• A
  • A
  • A
ଭାରତରେ ଲଞ୍ଚ ହେଲା ଏମଆଇ ନୋଟ 5

ନୂଆଦିଲ୍ଲୀ: ଚୀନର ସ୍ମାର୍ଟଫୋନ କମ୍ପାନୀ ଶାଓମୀ ତାହାର ନୂଆ ମଡେଲ ରେଡମୀ ନୋଟ ୫ ଓ ନୋଟ ପ୍ରୋକୁ ଲଞ୍ଚ କରିଛି। ଶାଓମୀ ରେଡମୀ ନୋଟ ୫କୁ ଭାରତରେ ୩ ଜିବି ରାମ ସହ ୩୨ ଜିବି ରୋମ ବା ଷ୍ଟୋରେଜ ଓ ୪ ଜିବି ରାମ ସହ ୬୪ ଜିବି ଷ୍ଟୋରେଜରେ ଲଞ୍ଚ କରିଛି । ସେହିପରି ରେଡମୀ ନୋଟ ପ୍ରୋ କୁ ୬ ଜିବି ରାମ ସହ ୬୪ ଜିବି ଷ୍ଟୋରେଜ ଭାବେ ଲଞ୍ଚ କରାଯାଇଛି।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଟ୍ୱିଟର


ଏହି ନୂଆ ରେଡମୀ ନୋଟ ୫ ହେଉଛି ଗତବର୍ଷ ଲଞ୍ଚ ହୋଇଥିବା ରେଡମୀ ନୋଟ ୪ରେ ଆଡଭାନସ ଭେରୀଏଣ୍ଟ । ଏହି ଦୁଇଟି ଫୋନ ବ୍ଲାକ, ଗୋଲଡ, ରୋଜ ଗୋଲଡି ଓ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ।


ଏହି ଫୋନର ମୂଲ୍ୟ ୯ ହଜାର ୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଭାବେ ରହିଛି । ତେବେ ବଡ଼ କଥା ହେଉଛି ଜିଓ ଗ୍ରାହକଙ୍କୁ ଏହି ଫୋନ କିଣିବା ଦ୍ୱାରା ୨ ହଜାର ୨ଶହ ଟଙ୍କାର କ୍ୟାଶବ୍ୟାକ ମିଳିବ।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  कारोबार

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES