• A
  • A
  • A
ସେଲ୍ଫିମାନିଆ ଯୁବତୀଙ୍କ ପାଇଁ ମେକଅପ ଟିପ୍ସ

ସେଲ୍ଫିର ନିଶା ଏବେ ସମସ୍ତଙ୍କ ଉପରେ ସବାର । ସେଲ୍ଫିର କ୍ରେଜ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି । କଲେଜ ଯାଉଥିବା ଯୁବତୀ କିମ୍ବା ଅଫିସ ଯାଉଥିବା କର୍ମଜୀବି ମହିଳା ସମସ୍ତେ ସେଲ୍ଫି ନିଶାରେ ପାଗଳ । ଅନେକ ଥର ସେଲ୍ଫି ଫଟୋ ଏତେ ଭଲ ଉଠେ ଯେ ମନ ହୁଏ ସବୁବେଳେ ସେଲ୍ଫି ନେବାପାଇଁ । କିନ୍ତୁ ଏହାର ଅର୍ଥ ନୁହଁ ଯେ ସବୁ ସେଲ୍ଫି ଫଟୋ ଭଲ ଉଠିବ ।

ଫୋଟ ସୈଜନ୍ୟ:ଇନ୍ନାଡୁ ଇଣ୍ଡିଆଇଂରାଜୀ


ଏମିତିରେ ସେଲ୍ଫି ନେବା ସମୟରେ ସମସ୍ତେ ନିଜ ଲୁକ୍ ଉପରେ ବହୁତ ଧ୍ୟାନ ଦିଅନ୍ତି । ତେଣୁ ସେଲ୍ଫି ନେବା ସମୟରେ ହାଲୁକା ଟଚ ଅପ୍ ଆପଣଙ୍କୁ ଫ୍ରେସ ଲୁକ୍ ଦେବ । ତେବେ ସେଲ୍ଫି ପାଇଁ ଆସନ୍ତୁ ଜାଣିବା କିଛି ମେକଅପ୍ ଟିପ୍ସ ବିଷୟରେ . . . . .
1– ପ୍ରଥମେ ଧ୍ୟାନ ଦିଅନ୍ତୁ କେଉଁ ସ୍ଥାନରେ ଆପଣ ସେଲ୍ଫି ନେଉଛନ୍ତି । ଅର୍ଥାତ ଯଦି ଆପଣ କଲେଜରେ ଅଛନ୍ତି ତେବେ ତ୍ୱଚାର ରଙ୍ଗ ସହ ମିଶୁଥିବା ମେକଅପ କରନ୍ତୁ ।
2– ଯଦି ଆପଣ ପ୍ରାକୃତିକ ଆଲୋକରେ ସେଲ୍ଫି ନେଉଛନ୍ତି ତେବେ ହାଲୁକା ମେକଅପ୍ ସହ କାଜୋଲ ଓ ମସ୍କରା ଲଗାନ୍ତୁ । ଭଲ ସେଲ୍ଫି ଆସିବ ।
3– ଚେହେରାକୁ ସପ୍ଟ ଲୁକ୍ ଦେବା ପାଇଁ ଆପଣ ମଏଶ୍ଚରାଇଜର ଲଗାଇ ପାରିବେ ।
4– ସେଲ୍ଫି ନେବା ସମୟରେ ଓଠର ମେକଅପ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଯଦି ଆପଣ ଲାଇଟ ମେକଅପ୍ ନେଉଛନ୍ତି ତେବେ ଗାଢ଼ ରଙ୍ଗର ଲିପ କଲର ଲଗାନ୍ତୁ । ଯାହା ଆପଣଙ୍କ ସେଲ୍ଫିକୁ ଅଧିକ ସୁନ୍ଦର କରିବ ।
5– ଏହାସହ ସେଲ୍ଫି ନେବା ସମୟରେ ଅଧିକ ଧ୍ୟାନ ଦିଅନ୍ତୁ ଆଇବ୍ରୋ ମେକଅପ୍ ଉପରେ । ଏହି ସମୟରେ ଆଇବ୍ରେକୁ ଗାଢ଼ ରଙ୍ଗ ଦିଅନ୍ତୁ ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES