ଫାର୍ଷ୍ଟ ଟାଇମ ଇଣ୍ଟିମେସି ସମୟରେ ମହିଳାଙ୍କୁ ଲାଗେ ଏମିତି ଡର
1 / 9

ଯେବେ ବି ମହିଳା ପ୍ରଥମ ଥର ପାଇଁ ନିଜ ପାର୍ଟନର ସହ ସମ୍ବନ୍ଧ ରଖିବା କଥା ଭାବନ୍ତି, ସର୍ବପ୍ରଥମେ ତାଙ୍କୁ ଏହା ଡର ଲାଗେ ଯେ ଯଦି ମୁଁ କଷ୍ଟ ସମ୍ଭାଳି ନପାରେ ତେବେ ?

ଯେବେ ବି ମହିଳା ପ୍ରଥମ ଥର ପାଇଁ...
Read more
2 / 9

ବେଳେବେଳେ ତାଙ୍କୁ ପ୍ରାୟ ସବୁ କ୍ଷେତ୍ରରୁ ସେକ୍ସ ସହ ଜଡିତ କିଛି ଖରାପ ଅନୁଭବ ବିଷୟରେ ଜଣାପଡେ ଯେଉଁଥିପାଇଁ ମହିଳାମାନେ ଅଧିକ ଡରିଯାଆନ୍ତି ।

ବେଳେବେଳେ ତାଙ୍କୁ ପ୍ରାୟ ସବୁ...
Read more
3 / 9

ମହିଳାଙ୍କୁ ଅଧିକ ବ୍ଲିଡିଙ୍ଗର ଡର ମଧ୍ୟ ବାରମ୍ବାର ମନକୁ ଆସେ । ଏହି ଡର ସେମାନଙ୍କୁ ଅଧିକ ଲାଗେ ଯାହାର ବ୍ଲଡ୍ ଫୋବିଆ ଥାଏ ।

ମହିଳାଙ୍କୁ ଅଧିକ ବ୍ଲିଡିଙ୍ଗର ଡର...
Read more
4 / 9

ମହିଳାଙ୍କର ସବୁଠାରୁ ବଡ ଡର ହେଉଛି ଗର୍ଭବତୀ ହେବା । ସେଫ ସେକ୍ସର ସମସ୍ତ ଉପାୟ ଜାଣିବା ସତ୍ତ୍ୱେ ମଧ୍ୟ ଯୁବତୀଙ୍କ ମନରେ ଏହି ଡର ପଶିଯାଏ ।

ମହିଳାଙ୍କର ସବୁଠାରୁ ବଡ ଡର ହେଉଛି...
Read more
5 / 9

ପ୍ରଥମ ଥର ସେକ୍ସ କରିବାକୁ ଯାଉଥିବା ମହିଳାଙ୍କୁ ଏହା ଡର ଲାଗିଥାଏ ଯେ ସେ କେବେ ମଧ୍ୟ ସେକ୍ସ କରିପାରିବେ କି ନାହିଁ । ଯଦି କରିପାରିବି ନାହିଁ ତେବେ କଣ ହେବ ?

ପ୍ରଥମ ଥର ସେକ୍ସ କରିବାକୁ ଯାଉଥିବା...
Read more
6 / 9

କେତେକ ଲୋକେ ଏହି ଡର ପାଇଁ ଇଚ୍ଛା ନଥାଇ ମଧ୍ୟ ସେକ୍ସ କରନ୍ତି । କାରଣ ସେ ଯଦି ସେକ୍ସ କରିନପାରନ୍ତି ତେବେ ତାଙ୍କ ସାଥି ତାଙ୍କୁ ଛାଡି ଅନ୍ୟ କାହାକୁ ମନ ଦେଇଦେବେ ।

କେତେକ ଲୋକେ ଏହି ଡର ପାଇଁ ଇଚ୍ଛା...
Read more
7 / 9

ବେଳେବେଳେ ସେକ୍ସ ବିଷୟରେ ଅଧା ସୂଚନା ପାଇବା ଯୋଗୁଁ ତାଙ୍କୁ ଏହା ଡର ଲାଗେ ଯେ ବୋଧହୁଏ ସେକ୍ସ କଲେ ରୋଗ ହୋଇଯାଏ ।

ବେଳେବେଳେ ସେକ୍ସ ବିଷୟରେ ଅଧା...
Read more
8 / 9

ମହିଳାମାନେ ଏହି ସବୁ କଥା ଭାବିବା ପରେ ମଧ୍ୟ ଏହା ବି ଭାବନ୍ତି କି ମୁଁ ଏସେକ୍ସୁଅଲ ତ ନୁହେଁ ?

ମହିଳାମାନେ ଏହି ସବୁ କଥା ଭାବିବା...
Read more
9 / 9

କେତେକ ମହିଳା ପ୍ରଥମଥର ପାଇଁ ଅନ୍ତରଙ୍ଗ ମୁହୂର୍ତ୍ତରେ ନିଜକୁ ବହୁତ ଖାସ୍ ବୋଲି ଭାବନ୍ତି ଏବଂ ଏହି ସମୟଟି ମହିଳାଙ୍କ ପାଇଁ ବହୁତ ଖାସ ବୋଲି ଅନୁଭବ କରନ୍ତି ।

କେତେକ ମହିଳା ପ୍ରଥମଥର ପାଇଁ...
Read more

O
P
E
N

ଏହି ବର୍ଷ ଭାରତ ୬୯ତମ ସାଧାରଣତନ୍ତ୍ର...

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  गैलरी

  टूरिज़्म

  MAJOR CITIES