ଚିଲିକାକୁ ଫେରିଲେ ବିରଳ ଡଲଫିନ
1 / 10

ଚିଲିକାରେ ଶେଷ ଥର ପାଇଁ ୨୦୧୪ରେ ଦେଖିବାକୁ ମିଳିଥିଲେ ଡଲଫିନ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

ଚିଲିକାରେ ଶେଷ ଥର ପାଇଁ ୨୦୧୪ରେ...
Read more
2 / 10

ତିନି ବର୍ଷ ଧରି କୌଣସି ଡଲଫିନର ଦେଖାନଥିଲା ଚିଲିକାରେ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

ତିନି ବର୍ଷ ଧରି କୌଣସି ଡଲଫିନର...
Read more
3 / 10

ଏମାନେ ଏବର୍ଷ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛନ୍ତି ଏସିଆର ସବୁଠୁ ବଡ ଲୁଣି ହ୍ରଦରେ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

ଏମାନେ ଏବର୍ଷ ପ୍ରଥମ ଥର ପାଇଁ...
Read more
4 / 10

ତିନି ବର୍ଷ ଧରି ଗଞ୍ଜାମ ଜିଲ୍ଲା ରମ୍ଭା ରେଞ୍ଜ ଅନ୍ତର୍ଗତ ଚିଲିକା ହ୍ରଦରେ ଡଲଫିନ ଦେଖିବାକୁ ମିଳିନଥିଲେ । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

ତିନି ବର୍ଷ ଧରି ଗଞ୍ଜାମ ଜିଲ୍ଲା...
Read more
5 / 10

୨୦୧୫ରେ ଏଠାରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଥିଲା । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

୨୦୧୫ରେ ଏଠାରୁ ଏକ ମୃତ ଡଲଫିନ...
Read more
6 / 10

ସଂଯୋଗ ପଥ ଅପରିଷ୍କାର ଥିବାରୁ ଏହି ସମସ୍ୟା ଦେଖାଦେଇଥିଲା । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

ସଂଯୋଗ ପଥ ଅପରିଷ୍କାର ଥିବାରୁ ଏହି...
Read more
7 / 10

ରମ୍ଭା ଓ କାଳିଜାଈ ରେଞ୍ଜରେ ଏବେ ୪୦ରୁ ୪୫ଟି ଡଲଫିନ ଅଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

ରମ୍ଭା ଓ କାଳିଜାଈ ରେଞ୍ଜରେ ଏବେ...
Read more
8 / 10

ଡଲଫିନ ପୁଣି ଥରେ ଆସିଥିବାରୁ ଲୋକେ ଉତ୍ସାହିତ ହୋଇଛନ୍ତି ।(ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

ଡଲଫିନ ପୁଣି ଥରେ ଆସିଥିବାରୁ ଲୋକେ...
Read more
9 / 10

ଦୀର୍ଘଦିନ ପରେ ରାଜ୍ୟର ଡଲଫିନ ପ୍ରେମୀଙ୍କ ପାଇଁ ଆସିଛି ଖୁସିର ଖବର । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

ଦୀର୍ଘଦିନ ପରେ ରାଜ୍ୟର ଡଲଫିନ...
Read more
10 / 10

ରମ୍ଭା ରେଞ୍ଜରେ ଏମାନେ ଏବେ ନିରାପଦରେ ବୁଲୁଛନ୍ତି । (ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ୟୁଟ୍ୟୁବ୍)

ରମ୍ଭା ରେଞ୍ଜରେ ଏମାନେ ଏବେ...
Read more

O
P
E
N

ଇସରାଇଲର ମାରିଆ ମିରୀ ଡୋମାର୍କ ମଡେଲ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES