• A
  • A
  • A
ବୋଲ୍ଡ ଡାଏଲଗ୍ ସହ ଆସିଲା 'ଦାସ ଦେବ'ର ଟ୍ରେଲର, ଦେଖନ୍ତୁ ଭିଡିଓ

ମୁମ୍ୱାଇ: ରିଲିଜ ହୋଇଛି ଫିଲ୍ମ ଦାସଦେବର ଟ୍ରେଲର । ରିଲିଜ ହେବା ପରେ ପରେ ହିଁ ଲୋକେ ଏହାକୁ ପସନ୍ଦ କରିବାରେ ଲାଗିଲେଣି । କାରଣ ଏହି ଟ୍ରେଲରରେ ବୋଲ୍ଡ ସିନ୍ ସହିତ ଦମଦାର ଡାଏଲଗ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ୱିଟର


ଫିଲ୍ମର ଟ୍ରେଲର କାଫି ଇଣ୍ଟ୍ରେଷ୍ଟିଙ୍ଗ୍ ହୋଇଛି । ଏହି ଫିଲ୍ମରେ ଭଲପାଇବା ଏବଂ କ୍ଷମତାର ଲଢେଇକୁ ଦର୍ଶାଯାଇଛି । ଟ୍ରେଲରରେ ଏକ ଦମଦାର ଡାଏଲଗ୍ ମଧ୍ୟ ରହିଛି 'ମୋର ସବୁ କଥା ଉପରେ ସନ୍ଦେହ କରିବ କିନ୍ତୁ ମୁଁ ତୁମକୁ ଭଲ ପାଉଛି ତାହା ଉପରେ ନୁହେଁ' । ଏହି ଡାଏଲଗକୁ ଶୁଣିଲା ପରେ ଫିଲ୍ମ ଦେଖିବାର ଇଚ୍ଛା ଆହୁରି ବଢିଯିବ ।
ଏହି ଫିଲ୍ମରେ ସୈାରଭ ମୁକ୍ତା, ବିପିନ୍ ଶର୍ମା, ଫିଲ୍ମମେକର ଅନୁରାଗ କଶ୍ୟପ ଏବଂ ବିନାତୀ ସିଂ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।


ଫିଲ୍ମଟି ମାର୍ଚ୍ଚ ୨୩ରେ ପରଦାକୁ ଆସିବ ।






CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  اردو خبریں

  ଓଡିଆ ନ୍ୟୁଜ

  ગુજરાતી ન્યૂઝ

  MAJOR CITIES