ଆଖି କହେ ମଣିଷ ମଧ୍ୟରେ ଥିବା ଅଜଣା ରହସ୍ୟର କଥା..
1 / 7

ଆଖିକୁ ହୃଦୟର ଆଇନା କୁହାଯାଏ। ବହୁ ସମୟରେ ଆଖି ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇଦିଏ। କିନ୍ତୁ ଆଖି ମଣିଷ ମଧ୍ୟରେ ଥିବା ଅଜଣା ରହସ୍ୟ କଥା ମଧ୍ୟ କହେ।

ଆଖିକୁ ହୃଦୟର ଆଇନା କୁହାଯାଏ। ବହୁ...
Read more
2 / 7

ନୀଳ ଆଖି- ନୀଳ ରଙ୍ଗର ଆଖି ଯେକୌଣସି ବ୍ୟକ୍ତିଙ୍କୁ ସୁନ୍ଦର ବନାଇ ଦିଏ। ଏପରି ଆଖି ଥିବା ବ୍ୟକ୍ତି ବହୁତ ଆକର୍ଷିତ ଥାନ୍ତି। ଉକ୍ତ ବ୍ୟକ୍ତିଙ୍କର ଶାନ୍ତ ଏବଂ ବିଚକ୍ଷଣ ବୁଦ୍ଧି ଥାଏ।

ନୀଳ ଆଖି- ନୀଳ ରଙ୍ଗର ଆଖି ଯେକୌଣସି...
Read more
3 / 7

ସବୁଜ ଆଖି- ସବୁଜ ରଙ୍ଗ ଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ଥାନ୍ତି। ଉକ୍ତ ବ୍ୟକ୍ତି ଜିଜ୍ଞାସୁ ହେବା ସହିତ ପ୍ରତ୍ୟେକ କାମ ସାହସର ସହିତ କରନ୍ତି। ଉକ୍ତ ବ୍ୟକ୍ତିମାନଙ୍କର ହୃଦୟ ସ୍ପଷ୍ଟ ଥାଏ।

ସବୁଜ ଆଖି- ସବୁଜ ରଙ୍ଗ ଥିବା...
Read more
4 / 7

ଧୁସର ଆଖି- ଉକ୍ତ ଆଖି ଥିବା ବ୍ୟକ୍ତିଙ୍କ ପାଖରେ ଦୁଇପ୍ରକାର ବ୍ୟକ୍ତିତ୍ୱ ଦେଖିବାକୁ ମିଳେ। ବିନମ୍ର ଏବଂ ଆକର୍ଷିଣୀୟ ସ୍ୱଭାବର ବ୍ୟକ୍ତି। ପ୍ରେମ ପ୍ରତି ଦୃଢ ଥାନ୍ତି।

ଧୁସର ଆଖି- ଉକ୍ତ ଆଖି ଥିବା...
Read more
5 / 7

ଗ୍ରେ ଆଖି- ଗ୍ରେ ଆଖି ଥିବା ବ୍ୟକ୍ତିଙ୍କର ମନ ବହୁତ ସ୍ୱଚ୍ଛ ଥାଏ। ତାଙ୍କର ମନରୁ ଯେପରି ବାହାରୁ ମଧ୍ୟ ସେପରି ସ୍ୱଭାବ। ଏପରି ବ୍ୟକ୍ତଙ୍କ ପ୍ରତି ଲୋକେ ସହଜରେ ଆକର୍ଷିତ ହୋଇଯାନ୍ତି।

ଗ୍ରେ ଆଖି- ଗ୍ରେ ଆଖି ଥିବା...
Read more
6 / 7

ବ୍ରାଉନ ଆଖି- ବ୍ରାଉନ ଆଖି ଥିବା ବ୍ୟକ୍ତିଙ୍କର ଆକର୍ଷିତ ବ୍ୟକ୍ତିତ୍ୱ ଥାଏ। ଉକ୍ତ ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ବହୁତ ଥାଏ। ରଚନାତ୍ମକ ହେବା ସହିତ ଦୃଢ ନିଶ୍ଚୟ ହୋଇଥାନ୍ତି।

ବ୍ରାଉନ ଆଖି- ବ୍ରାଉନ ଆଖି ଥିବା...
Read more
7 / 7

କଳା ଆଖି- କଳା ରଙ୍ଗର ଆଖି ଥିବା ବ୍ୟକ୍ତି ରହସ୍ୟମୟୀ ଥାନ୍ତି। ଏହି ବ୍ୟକ୍ତି ଦାୟିତ୍ୱବାନ ଏବଂ ବହୁତ ବିଶ୍ୱସ୍ତ ହୋଇଥାନ୍ତି।

କଳା ଆଖି- କଳା ରଙ୍ଗର ଆଖି ଥିବା...
Read more

O
P
E
N

ପ୍ରତି ସପ୍ତାହରେ ନୂଆ ନୂଆ ଅଧ୍ୟୟନ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES