ଅନ୍ତରଙ୍ଗ ମୂହୁର୍ତ୍ତକୁ ବଢାଇବା ଏହି ଅଧ୍ୟୟନ
1 / 6

ପ୍ରତି ସପ୍ତାହରେ ନୂଆ ନୂଆ ଅଧ୍ୟୟନ ଆସିଥାଏ। କିନ୍ତୁ ଏପରି କେତକ ଅଧ୍ୟୟନ ଅଛି ଯିଏକି ଦାବି କରନ୍ତି ଯେ ଆପଣଙ୍କ ଜୀବନରେ କ'ଣ କଲେ ଅନ୍ତରଙ୍ଗ ମୂହୁର୍ତ୍ତଟି ବେସ୍ ଭଲ କଟିବ।

ପ୍ରତି ସପ୍ତାହରେ ନୂଆ ନୂଆ ଅଧ୍ୟୟନ...
Read more
2 / 6

ଜରନଲ ଅଫ ସେକ୍ସୁଆଲ ମେଡିସିନର ଏକ ଅଧ୍ୟୟନ ଅନୁସାରେ ଯେଉଁ ମହିଳାମାନେ ବହୁତ ରେଡ ୱାଇନ ପିଅନ୍ତି ତାଙ୍କ ମଧ୍ୟରେ ଅନେକ ସେକ୍ସ କରିବାର ଇଚ୍ଛା ଜାଗୃତ ହୁଏ।

ଜରନଲ ଅଫ ସେକ୍ସୁଆଲ ମେଡିସିନର ଏକ...
Read more
3 / 6

ଆପଣ କୌଣସି ପୁଅଙ୍କୁ ଜାଲରେ ଫସେଇବାକୁ ଚାହାନ୍ତି ତେବେ ଲାଲ୍ ପିନ୍ଧନ୍ତୁ। ଏକ ଅଧ୍ୟୟନ ମୁତାବକ ପୁଅମାନେ ଲାଲ ରଙ୍ଗକୁ ବହୁତ ପସନ୍ଦ କରନ୍ତି।

ଆପଣ କୌଣସି ପୁଅଙ୍କୁ ଜାଲରେ...
Read more
4 / 6

ଏକ ସର୍ଭେ ଅନୁଯାୟୀ ମହିଳାମାନେ ପରଫ୍ୟୁମଠୁ ବେଶୀ ପେଟ୍ରୋଲ, ପେଣ୍ଟ, ପ୍ରିଣ୍ଟର ଇଙ୍କ କିମ୍ବା ଲେଦର ଭଳି ବାସନାରେ ବହୁତ ଆକର୍ଷିତ ହୁଅନ୍ତି।

ଏକ ସର୍ଭେ ଅନୁଯାୟୀ ମହିଳାମାନେ...
Read more
5 / 6

ଏକ ଷ୍ଟଡି ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କର ଦରମା ଅନ୍ୟ ବ୍ୟକ୍ତିଙ୍କର ଦରମାଠାରୁ ଅଧିକ ତାଙ୍କର ସେକ୍ସ ଲାଇଫ ମଧ୍ୟ ସେମାନଙ୍କଠାରୁ ଅଧିକ ଭଲ ହୁଏ। କାରଣ ବ୍ୟୟର ଚିନ୍ତା ନଥାଏ।

ଏକ ଷ୍ଟଡି ଅନୁଯାୟୀ ଯେଉଁ...
Read more
6 / 6

ଷ୍ଟଡି ଅନୁଯାୟୀ ଯାହାର ବେଡ ରୁମରେ ଟିଭି ଥାଏ ସେମାନଙ୍କର ସେକ୍ସ ଲାଇଫ ଦୁଇଗୁଣ ଭଲ ହୁଏ। କାରଣ ଦାର୍ଟି ପିକଚର ଏବଂ ଅଦୃଷ୍ଟ ମୂହୁର୍ତ୍ତ ଫିଲ୍ମ ଦେଖିବାକୁ ସୁଯୋଗ ମିଳେ।

ଷ୍ଟଡି ଅନୁଯାୟୀ ଯାହାର ବେଡ ରୁମରେ...
Read more

O
P
E
N

ଆଜିକାଲି କମ ବୟସରେ ଲୋକମାନଙ୍କର କେଶ ଧଳା...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  ASSEMBLY ELECTIONS 2018

  MAJOR CITIES