ଚାଲନ୍ତୁ ବୁଲିଯିବା ଓଡିଶା..
1 / 12

ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଅବିଶ୍ୱସନୀୟ କୀର୍ତ୍ତିରାଜୀ ପରିଦର୍ଶନ କରନ୍ତୁ..

ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ...
Read more
2 / 12

ଓଡିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ। ଏହା ବଙ୍ଗୋପ ସାଗର କୂଳରେ ଓ ଭୂବନେଶ୍ଵର ଠାରୁ ୬୦ କି.ମ ଦୂରରେ ଅବସ୍ଥିତ

ଓଡିଶାର ପୁରୀ ଜିଲ୍ଲାରେ ଅବସ୍ଥିତ...
Read more
3 / 12

ପୁରୀ କେବଳ ଜଗନ୍ନାଥ ମନ୍ଦିର ପାଇଁ ନୁହେଁ ବରଂ ବିସୃତ ଏବଂ ଆକର୍ଷଣୀୟ ବେଳାଭୂମି ପାଇଁ ମଧ୍ୟ ପ୍ରସିଦ୍ଧ। ଏହି ସମୂଦ୍ରକୂଳର ଟିକେ ଝଲକ ଉପଭୋଗ କରିବାକୁ ବର୍ଷତମାମ ଲକ୍ଷାଧିକ ପର୍ଯ୍ୟଟକ ଆସନ୍ତି।

ପୁରୀ କେବଳ ଜଗନ୍ନାଥ ମନ୍ଦିର ପାଇଁ...
Read more
4 / 12

ଓଡିଶାରେ ଆଉ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହେଉଛି ଅର୍କ କ୍ଷେତ୍ର କୋଣାର୍କ ମନ୍ଦିର । ଏହାକୁ ସୂର୍ଯ୍ୟ ମନ୍ଦୀର ମଧ୍ୟ କୁହାଯାଏ । ଏହା ପୁରୀଠାରୁ ୧୩ କି.ମି ଦୁରରେ ଅବସ୍ଥିତ ।

ଓଡିଶାରେ ଆଉ ଏକ ପ୍ରସିଦ୍ଧ...
Read more
5 / 12

କୋଣାର୍କ ଯଦି ଆସୁଛନ୍ତି ତେବେ ଚନ୍ଦ୍ରଭାଗା ବେଳାଭୂମିକୁ ନିଶ୍ଚିତ ରୂପେ ଉପଭୋଗ କରନ୍ତୁ। କୋଣାର୍କଠାରୁ ମାତ୍ର ୩ କି.ମି ଏବଂ ପୁରୀଠାରୁ ୩୦କି.ମି ଦୁରରେ ଅବସ୍ଥିତ ଏହି ଚନ୍ଦ୍ରଭାଗା ବେଳାଭୂମି।

କୋଣାର୍କ ଯଦି ଆସୁଛନ୍ତି ତେବେ...
Read more
6 / 12

ଓଡିଶାର ଆଉ ଏକ ପ୍ରସିଦ୍ଧ ସ୍ଥାନ ହେଉଛି ଚିଲିକା। ଏହା ଭାରତର ସର୍ବ ବୃହତ୍ତ ମଧୁର ଜଳ ହ୍ରଦ ଏବଂ ପୃଥିବୀର ଦ୍ୱିତୀୟ ବୃହତ୍ତ ହ୍ରଦ। ପର୍ଯ୍ୟଟକମାନେ ଏଠାରେ ଆସି ବହୁତ ସ୍ୱର୍ଗୀୟ ଆନନ୍ଦ ଭାବନ୍ତି

ଓଡିଶାର ଆଉ ଏକ ପ୍ରସିଦ୍ଧ ସ୍ଥାନ...
Read more
7 / 12

ଚିଲିକାକୁ ଦ୍ୱୀପ ବୋଲି ମଧ୍ୟ କୁହାଯାଉଥିବା ବେଳେ ଏହି ଦ୍ୱୀପରେ ରହିଛି ପ୍ରସିଦ୍ଧ କାଳିଯାଇ ମନ୍ଦିର। ଏଠାରେ ଲକ୍ଷାଧିକ ଭକ୍ତ କାଳିଯାଇ ଦେବୀଙ୍କୁ ଦର୍ଶନ ପାଇଁ ନୌକା ଯୋଗେ ମନ୍ଦୀରକୁ ଯାଆନ୍ତି

ଚିଲିକାକୁ ଦ୍ୱୀପ ବୋଲି ମଧ୍ୟ...
Read more
8 / 12

ଓଡିଶାର ବିଦେଶୀ ପକ୍ଷୀ ଅଭୟାରଣ୍ୟ ଭାବେ ପରିଚିତ ଚିଲିକାକୁ ବିଶ୍ୱର ବିଭିନ୍ନ ପ୍ରଜାତିର ପକ୍ଷୀ ଆସନ୍ତି। ଶୀତ ଋତୁରେ ଏହି ପକ୍ଷୀଙ୍କୁ ଖାସ୍ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ ।

ଓଡିଶାର ବିଦେଶୀ ପକ୍ଷୀ ଅଭୟାରଣ୍ୟ...
Read more
9 / 12

ଓଡିଶା ରାଜଧାନୀ ଭୁବନେଶ୍ୱର ମନ୍ଦୀର ମାଳିନୀ ସହର ଭାବେ ପରିଚିତ। ତନ୍ମଧ୍ୟରୁ ଲିଙ୍ଗରାଜ ମନ୍ଦିର, ରାଜାରାଣି ମନ୍ଦିର ସମେତ ଅନେକ କାରୁକାର୍ଯ୍ୟଭରା ଐତିହାସିକ ମନ୍ଦିର ରହିଛି।

ଓଡିଶା ରାଜଧାନୀ ଭୁବନେଶ୍ୱର ମନ୍ଦୀର...
Read more
10 / 12

ରାଜ୍ୟ ରାଜଧାନୀଠାରେ 400 ହେକ୍ଟର ପରିବ୍ୟାପ୍ତ ନନ୍ଦନକାନନ ଚିଡିଆଖାନା ଏବଂ ଉଦ୍ଭିଦ ଉଦ୍ୟାନ ଅବସ୍ଥିତ । 1960 ମସିହାରେ ପ୍ରତିଷ୍ଠିତ ଏହି ଚିଡିଆଖାନାକୁ 1979ରେ ଜନତାଙ୍କ ପାଇଁ ଖୋଲାଯାଇଥିଲା।

ରାଜ୍ୟ ରାଜଧାନୀଠାରେ 400 ହେକ୍ଟର...
Read more
11 / 12

ଭୁବନେଶ୍ୱର ଗାରିମାକୁ ଗୌରବାନ୍ୱିତ କରୁଛି ଏହି ଦୁଇ କିର୍ତ୍ତିରାଜି ଭାରା ଐତିହାସିକ ଗୁମ୍ଫା। ପ୍ରାକୃତିକ ଶୋଭାରାଶୀ ସହିତ ଧାର୍ମିକ ମହତ୍ୱକୁ ଏହା ମହିମାମଣ୍ଡିତ କରିଥାଏ।

ଭୁବନେଶ୍ୱର ଗାରିମାକୁ ଗୌରବାନ୍ୱିତ...
Read more
12 / 12

ରାଜଧାନୀର ଛାତିରେ ଅବସ୍ଥିତ ଲିଙ୍ଗରାଜ ମନ୍ଦରି ହିନ୍ଦୁଧର୍ମର ଅନ୍ୟତମ ପ୍ରସିଦ୍ଧ ଶୈବପିଠ। ମହାଦେବ ଶୀବଙ୍କୁ ଏହି ମନ୍ଦିର ଉତ୍ସର୍ଗୀକୃତ। ଏହା ରାଜ୍ୟର ସର୍ବପୂରାତନ ଶୀବ ମନ୍ଦିର ।

ରାଜଧାନୀର ଛାତିରେ ଅବସ୍ଥିତ...
Read more

O
P
E
N

ଆପଣଙ୍କ ବିବାହ ପାଇଁ ଯଦି ପୋଷାକର ରଙ୍ଗ...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES