• A
  • A
  • A
ବାଘୁଣି ‘ଅଙ୍କିତା’ ଠାରୁ ଜନ୍ମିତ 1 ବାଘ ଶାବକ ମୃତ

ଭୁବନେଶ୍ୱର: ଗତ ଶୁକ୍ରବାର ରାତିରେ ନନ୍ଦନକାନନର ୨୮ C ନମ୍ବର ତାରବାଡ ମଧ୍ୟରେ ୨ଟି ଶିଶୁ ଶାବକକୁ ଜନ୍ମ ଦେଇଥିଲା ବାଘୁଣୀ ‘ଅଙ୍କିତା’ । ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ପୂର୍ବରୁ ନନ୍ଦନକାନନରେ ୨୪ ଟି ଶାବକ ରହୁଥିଲେ। ଏହି 2 ଶାବକଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୬ କୁ ବୃଦ୍ଧି ପାଇଥିଲା। ହେଲେ ବଡ ଦୁଃଖର ବିଷୟ ସେଥିରୁ ଗୋଟିଏ ପିଲାର ଆଜି ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଫଳରେ ଏବେ ଜୀବିତ ବାଘ ଶାବକଙ୍କ ସଂଖ୍ୟା ୨୫ ରହିଛି।

ପ୍ରତୀକାତ୍ମକ ଫଟୋ




ପିଲା ମଲା ପରେ ଅନ୍ୟ ପିଲାକୁ ପାଖକୁ ପୁରାଇ ଦଉନି ବାଘୁଣୀ ଅଙ୍କିତା। ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟନ କର୍ତ୍ତୃପକ୍ଷ ଛୁଆକୁ କୃତ୍ରିମ ଉପାୟରେ ହାତରେ ଖାଉବାକୁ ଦେଉଛନ୍ତି। ତେବେ କେମିତି ବାଘୁଣୀ ଛୁଆର ମୃତ୍ୟୁ ହେଲା ସେନେଇ କୌଣସି ସୂଚନା ମିଳି ନାହିଁ।

CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES