ଓଡିଶାରେ ଆରମ୍ଭ ହେଲା ହକି ବିଶ୍ୱଲିଗ୍ ଫାଇନାଲ
1 / 17

ପୂର୍ବରୁ ଏହି ଲିଗର ଲୋଗୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି। (PC- Twitter@Naveen_Odisha)

ପୂର୍ବରୁ ଏହି ଲିଗର ଲୋଗୋ...
Read more
2 / 17

ଡିସେମ୍ବର 1, ଶୁକ୍ରବାର ଦିନ ଏହି ଲିଗର ଶୁଭାରମ୍ଭ ହୋଇଛି। (PC- Twitter@Naveen_Odisha)

ଡିସେମ୍ବର 1, ଶୁକ୍ରବାର ଦିନ ଏହି...
Read more
3 / 17

ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ନରେନ୍ଦ୍ର ବାତ୍ରାଙ୍କ ସହ ଅନ୍ୟାନ୍ୟ ଅଧିକାରୀ। (PC- Twitter@TheHockeyIndia)

ଅନ୍ତର୍ଜାତୀୟ ହକି ଫେଡେରେସନର...
Read more
4 / 17

ଟ୍ରଫି ଉନ୍ମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ..(PC- Twitter@Naveen_Odisha)

ଟ୍ରଫି ଉନ୍ମୋଚନ କରୁଛନ୍ତି...
Read more
5 / 17

ମାସ୍କଟ ଓଲି ସହ ମୁଖ୍ୟମନ୍ତ୍ରୀ..(PC- Twitter@Naveen_Odisha)

ମାସ୍କଟ ଓଲି ସହ...
Read more
6 / 17

ଉଦଘାଟନ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଛି..(PC- Twitter@TheHockeyIndia)

ଉଦଘାଟନ ଉତ୍ସବରେ ରଙ୍ଗାରଙ୍ଗ...
Read more
7 / 17

ପ୍ରସିଦ୍ଧ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି ନର୍ତ୍ତକୀ..(PC- Twitter@Naveen_Odisha)

ପ୍ରସିଦ୍ଧ ଓଡିଶୀ ନୃତ୍ୟ ପରିବେଷଣ...
Read more
8 / 17

ଏହି ଅବସରରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରୁଛନ୍ତି.. (PC- Twitter@Naveen_Odisha)

ଏହି ଅବସରରେ ବିଭିନ୍ନ ଅନୁଷ୍ଠାନରୁ...
Read more
9 / 17

ଉଦ୍ଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆର ମୁକାବିଲା କରିଥିଲା ଆୟୋଜକ ଭାରତ ..(PC- Twitter@TheHockeyIndia)

ଉଦ୍ଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆର...
Read more
10 / 17

ଏହି ମ୍ୟାଚ୍ 1-1 ଗୋଲରେ ଡ୍ର ରହିଛି । ..(PC- Twitter@TheHockeyIndia)

ଏହି ମ୍ୟାଚ୍ 1-1 ଗୋଲରେ ଡ୍ର ରହିଛି...
Read more
11 / 17

ଭାରତୀୟ ପୁରୁଷ ହକି ଦଳ....(PC- Twitter@TheHockeyIndia)

ଭାରତୀୟ ପୁରୁଷ ହକି ଦଳ....(PC-...
Read more
12 / 17

ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା। ..(PC- Twitter@TheHockeyIndia)

ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ଏବଂ...
Read more
13 / 17

ପ୍ରଥମ ଦିନ ଖେଳର ଫଳାଫଳ....(PC- Twitter@TheHockeyIndia)

ପ୍ରଥମ ଦିନ ଖେଳର ଫଳାଫଳ....(PC-...
Read more
14 / 17

ଉଦଘାଟନୀ ଉତ୍ସବରେ ପ୍ରବଳ ଜନସମାଗମ ହୋଇଥିଲା..(PC- Twitter@Naveen_Odisha)

ଉଦଘାଟନୀ ଉତ୍ସବରେ ପ୍ରବଳ ଜନସମାଗମ...
Read more
15 / 17

ଘରୋଇ ଦଳ ଭାରତକୁ ସମର୍ଥନ ଦେଇଥିଲେ ହଜାର ହଜାର ଦର୍ଶକ..(PC- Twitter@Naveen_Odisha)

ଘରୋଇ ଦଳ ଭାରତକୁ ସମର୍ଥନ ଦେଇଥିଲେ...
Read more
16 / 17

ବିଶ୍ୱସ୍ତରର ତିନୋଟି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରି ଓଡିଶା ଏବେ ବିଶ୍ୱ ଖେଳ ଜଗତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।(PC- Twitter@Naveen_Odisha)

ବିଶ୍ୱସ୍ତରର ତିନୋଟି...
Read more
17 / 17

ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଇଛି ହକି ବିଶ୍ୱଲିଗ୍ ଫାଇନାଲ୍। (PC- Twitter@Naveen_Odisha)

ରାଜଧାନୀ ଭୁବନେଶ୍ୱର କଳିଙ୍ଗ...
Read more

O
P
E
N

ରାଜ୍ୟର ଗାୟିକା ରାଣୀ ସୋନା ଓଡିଶା ପାଇଁ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES