ନ୍ୟୁଡ ସ୍ଲିପିଙ୍ଗ: ଜାଣନ୍ତୁ ଏହାର ଫାଇଦା..
1 / 6

ସାରା ଦିନର ହାଲିଆକୁ ମିଟାଇବା ପାଇଁ ଯେତେବେଳେ ଆପଣ ଶୋଇବାକୁ ଯାଆନ୍ତି ସେତେବେଳେଳେ ଆପଣଙ୍କୁ ଆରାମ ମିଳେ। କିନ୍ତୁ କ'ଣ ଆପଣ ଜାଣନ୍ତି କି ବିନା ପୋଷାକରେ ଶୋଇବା ଆପଣଙ୍କୁ ବହୁତ ଫାଇଦା ମିଳିପାରେ..

ସାରା ଦିନର ହାଲିଆକୁ ମିଟାଇବା ପାଇଁ...
Read more
2 / 6

ସମ୍ପର୍କ ମଜବୁତ- ଯେବେ ଆପଣ ବିନା ପୋଷାକରେ ଶୁଅନ୍ତି ସେତେବେଳେ ପରସ୍ପରଙ୍କୁ ଉଷ୍ଣତା ମିଳେ। ସେହି ଉଷ୍ଣତାରେ ଉଭୟ କମ୍ଫର୍ଟ ଫିଲ କରନ୍ତି। ବିନା ପୋଷାକରେ ଶୋଉଥିବା ୫୭% ଦମ୍ପତି ଖୁସି ଅଛନ୍ତି

ସମ୍ପର୍କ ମଜବୁତ- ଯେବେ ଆପଣ ବିନା...
Read more
3 / 6

ଡାଇଭିଟିସରୁ ରକ୍ଷା- ଯେଉଁ ବ୍ୟକ୍ତି ୪ ସପ୍ତାହ ପର୍ଯ୍ୟନ୍ତ କମ ତାପମାତ୍ରାରେ ଶୋଇଛନ୍ତି ସେମାନଙ୍କର ଇନସୁଲିନ ଦୁଇଗୁଣ ଭଲ ଥିଲା। ବିନା ପୋଷାକରେ ଶୋଇବା ଭଲ।

ଡାଇଭିଟିସରୁ ରକ୍ଷା- ଯେଉଁ ବ୍ୟକ୍ତି...
Read more
4 / 6

ରୋଗରୁ ମୁକ୍ତି- ଯେତେବେଳେ ଏକ ଦମ୍ପତି ମୁହାଁମୁହିଁ ଶୁଅନ୍ତି ସେହି ସମୟରେ ଏଡ୍ରେନଲ ଗ୍ଲାଣ୍ଡକୁ ସନ୍ଦେଶ ମିଳେ ତାକୁ ଷ୍ଟ୍ରେସ ହରମନ କୋର୍ଟିସୋଲକୁ କମ ମାତ୍ରାରେ ତିଆରି କରିବାକୁ ଆଦେଶ ଦିଏ।

ରୋଗରୁ ମୁକ୍ତି- ଯେତେବେଳେ ଏକ...
Read more
5 / 6

ଭଲ ନିଦ- ବିନା କପଡାରେ ଶୋଇଲେ ଶରୀରର ତାପମାତ୍ରା କମ ହୋଇଯାଏ, ଫଳରେ ଭଲ ନିଦ ହେବା ସହିତ ବହୁତ ଫାଇଦା ମିଳିଥାଏ।

ଭଲ ନିଦ- ବିନା କପଡାରେ ଶୋଇଲେ...
Read more
6 / 6

ମହିଳାଙ୍କ ସ୍ୱାସ୍ଥ୍ୟ- ପ୍ରାୟ ସମୟରେ ମହିଳାଙ୍କର ସବୁଠାରୁ ବଡ ସମସ୍ୟା ହୋଇଥାଏ ଯୌନାଙ୍ଗରେ ଇନଫେକଶନ। ଶୋଇବା ବେଳେ ତାପମାତ୍ର ଆଧିକ ହେବା ଫଳରେ ଯୌନାଙ୍ଗରେ ଫଙ୍ଗସ ହୋଇଥାଏ।

ମହିଳାଙ୍କ ସ୍ୱାସ୍ଥ୍ୟ- ପ୍ରାୟ...
Read more

O
P
E
N

୨୬ ସେକେଣ୍ତରେ ପ୍ରେମକୁ ଜାହିର କରିବା...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES