• A
  • A
  • A
କେନାଲରେ ବୁଡି ଯାଉଥିବା ନାବାଳିକାକୁ ଉଦ୍ଧାର କଲେ ସିଆରପିଏଫ ଯବାନ

ନୂଆଦିଲ୍ଲୀ : କେନାଲରେ ବୁଡି ଯାଉଥିବା ଜଣେ 18 ବର୍ଷୀୟ ନାବାଳିକାକୁ ଉଦ୍ଧାର କରିଛନ୍ତି ସିଆରପିଏଏଫର ଦୁଇ ଜଣ ଯବାନ | ଏପରି ଘଟଣା ଘଟିଛି ନୂଆଦିଲ୍ଲୀର ବାୱାନା ଅଞ୍ଚଳରେ ଅବସ୍ଥିତ ଥିବା ମୁନାକ କେନାଲରେ |

ଫଟୋ ସୌଜନ୍ୟ : ANI


ଲକ୍ଷ୍ମୀ ପାଲ ନାମକ ଏକ 18 ବର୍ଷୀୟ ନାବାଳିକା ଦୁର୍ଭାଗ୍ୟକୁ ଏହି କେନାଲରେ ଗଳି ପଡିଥିଲା | ସେ ଏହା ମଧ୍ୟକୁ ଖସି ପଡିଥିବା ବେଳେ ଏହାକୁ ଦେଖିବାକୁ ପାଇଥିଲେ ସେଠାରେ ଡ୍ୟୁଟିରେ ଥିବା ସିଆରପିଏଏଫ ଯବାନ ପ୍ରମୋଦ କୁମାର |


ଏସମ୍ପର୍କରେ ସେ ଅନ୍ୟ ଯବାନଙ୍କୁ ଜଣାଇବା ସହ ନାବାଳିକାକୁ ଉଦ୍ଧାର କରିବା ପାଇଁ କେନାନଲକୁ ଡେଇଁ ପଡିଥିଲେ | ଶେଷରେ ସିଆରପିଏଏଫର ହେଡ କନେଷ୍ଟବଳ କେଡି ଶର୍ମା ଏବଂ ଆସିଷ୍ଟାଣ୍ଟ ସବ ଇନିଷପେକ୍ଟର କେସି ମୀନାଙ୍କ ଦ୍ୱାରା ସେହି ନାବଳିକାଟି ଉଦ୍ଧାର ହୋଇଥିଲା |

କେନାଲରୁ ରକ୍ଷା ପାଇବା ପରେ ଲକ୍ଷ୍ମୀକୁ ମହର୍ଷି ବାଲିକ୍ମୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଗତ ବର୍ଷ ମୁନାକ କେନାଲରୁ ତିନି ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଥିଲା |


CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES