୬୯ତମ ସାଧାରଣତନ୍ତ୍ର ଉପଲକ୍ଷେ ଜାଣନ୍ତୁ କିଛି ଐତିହାସିକ କଥା
1 / 18

ଏହି ବର୍ଷ ଭାରତ ୬୯ତମ ସାଧାରଣତନ୍ତ୍ର ଦିବସ ମନାଉଛି ।

ଏହି ବର୍ଷ ଭାରତ ୬୯ତମ...
Read more
2 / 18

ଏଥର ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ବିଡୋଡୋ ଗଣତନ୍ତ୍ର ଦିବସର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅଟନ୍ତି ।

ଏଥର ଇଣ୍ଡୋନେସିଆର ରାଷ୍ଟ୍ରପତି...
Read more
3 / 18

ଗଣତନ୍ତ୍ର ଦିବସ ଅବସରରେ ଆସିୟାନ ଦେଶର ଶିକ୍ଷା, ବ୍ୟବସାୟ, ସଂସ୍କୃତି ଏବଂ ଧର୍ମର ଝଲକ ଦେଖିବାକୁ ମିଳିବ ।

ଗଣତନ୍ତ୍ର ଦିବସ ଅବସରରେ ଆସିୟାନ...
Read more
4 / 18

ଏଥିପୂର୍ବରୁ ୧୯୫୦ ମସିହାରେ ପ୍ରଥମ ଗଣତନ୍ତ୍ର ଦିବସରେ ମଧ୍ୟ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣ ମୁଖ୍ୟ ଅତିଥି ଥିଲେ ଏବଂ ଇତିହାସର ସେହି ସ୍ୱାଧିନତାର ସାକ୍ଷୀ ଥିଲେ ।

ଏଥିପୂର୍ବରୁ ୧୯୫୦ ମସିହାରେ ପ୍ରଥମ...
Read more
5 / 18

ଏହି ଦିବସ ପାଇଁ ଖାସ୍ ପ୍ରସ୍ତୁତ କରିଥାନ୍ତି BSF ଯବାନ । ତାଙ୍କର ଉତ୍ସାହ ଦେଖିଲେ ମନେ ହୁଏ ଆଜି ଆମ ଦେଶ ବହୁତ ଖୁସି ଅଛି ।

ଏହି ଦିବସ ପାଇଁ ଖାସ୍ ପ୍ରସ୍ତୁତ...
Read more
6 / 18

ଭାରତ ଏସିୟାନର ଅନ୍ୟ ନଅଟି ଦେଶକୁ ଏହି ଦିବସ ଉପଲକ୍ଷେ ଆମନ୍ତ୍ରିତ କରିଛି ।

ଭାରତ ଏସିୟାନର ଅନ୍ୟ ନଅଟି ଦେଶକୁ...
Read more
7 / 18

ସାଧାରଣତନ୍ତ୍ର ଦିବସରେ ଏହି ୧୦ଟି ଦେଶର ନେତା ହେବେ ମୁଖ୍ୟ ଅତିଥି ।

ସାଧାରଣତନ୍ତ୍ର ଦିବସରେ ଏହି ୧୦ଟି...
Read more
8 / 18

ଦେଶଗୁଡିକ ହେଲା କମ୍ବୋଡିଆ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ଫିଲିପିନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଭିଏତନାମ, ବ୍ରୁନେଇ ଏବଂ ଲାଓସ ।

ଦେଶଗୁଡିକ ହେଲା କମ୍ବୋଡିଆ,...
Read more
9 / 18

ଏଥର ସାଧାରଣତନ୍ତ୍ର ଦିବସରେ ରାଜପଥରେ ରହିବନି ଦିଲ୍ଲୀର ଶୋଭାଯାତ୍ରା ।

ଏଥର ସାଧାରଣତନ୍ତ୍ର ଦିବସରେ...
Read more
10 / 18

ଭାରତ ନିଜର ପ୍ରଥମ ସାଧାରଣତନ୍ତ୍ର ଦିବସ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପାଳନ କରିଥିଲା ।

ଭାରତ ନିଜର ପ୍ରଥମ ସାଧାରଣତନ୍ତ୍ର...
Read more
11 / 18

ଏହି ଦିନରେ ଇଣ୍ଟରନେଟର ସର୍ଚ୍ଚ ଇଞ୍ଜିନ୍ ଗୁଗଲ ମଧ୍ୟ ଗଣତନ୍ତ୍ର ଦିବସ ପାଇଁ ଡୁଡଲକୁ ଭାରତୀୟ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ କରି ଗଣତନ୍ତ୍ର ଦିବସକୁ ସମ୍ମାନ ଜଣାଇବ ।

ଏହି ଦିନରେ ଇଣ୍ଟରନେଟର ସର୍ଚ୍ଚ...
Read more
12 / 18

ଗଣତନ୍ତ୍ର ଦିବସ ଅବସରରେ କେବଳ ରାଜପଥରେ ନୁହେଁ ବରଂ ସାରା ଦେଶ ତ୍ରିରଙ୍ଗା ରଙ୍ଗରେ ନଜର ଆସିବ ।

ଗଣତନ୍ତ୍ର ଦିବସ ଅବସରରେ କେବଳ...
Read more
13 / 18

ମୁଖ୍ୟ ଅତିଥିଙ୍କ ସାମନାରେ ଦେଶର ସାଂସ୍କୃତିକ ଝଲକ, ସାମରିକ ଶକ୍ତିର ସହ ବଢିବା ସହିତ ଭାରତର ମାନଚିତ୍ରକୁ ପ୍ରଦର୍ଶନ କରାଯିବ ।

ମୁଖ୍ୟ ଅତିଥିଙ୍କ ସାମନାରେ ଦେଶର...
Read more
14 / 18

ଗଣତନ୍ତ୍ର ଦିବସରେ ପ୍ରଦର୍ଶନୀ ଦେଖାଉଥିବା ୨୫ଟି ଶୋଭାଯାତ୍ରାଙ୍କ ମଧ୍ୟରୁ ଦୁଇଟି ଶୋଭାଯାତ୍ରା ଏସିୟାନ ଦେଶ ପାଇଁ ସମର୍ପିତ ହେବ ।

ଗଣତନ୍ତ୍ର ଦିବସରେ ପ୍ରଦର୍ଶନୀ...
Read more
15 / 18

ପ୍ରତିବର୍ଷ ରିହରସଲରେ ପୁରୁଷ ଯବାନ ଷ୍ଟଣ୍ଟ କରନ୍ତି, କିନ୍ତୁ ଏଥର ମହିଳା ଯବାନ ଷ୍ଟଣ୍ଟ କରୁଥିବାର ନଜରକୁ ଆସିବେ ।

ପ୍ରତିବର୍ଷ ରିହରସଲରେ ପୁରୁଷ ଯବାନ...
Read more
16 / 18

ବିଏସଏଫର ଦୁଃସାହାସୀ ମହିଳାମାନେ ବୁଲେଟ ସାହାଯ୍ୟରେ ଷ୍ଟଣ୍ଟ କରୁଥିବା ନଜରକୁ ଆସିବେ ।

ବିଏସଏଫର ଦୁଃସାହାସୀ ମହିଳାମାନେ...
Read more
17 / 18

ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୨୬ରେ ପୋଲିସ ସୁରକ୍ଷା ଏଜେନ୍ସି ଆଲର୍ଟ ଜାରି କରିଛନ୍ତି ।।

ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୨୬ରେ...
Read more
18 / 18

ଲୁକ ଇର୍ଷ୍ଟ ନୀତି ଉପରେ ହେବ ଏସିଆନ ସହ କଥାବାର୍ତ୍ତା ।

ଲୁକ ଇର୍ଷ୍ଟ ନୀତି ଉପରେ ହେବ ଏସିଆନ...
Read more

O
P
E
N

୨୦୧୫ରେ ଆସିଥିବା ଫିଲ୍ମ ଏକ ପହେଲି ଲୀଲା...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES