ଏହି ଉପାୟ କରିବ ଧଳା କେଶ ସମସ୍ୟା ଦୂର...
1 / 12

ଆଜିକାଲି କମ ବୟସରେ ଲୋକମାନଙ୍କର କେଶ ଧଳା ହୋଇଯାଉଛି। ଏହି ଧଳା କେଶରୁ ନିଜାତ ପାଇବା ପାଇଁ ବିଭିନ୍ନ ପ୍ରକାରର ରଙ୍ଗର ବ୍ୟବହାର କରୁଛନ୍ତି,ଯାହା ଦ୍ୱାରା ଲୋକଙ୍କ କେଶ ଅଧିକ ଧଳା ପଡିଯାଇଥାଏ।

ଆଜିକାଲି କମ ବୟସରେ ଲୋକମାନଙ୍କର...
Read more
2 / 12

ଅସମୟରେ କେଶ ଧଳା ପଡିବାର ଅନେକ କାରଣ ହୋଇପାରେ,ଯେମିତି କି ଶରୀରରେ ପ୍ରୋଟିନର ଅଭାବ,ଚିନ୍ତା,ଭୁଲ୍ ବିୟୁଟି ପ୍ରଡକ୍ଟସ୍ ଓ ଡାଇ ହେୟାରକଲର।

ଅସମୟରେ କେଶ ଧଳା ପଡିବାର ଅନେକ...
Read more
3 / 12

ଆମେ ଜଣାଇ ଦେଉଛୁ ଯେ, ସମସ୍ତଙ୍କ କେଶରେ ପିଗ୍ମେଟ ରହିଥାଏ। ବୟସ ବଢିବା ସହିତ ମ୍ୟାଲନିନ ତିଆରି ହେବା ସ୍ତର କମିଯାଇଥାଏ। ତେଣୁ କେଶ ଧଳା ପଡିବା ଆରମ୍ଭ କରିଥାଏ।

ଆମେ ଜଣାଇ ଦେଉଛୁ ଯେ, ସମସ୍ତଙ୍କ...
Read more
4 / 12

ଆପଣ ଧଳା କେଶ ସମସ୍ୟା ଦେଇ ଗତି କରୁଛନ୍ତି କି, ତାହାଲେ ଚିନ୍ତିତ ହେବା ଛାଡି ଦିଅନ୍ତୁ। କାରଣ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଅଛୁ, ଯାହା ଧଳା କେଶକୁ କଳା କରିବାରେ ସାହାଯ୍ୟ କରିବ।

ଆପଣ ଧଳା କେଶ ସମସ୍ୟା ଦେଇ ଗତି...
Read more
5 / 12

ଅଁଳା କେଶକୁ କଳା କରିବାରେ ବହୁତ ସାହଯ୍ୟ କରିଥାଏ। ଅଁଳା ରସକୁ ବାଦାମ ତେଲରେ ମିଶାଇ କେଶରେ ଲଗାଇଲେ କେଶରେ କଳାପଣ ଆସିଥାଏ।

ଅଁଳା କେଶକୁ କଳା କରିବାରେ ବହୁତ...
Read more
6 / 12

ଅଦାକୁ ଛେଚି ସେଥିରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରି ସପ୍ତାହରେ ଦୁଇଥର କେଶରେ ଲଗାଇଲେ କେଶ ଧଳା ପଡିବା କମ୍ ହୋଇଥାଏ।

ଅଦାକୁ ଛେଚି ସେଥିରେ ମହୁ ମିଶାଇ...
Read more
7 / 12

ପିଆଜ ରସକୁ କେଶର ସିରାରେ ଲଗାଇବାରୁ କେଶ କଳା ହେବା ସହିତ ସାଇନ୍ ମଧ୍ୟ କରିବା

ପିଆଜ ରସକୁ କେଶର ସିରାରେ ଲଗାଇବାରୁ...
Read more
8 / 12

କେଶରେ ନିୟମିତ ସୋରିଷ ତେଲ ମାଲିସ କରିବା ଦ୍ୱାରା କେଶ କଳା ରହିଥାଏ।

କେଶରେ ନିୟମିତ ସୋରିଷ ତେଲ ମାଲିସ...
Read more
9 / 12

ନଡିଆ ତେଲ ଭୃସଙ୍ଗ ପତ୍ର ଏବଂ ଅଁଳାକୁ ଗରମ କରିନିଅନ୍ତୁ। ଏହି ତେଲକୁ ଥଣ୍ଡା କରି ନିଜ କେଶର ମୂଳ ଭାଗରେ ଲଗାଇବା ଦ୍ୱାରା ଧଳା କେଶରୁ ଛୁଟକାର ମିଳିଥାଏ।

ନଡିଆ ତେଲ ଭୃସଙ୍ଗ ପତ୍ର ଏବଂ...
Read more
10 / 12

ଦହିରେ ମେହେନ୍ଦୀ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ, ଏହି ପେଷ୍ଟକୁ ସପ୍ତାହରେ ଦୁଇଥର କେଳରେ ଲଗାଇବା ଦ୍ୱାରା କେଶ କଳା ହେବାକୁ ଲଗିଥାଏ।

ଦହିରେ ମେହେନ୍ଦୀ ମିଶାଇ ଏକ ପେଷ୍ଟ...
Read more
11 / 12

ଧଳା କେଶ ଉପରେ ବ୍ଲାକ କଫି ଏବଂ ବ୍ଲାକ ଟିରେ ସଫା କରିବା ଦ୍ୱାରା ଧଳା କେଶ ରଙ୍ଗ କଳା ହୋଇଥାଏ।

ଧଳା କେଶ ଉପରେ ବ୍ଲାକ କଫି ଏବଂ...
Read more
12 / 12

ଧଳା କେଶରେ ଘିକୁଆଁରୀ ଲଗାଇଲେ ବହୁତ ଫାଇଦା ମିଳିଥାଏ।

ଧଳା କେଶରେ ଘିକୁଆଁରୀ ଲଗାଇଲେ ବହୁତ...
Read more

O
P
E
N

ମହିଳାଙ୍କ ଜୀବନରେ ଏପରି କେତେକ କଥା ଥାଏ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES