ଏହା ଜାଣିବା ପରେ ବୋଧହୁଏ ଜିନ୍ସ ପିନ୍ଧିବା ବନ୍ଦ କରିଦେବେ
1 / 8

ଷ୍ଟାଇଲିଶ ଲୁକ୍ ପାଇବା ପାଇଁ ଟାଇଟ୍ ଜିନ୍ସର ଚାହିଦା ସବୁବେଳେ ରହିଛି । କିନ୍ତୁ ଏହି ଜିନ୍ସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ଜିନ୍ସର ଅପକାର..

ଷ୍ଟାଇଲିଶ ଲୁକ୍ ପାଇବା ପାଇଁ ଟାଇଟ୍...
Read more
2 / 8

ଟାଇଟ୍ ଜିନ୍ସ ପିନ୍ଧିଲେ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହେବାର ଆଶଙ୍କା ଥାଏ । ଏହା ଦ୍ୱାରା ଆଣ୍ଠୁ ଏବଂ ପାଦରେ ମରଣାତ୍ମକ ରୋଗ ମଧ୍ୟ ହୋଇପାରେ ।

ଟାଇଟ୍ ଜିନ୍ସ ପିନ୍ଧିଲେ...
Read more
3 / 8

ଦୀର୍ଘ ସମୟ ଧରି ଟାଇଟ୍ ପୋଷାକ ପିନ୍ଧିଲେ ମେରୁଦଣ୍ଡ, ପେଟ ଏବଂ ଅଣ୍ଟାର ତଳ ଅଂଶର ମାଂସ ପେଶୀକୁ ଦୁର୍ବଳ କରାଇଥାଏ । ଏହାଛଡା ପେଟ, ଅଣ୍ଟା ଏବଂ ଗୋଡ ମଧ୍ୟ ଯନ୍ତ୍ରଣା ହୋଇଥାଏ ।

ଦୀର୍ଘ ସମୟ ଧରି ଟାଇଟ୍ ପୋଷାକ...
Read more
4 / 8

ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା କେଣ୍ଡିଡାୟିଷ୍ଟ ଇନଫେକସନ ହୋଇପାରେ । ଏହା ଯୋଗୁଁ ଭଜାଇନାର ଆଖପାଖ ଅଂଶରେ କୁଣ୍ଡିଆ ଏବଂ ଦରଜ ସମସ୍ୟା ବଢିଥାଏ ।

ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା...
Read more
5 / 8

ଯଦି ଆପଣ ଟାଇଟ୍ ଜିନ୍ସ ପିନ୍ଧି ସାରା ଦିନ ଠିଆ ହୁଅନ୍ତି ତେବେ ଆପଣଙ୍କ ଗୋଡରେ ଦୁର୍ବଳତା ସମସ୍ୟା ଦେଖାଦେଇପାରେ ।

ଯଦି ଆପଣ ଟାଇଟ୍ ଜିନ୍ସ ପିନ୍ଧି...
Read more
6 / 8

ଏପ୍ରକାରର ପୋଷାକ ପିନ୍ଧିବା ଦ୍ୱାରା ଶରୀରରେ ବାୟୁ ପରିବେଷ କରିପାରେ ନାହିଁ, ଫଳରେ କୁଣ୍ଡିଆ, ଜଳାପୋଡା ଭଳି ଅନେକ ରୋଗ ଆକ୍ରମଣ କରିଥାଏ ।

ଏପ୍ରକାରର ପୋଷାକ ପିନ୍ଧିବା ଦ୍ୱାରା...
Read more
7 / 8

ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଆପଣଙ୍କ ଆଣ୍ଠୁକୁ ଚାପ ପକାଇଥାଏ । ଫଳରେ ଆପଣଙ୍କ ଖେଳକୁଦ, ଡିଆଁଡେଇଁ, ଚାଲିବାରେ ବହୁତ ସମସ୍ୟା ଜାତ ହୋଇଥାଏ ।

ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା...
Read more
8 / 8

ସ୍କିନ୍ ଫିଟ୍ ଜିନ୍ସ ପିନ୍ଧିବା ଯୋଗୁଁ ହିପସ୍ ଏବଂ ପାଦ ଗୋଇଠିର ମୁମେଣ୍ଟ ଠିକ୍ ଭାବେ ହୋଇପାରେ ନାହିଁ । ଯାହାଦ୍ୱାରା ଏହାର ସିଧା ପ୍ରଭାବ ଆପଣଙ୍କ ବେକ ଉପରେ ପଡିଥାଏ। ଫଳରେ ବ୍ୟାକ୍ ପେନ୍ ହୁଏ

ସ୍କିନ୍ ଫିଟ୍ ଜିନ୍ସ ପିନ୍ଧିବା...
Read more

O
P
E
N

ଅଙ୍କଜ୍ୟୋତିଷ ଅନୁସାରେ, ଆପଣଙ୍କ ମୋବାଇଲ...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES