଲାର ଜିଆଇ ଟ୍ୟାଗ ପାଇବା ପାଇଁ...
Read more
8 / 10

ଏନେଇ ରାଜ୍ୟ ସରକାରଙ୍କର ଶିଳ୍ପ ବିଭାଗ ଆଇନ ବିଶେଷଜ୍ଞ ଏବଂ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି।(ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ଏନେଇ ରାଜ୍ୟ ସରକାରଙ୍କର ଶିଳ୍ପ...
Read more
9 / 10

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହୋଇ ଆସୁଥିବା ଜଗନ୍ନାଥ ରସଗୋଲାର ଐତିହାସିକ ପରିଚୟ ରହିଛି। (ଫଟୋ ସୌଜନ୍ୟ-ସୋସିଆଲ ମିଡିଆ)

ବିଶ୍ୱ ପ୍ରସିଦ୍ଧ ପୁରୀ...
Read more
10 / 10

ଐତିହାସିକ ପରିଚୟ ରହିଛି ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ଜଗନ୍ନାଥ ରସଗୋଲା

ଐତିହାସିକ ପରିଚୟ ରହିଛି ବିଶ୍ୱ...
Read more

O
P
E
N

ଇନଷ୍ଟାରେ ଏବେ ଚହଳ ପକେଇଛି ସୁନ୍ଦରୀ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES