ମହିଳାଙ୍କୁ ମାସିକଧର୍ମରେ କାହିଁକି ଚକୋଲେଟ ଖାଇବାକୁ ଇଚ୍ଛା ହୁଏ..
1 / 10

ମହିଳାଙ୍କୁ ପ୍ରତି ମାସରେ ମାସିକଧର୍ମ ହୋଇଥାଏ। ଏହା କୌଣସି ରୋଗ ନୁହେଁ ଯେ ଏହା ପାଇଁ ଔଷଧ ନେବା। କିନ୍ତୁ ଏହି ସମୟରେ ହେଉଥିବା ବ୍ୟଥା ପ୍ରତିଟି ମହିଳାଙ୍କୁ ସହିବାକୁ ପଡେ।

ମହିଳାଙ୍କୁ ପ୍ରତି ମାସରେ...
Read more
2 / 10

ବ୍ୟଥା ହେବା ସମୟରେ ଚକୋଲେଟ ସେବନ କଲେ ବ୍ୟଥାରୁ ମୁକ୍ତି ମିଳେ। ଚକୋଲେଟରେ ରିଲାକ୍ସ ପହଞ୍ଚାଇବା ଭଳି ଏଣ୍ଡୋଫ୍ରିନ ଥାଏ ଯାହାକୁ ଚିଡଚିଡାରୁ ମୁକ୍ତି କରାଏ।

ବ୍ୟଥା ହେବା ସମୟରେ ଚକୋଲେଟ ସେବନ...
Read more
3 / 10

ଏହାଛ଼ଡା ପିରିୟଡସ ସମୟରେ ବ୍ଲାକ ଚକୋଲେଟ ଖାଇଲେ ଶରୀରକୁ ବହୁତ ଫାଇଦା ହୋଇଥାଏ।

ଏହାଛ଼ଡା ପିରିୟଡସ ସମୟରେ ବ୍ଲାକ...
Read more
4 / 10

ଆସନ୍ତୁ ଜାଣିବା କାହିଁକି ପିରିୟଡସ ସମୟରେ ମହିଳାମାନେ ଚକୋଲେଟ ଖାଇବାକୁ ପସନ୍ଦ କରନ୍ତି।

ଆସନ୍ତୁ ଜାଣିବା କାହିଁକି ପିରିୟଡସ...
Read more
5 / 10

ପିରିୟଡସ ସମୟରେ ମହିଳାଙ୍କୁ ପ୍ରାୟ ଚିଡଚିଡା ଅନୁଭବ ହୁଏ। ଚକଲେଟ ଗୁଡ୍ ହରମନକୁ ରିଲିଜ କରେ ଯେଉଁଥିରୁ ମହିଳାଙ୍କର ଚିଡଚିଡାପଣ ଦୂର ହୁଏ।

ପିରିୟଡସ ସମୟରେ ମହିଳାଙ୍କୁ ପ୍ରାୟ...
Read more
6 / 10

ପିରିୟଡସ ସମୟରେ ହରମନ ବଦଳିବା ଯୋଗୁଁ ମିଠା ଖାଇବାକୁ ଇଚ୍ଛା ହୁଏ। ଖାସ୍ କରି ଚକୋଲେଟ ଖାଇବାକୁ ବହୁତ ଇଚ୍ଛା କରନ୍ତି।

ପିରିୟଡସ ସମୟରେ ହରମନ ବଦଳିବା...
Read more
7 / 10

ପିରିୟଡସରେ ପ୍ରୋଜେଷ୍ଟେରୋନ ଏବଂ ଏଷ୍ଟ୍ରୋଜନ ହରମନ କମ ହେବା ଯୋଗୁଁ ଅଧିକ ଭୋକ ଲାଗେ।

ପିରିୟଡସରେ ପ୍ରୋଜେଷ୍ଟେରୋନ ଏବଂ...
Read more
8 / 10

ପିରିୟଡସ ଦ୍ୱାରା ଫିଲ ଗୁଡ ହରମନ ସେରୋଟୋନିନ କମ ହୋଇଯାଏ। ଏଥିସହିତ ଷ୍ଟ୍ରେସ ହରମନ କୋର୍ଟିସୋଲ ବଢିଯାଏ ଯେଉଁଥିପାଇଁ ମିଠା ଖାଇବାକୁ ବହୁତ ଇଚ୍ଛା କରନ୍ତି।

ପିରିୟଡସ ଦ୍ୱାରା ଫିଲ ଗୁଡ ହରମନ...
Read more
9 / 10

ପିରିୟଡସ ସମୟରେ ମହିଳାଙ୍କ ମୁଡ ପ୍ରାୟ ଖରାପ ରୁହେ, ସେଥିପାଇଁ ସେମାନେ ନିଜର ମନ ପସନ୍ଦର ଖାଦ୍ୟ ଖାଆନ୍ତି।

ପିରିୟଡସ ସମୟରେ ମହିଳାଙ୍କ ମୁଡ...
Read more
10 / 10

କିଛି ଲୋକେ କୁହନ୍ତି ଯେ ଚକୋଲେଟ ଖାଇବାର ଇଚ୍ଛା ହେଉଛି ଏକ ମାସନିକ। ଏହାର ହରମନ ସହିତ କୌଣସି ସମ୍ପର୍କ ନାହିଁ।

କିଛି ଲୋକେ କୁହନ୍ତି ଯେ ଚକୋଲେଟ...
Read more

O
P
E
N

ବଲିଉଡର ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES