• A
  • A
  • A
କଣ ଆପଣ ଏ ପର୍ଯ୍ୟନ୍ତ ୫ ହଜାର ନୋଟ ଦେଖିଲେଣି ? ତାହାଲେ ପଢନ୍ତୁ

ଏବେ ସୋସିଆଲ ମିଡିଆରେ ୫ ହଜାର ନୋଟ ଖୁବ୍ ଭାଇରାଲ ହେବାକୁ ଲାଗିଛି । କେବଳ ସେତିକି ନୁହେଁ ଏହା ସହ ୧୦୦୦ ଟଙ୍କା, ୩୫୦ ଟଙ୍କା, ୭୫ ଟଙ୍କା, ୧୦୦ ଏବଂ ୧୫୦ ଟଙ୍କାର ନୂଆ ନୋଟ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୫୦୦୦ ଟଙ୍କିଆ ନୋଟ


ଏହାକୁ ନେଇ ଦାବି ମଧ୍ୟ କରାଯାଉଛି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଖୁବ୍ ଶୀଘ୍ର ଏହି ନୋଟ୍ ଗୁଡିକ ମାର୍କେଟରେ ଲଞ୍ଚ କରାଯିବ । ଏହା ସହିତ ଆହୁରି ମଧ୍ୟ କୁହାଯାଇଥିଲେ ଯେ, ୧୦୦୦ ଟଙ୍କିଆ କଏନ୍ ମଧ୍ୟ ମାର୍କେଟକୁ ଆସିବ ।


ଏକ ମିଡିଆ ରିପୋର୍ଟ ଅନୁସାରେ ଆରବିଆଇ ଏମିତି କୌଣସି ବି ନୋଟ୍ କିମ୍ବା ୧୦୦୦ ଟଙ୍କାର କଏନ୍ ଜାରି କରିନାହିଁ । ଆରବିଆଇର ଏହି ସ୍ପଷ୍ଟୀକରଣ ପରେ ମଧ୍ୟ ଏହି ଗୁଜବ ବଢିବାରେ ଲାଗିଛି ।

ତେବେ ଆପଣ ଯେମିତି ଏହି ଅପପ୍ରଚାରର ଶିକାର ନହୁଅନ୍ତୁ ସେଥିପାଇଁ ଆମେ ଏହି ଖବର ଆପଣଙ୍କ ପାଇଁ ପ୍ରକାଶ କରୁଛୁ ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES