ବିଜୁବାବୁଙ୍କ ପାଇଁ ଏକାଠି ହେଲେ ଶାସକ ଓ ବିରୋଧି ନେତା
1 / 12

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରେ ପହଞ୍ଚି ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି..(PC-Twitter@Naveen_Odisha)

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
Read more
2 / 12

ନବୀନ ନିବାସରେ ଏକାଠି ବସିବାର ଦୃଶ୍ୟ..(PC-Twitter@Naveen_Odisha)

ନବୀନ ନିବାସରେ ଏକାଠି ବସିବାର...
Read more
3 / 12

ଏଠାରେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ମୁଖାର୍ଜୀ, ସୀତାରାମ ୟେଚୁରୀ, ଲାଲକୃଷ୍ଣ ଆଡଭାନୀ, ଏଚ ଡି ଦେବଗୌଡ଼ା..(PC-Twitter@Naveen_Odisha)

ଏଠାରେ ଉପସ୍ଥିତ ଅଛନ୍ତି...
Read more
4 / 12

ଭୁବନେଶ୍ୱରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ..(PC-Twitter@Naveen_Odisha)

ଭୁବନେଶ୍ୱରରେ ପହଞ୍ଚିଲେ ପୂର୍ବତନ...
Read more
5 / 12

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଲେ ପ୍ରଣବ ମୁଖାର୍ଜୀଙ୍କୁ..(PC-Twitter@Naveen_Odisha)

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
Read more
6 / 12

ଏଚ ଡି ଦେବଗୌଡ଼ାଙ୍କୁ ନବୀନ ସ୍ୱାଗତ ଜଣାଉଥିବା ବେଳେ..(PC-Twitter@Naveen_Odisha)

ଏଚ ଡି ଦେବଗୌଡ଼ାଙ୍କୁ ନବୀନ ସ୍ୱାଗତ...
Read more
7 / 12

ଏଠାରେ ନବୀନଙ୍କ ସହ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ..(PC-Twitter@Naveen_Odisha)

ଏଠାରେ ନବୀନଙ୍କ ସହ ବରିଷ୍ଠ ବିଜେପି...
Read more
8 / 12

ଏକାଠି ପଖାଳ ଓ ବଡିଛୁଇଁ ତରକାରୀର ମଜା ନେଉଛନ୍ତି ହାଇପ୍ରୋଫାଇଲ ରାଜନେତା..(PC-Twitter@Naveen_Odisha)

ଏକାଠି ପଖାଳ ଓ ବଡିଛୁଇଁ ତରକାରୀର...
Read more
9 / 12

ସୀତାରାମ ୟେଚୁରୀଙ୍କୁ ସ୍ୱାଗତ ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ..(PC-Twitter@Naveen_Odisha)

ସୀତାରାମ ୟେଚୁରୀଙ୍କୁ ସ୍ୱାଗତ...
Read more
10 / 12

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକି ସମାରୋହରେ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ ଦି ଟଲ ମ୍ୟାନ ର ଉନ୍ମୋଚନ ହେବ..(PC-Twitter@Naveen_Odisha)

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ...
Read more
11 / 12

ଉତ୍ସବରେ ଯୋଗଦାନ କରି ପୁସ୍ତକ ଉନ୍ନୋଚନ କରିବାକୁ ଅତିଥିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି..(PC-Twitter@Naveen_Odisha)

ଉତ୍ସବରେ ଯୋଗଦାନ କରି ପୁସ୍ତକ...
Read more
12 / 12

ନବୀନଙ୍କ ବାସଭବନରେ ସୀତାରାମ ୟେଚୁରୀ..(PC-Twitter@Naveen_Odisha)

ନବୀନଙ୍କ ବାସଭବନରେ ସୀତାରାମ...
Read more

O
P
E
N

ସୁନ୍ଦର ଦେଖାଯିବ ସହିତ ବିଚକ୍ଷଣ ବୁଦ୍ଧି...

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES