ଜାଣନ୍ତୁ ବରଫର ଉପକାର..
1 / 12

ପିଲାଦିନେ ଆପଣ ମଧ୍ୟ ମାଆଙ୍କଠାରୁ ଲୁଚି ଲୁଚି ଫ୍ରିଜରୁ ବରଫ ଖାଉଥିବେ । ଆଉ ଏହା ମଧ୍ୟ ଶୁଣିଥିବେ ଯେ ତ୍ୱଚାରେ ଉଜ୍ୱଳ ପାଇବାକୁ ହେଲେ ବରଫ ଲଗାନ୍ତୁ । (PC-IStocks)

ପିଲାଦିନେ ଆପଣ ମଧ୍ୟ ମାଆଙ୍କଠାରୁ...
Read more
2 / 12

ବରଫ ବହୁତ ଉପକାର ଦେଇଥାଏ । ଗରମ ଦିନେ ଥଣ୍ଡା ପାଣି ପିଇବାରେ ଏବଂ ଛୋଟ ଛୁଆଙ୍କ ନାକରୁ ରକ୍ତ ପଡିବାରୁ ବନ୍ଦ କରିବା ପାଇଁ ବରଫକୁ ବ୍ୟବହାର କରାଯାଏ ।

ବରଫ ବହୁତ ଉପକାର ଦେଇଥାଏ । ଗରମ...
Read more
3 / 12

ବରଫ ବ୍ୟବହାର କରିବା ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ସ୍କିନ ସମସ୍ୟାକୁ ଦୁର କରିପାରିବେ । ଆସନ୍ତୁ ବରଫ ଦ୍ୱାରା ଉପକାର ହେଉଥିବା ତ୍ୱଚା ସମ୍ବନ୍ଧିୟ କିଛି ଟିପ୍ସ..

ବରଫ ବ୍ୟବହାର କରିବା ଦ୍ୱାରା ଆପଣ...
Read more
4 / 12

ଯଦି ଆପଣଙ୍କ ତ୍ୱଚାର ଲୋମଛିଦ୍ର ବହୁତ ଖୋଲା ହୋଇଛି ତେବେ ଆପଣ ବରଫକୁ ଲଗାନ୍ତୁ । ଏହା ତ୍ୱଚାକୁ ଟାଇଟ ରଖିବାରେ ସାହାଯ୍ୟ କରେ ।

ଯଦି ଆପଣଙ୍କ ତ୍ୱଚାର ଲୋମଛିଦ୍ର...
Read more
5 / 12

ଯଦି ଆପଣଙ୍କୁ ଅନୁଭବ ହୁଏ ଯେ ଆପଣଙ୍କ ତ୍ୱଚାରେ କିଛି ନା କିଛି କାରଣରୁ ମୁହଁ ନାଲି ପଡିଯାଏ ତେବେ ଆପଣଙ୍କ ପାଇଁ ବରଫ ଔଷଧ ଭଳି କାମ କରିବ ।

ଯଦି ଆପଣଙ୍କୁ ଅନୁଭବ ହୁଏ ଯେ...
Read more
6 / 12

ଆଖିର ତଳ ଅଂଶରେ ସାଧାରଣତଃ ଡାର୍କ ସର୍କଲ ହୋଇଯାଏ । ଏହାଠାରୁ ମୁକ୍ତି ପାଇବାକୁ ହେଲେ ବରଫ ବ୍ୟବହାର କରନ୍ତୁ ।

ଆଖିର ତଳ ଅଂଶରେ ସାଧାରଣତଃ ଡାର୍କ...
Read more
7 / 12

କିଛି ମହିଳାଙ୍କୁ ଆଇବ୍ରୋ ଥ୍ରେଡ କରିବା ବେଳେ କଷ୍ଟ ହୋଇଥାଏ । ସେହି ଜାଗାରେ ଆପଣ ବରଫ ଲଗାଇଲେ ତୁରନ୍ତ ବ୍ୟଥା କମିଯିବ ।

କିଛି ମହିଳାଙ୍କୁ ଆଇବ୍ରୋ ଥ୍ରେଡ...
Read more
8 / 12

ମହିଳାମାନେ ମେକଅପ ଉପରେ ପ୍ରାୟ ଧ୍ୟାନ ରଖନ୍ତି । ମେକଅପକୁ ଦୀର୍ଘ ସମୟ ରଖିବାକୁ ହେଲେ ମେକଅପ ନେବା ପୂର୍ବରୁ ମୁହଁରେ ବରଫ ଘସନ୍ତୁ ।

ମହିଳାମାନେ ମେକଅପ ଉପରେ ପ୍ରାୟ...
Read more
9 / 12

ଖରାରେ ଗଲେ ମୁହଁ କଳା ପଡିଯାଏ । ଏଥିରୁ ବଞ୍ଚିବା ପାଇଁ ବରଫ ବ୍ୟବହାର କରିବା ହେଉଛି ଏକମାତ୍ର ଉପାୟ ।

ଖରାରେ ଗଲେ ମୁହଁ କଳା ପଡିଯାଏ ।...
Read more
10 / 12

ନାକରୁ ରକ୍ତ ବନ୍ଦ କରିବା ପାଇଁ ବରଫକୁ ଏକ କପଡାରେ ବାନ୍ଦି ନାକ ଉପରେ ରଖନ୍ତୁ । ଏଥିରୁ ଆପଣଙ୍କ ନାକରୁ ରକ୍ତ ପଡିବା ବନ୍ଦ ହୋଇଯିବ ।

ନାକରୁ ରକ୍ତ ବନ୍ଦ କରିବା ପାଇଁ...
Read more
11 / 12

ମୁହଁରେ ବ୍ରଣ ହେଲ ଆପଣ ବରଫ ବ୍ୟବହାର କରିପାରିବେ ।

ମୁହଁରେ ବ୍ରଣ ହେଲ ଆପଣ ବରଫ...
Read more
12 / 12

ଆଇସ୍ ଫେସିଆଲ କରନ୍ତୁ ଦେଖିବେ ଆପଣଙ୍କ ତ୍ୱଚା ପୂର୍ବଠାରୁ ବେଶୀ ଚମକିବ ।

ଆଇସ୍ ଫେସିଆଲ କରନ୍ତୁ ଦେଖିବେ...
Read more

O
P
E
N

ଷ୍ଟାଇଲିଶ ଲୁକ୍ ପାଇବା ପାଇଁ ଟାଇଟ୍...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES